୧ ଫେବ୍ରୁଆରୀରୁ ଆରମ୍ଭ ହେବ ସମସ୍ତ କଲେଜର ସେମିଷ୍ଟାର ପରୀକ୍ଷା, ରାଜ୍ୟ ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ମାଡ଼ିବାରେ ଲାଗିଛି । ମହାମାରୀକୁ ଦୃଷ୍ଟିରେ ରଖି ତାମିଲନାହୁ ସରକାର ସେମିଷ୍ଟାର ପରୀକ୍ଷା ଅନଲାଇନ ମୋଡରେ ଆୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଉଚ୍ଚଶିକ୍ଷା…

ପାରିବାରିକ ଝଗଡ଼ା ଯୋଗୁଁ ଅଶାନ୍ତିରେ ଅଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ବ୍ୟସ୍ତବହୁଳ ଜୀବନରେ ଲୋକମାନଙ୍କ ଲାଇଫଷ୍ଟାଇଲ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି, ଯାହାର ସିଧା ପ୍ରଭାବ ତାଙ୍କ ପରିବାର ଉପରେ ପଡୁଛି । ମହିଳା ହୁଅନ୍ତୁ ବା ପୁରୁଷ, ସମସ୍ତଙ୍କ ପ୍ରାଥମିକତା ଅଲଗା ଅଲଗା ରହୁଛି । ପ୍ରାୟତଃ…

ଲିକ୍ ହୋଇଗଲା ହଜାର ହଜାର ଭାରତୀୟଙ୍କ ଡାଟା, ଆପଣ ବି ହୋଇଯାଆନ୍ତୁ ସାବଧାନ୍

ନୂଆଦିଲ୍ଲୀ: କୋଭିଡ ସମ୍ବନ୍ଧୀତ ବ୍ୟକ୍ତଗତ ତଥ୍ୟ ଏକ ସରକାରୀ ସର୍ଭରରୁ ଲିକ୍ ହେବା ମାମଲା ସାମ୍ନାକୁ ଆସିଛି । ଲିକ୍ ହୋଇଥିବା ଡାଟାରେ ପାଖାପାଖି ୨୦ ହଜାର ଭାରତୀୟଙ୍କ ମୋବାଇଲ ନମ୍ବର, ଠିକଣା ଓ କୋଭିଡ ଟେଷ୍ଟର ପରିଣାମ…

ପଞ୍ଚାୟତ ନିର୍ବାଚନର ସରିଲା ନାମାଙ୍କନ, ଜାଣନ୍ତୁ କେଉଁ ଆସନ ପାଇଁ କେତେ ପ୍ରାର୍ଥୀ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରାର୍ଥୀ ନାମାଙ୍କନ  । ସୂଚନା ମୁତାବକ, ଜିଲ୍ଲା ପରିଷଦ ପାଇଁ ମୋଟ ୩ ହଜାର ୯୯୯ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି…

ଗଳାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି? ଦୂର କରିବାକୁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଭାଇରାଲ ବା ବ୍ୟାକ୍ଟେରିଆ ସଂକ୍ରମଣ ବା ଅନ୍ୟାନ୍ୟ କାରଣରୁ ଗଳାରେ ଯନ୍ତ୍ରଣା ହୋଇପାରେ । ବିଶେଷଙ୍କ ମତରେ ଷ୍ଟ୍ରେପଟୋକୋକସ୍ ବ୍ୟାକ୍ଟେରିଆ ଦ୍ୱାରା ସୃଷ୍ଟି ହୋଇଥିବା ଗଳା ସଂକ୍ରମଣ ବିପଜ୍ଜନକ ହୋଇଥାଏ ।…

ଖୁବଶୀଘ୍ର ଭାରତରେ ଲାଗିବ କଡ଼ା କଟକଣା, ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ସମଗ୍ର ଦେଶରେ ଓମିକ୍ରନ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ କଡ଼ା କଟକଣା ଲଗାଯାଇପାରେ । ଏହି ପରିପ୍ରେକ୍ଷୀରେ ଭାରତ ସରକାର ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି । ସମସ୍ତ…

ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ପଦ୍ମଶ୍ରୀ ଉଦ୍ଧବ କୁମାର ଭରାଲୀ

ନୂଆଦିଲ୍ଲୀ: ଆସାମର ଲକ୍ଷ୍ମୀପୁର ଜିଲ୍ଲାର ଏକ କୋର୍ଟ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଉଦ୍ଧବ କୁମାର ଭରାଲୀଙ୍କ ନ୍ୟାୟିତ ହେପାଜତକୁ ପଠାଇଛନ୍ତି । ଉଦ୍ଧବଙ୍କ ଉପରେ ଏକ ନାବାଳିକାକୁ ବଳକ୍ରାର କରିଥିବା ଅଭିଯୋଗ ହୋଇଛି ।…

ଟିମ୍ ଇଣ୍ଡିଆର ୫ ଖେଳାଳି ଏବେ ବି କରୋନା ପଜିଟିଭ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ଚାଲିଥିବା ଅଣ୍ଡର-୧୯ ବିଶ୍ୱକପରେ ଟିମ୍ ଇଣ୍ଡିଆର ମଇଦାନ ବାହାରେ ସମସ୍ୟା ଏବେ ବି ହ୍ରାସ ପାଇନି । ଭାରତୀୟ ଟିମର ୫ ଖେଳାଳି ଏବେ ବି କରୋନା ସଂକ୍ରମିତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ…

ଭୂକମ୍ପରେ ଥରିଲା ମିଜୋରାମ, ତୀବ୍ରତା ୫.୬ ରେକର୍ଡ

ନୂଆଦିଲ୍ଲୀ :ମିଜୋରାମରେ ଭୂକମ୍ପ ଝଟକା । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫-୬ ଥିଲା । ମିଜୋରାମର ଚମ୍ପାଇ ଠାରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହି ଭୂକମ୍ପ ଏତେ ଜୋରରେ ହୋଇଥିଲା ଯେ ମିଜୋରାମ ସମେତ…

ଗଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ, ଆସିଲା ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ଦିନ କେଇଟା ପରେ ସାରା ଦେଶ ପାଳିବ ଗଣତନ୍ତ୍ର ଦିବସ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହେଉଛି । ଏହାରି ମଧ୍ୟରେ ଗଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ,…