ପ୍ରଥମ ଭାରତୀୟ ମହିଳା ଭାବରେ ଉଡ଼ାଇଥିଲେ ବିମାନ; ଏମିତି ସମ୍ମାନ ଜଣାଇଲା GOOGLE
ନୂଆଦିଲ୍ଳୀ: ପ୍ରଥମ ଭାରତୀୟ ମହିଳା ଭାବରେ ବିମାନ ଉଡାଇଥିବା ସରଳା ଠକରାଲଙ୍କ ଉଦ୍ଦେଶ୍ୟରେ ଏକ ଡୁଡୁଲ ଉତ୍ସର୍ଗ କରିଛି ଗୁଗଲ । ସରଳାଙ୍କ ୧୦୭ ତମ ଜନ୍ମବାର୍ଷିକୀ ଅବସରରେ ଗୁଗଲ ପକ୍ଷରୁ ଏହି ଡୁଡୁଲ ଉତ୍ସର୍ଗ କରାଯାଇଛି…