ଆଜି ଇଂରେଜଙ୍କ ମୁକାବିଲା କରିବ ଭାରତ, ଋଷଭଙ୍କ ଅନୁପସ୍ଥିତିରେ କେଏଲ ରାହୁଲ କରିବେ ଓ୍ଵିକେଟ୍ କିପିଂ
ନୂଆଦିଲ୍ଲୀ : ଅଗଷ୍ଟ ୪ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍। ଏହା ପୂର୍ବରୁ ଭାରତୀୟ ଦଳ ନିଜର ପ୍ରସ୍ତୁତି ଜୋରଦାର କରିବାକୁ ଚାହୁଁଛି। ଏହି କ୍ରମରେ ମଙ୍ଗଳବାରଠୁ ଭାରତୀୟ ଦଳ…