Browsing Category

ଦେଶ

ଚୀନ-ପାକିସ୍ତାନ ପାଖରେ ରହିଛି ଅଧିକ ଆଣବିକ ଅସ୍ତ୍ର ଶସ୍ତ୍ର, ତଥାପି ଭାରତ ସାମ୍ନାରେ ତିଷ୍ଠି ପାରିବେନି ଦୁଇ ଦେଶ

ନୂଆଦିଲ୍ଲୀ : ସମଗ୍ର ଦୁନିଆରେ ଆଣବିକ ଅସ୍ତ୍ର ଶସ୍ତ୍ରକୁ ନେଇ ପ୍ରତିଯୋଗିତା ଜାରି ରହିଛି। ପରମାଣୁ ଅସ୍ତ୍ର ଶସ୍ତ୍ର ଉପରେ ନଜର ରଖୁଥିବା ଅନ୍ତର୍ଜାତୀୟ  ସଂସ୍ଥା ଷ୍କଟହମ ଇଣ୍ଟରନ୍ୟାସନାଲ ପିସ୍…

ସୋନୁ ସୁଦଙ୍କୁ ଭେଟି କାନ୍ଦି ପକାଇଲେ, ରୋଗ ଦୁଃଖ କିଛି ସମୟ ଭୁଲିଗଲେ, ଜାଣନ୍ତୁ ପୂରା ଘଟଣା…

ମୁମ୍ବାଇ: ସୋନୁ ସୁଦଙ୍କ ସମାଜସେବା ପାଇଁ ଅନେକ ଲୋକ ତାଙ୍କୁ ଦେବଦୂତ ଭଳି ମାନୁଛନ୍ତି । ଭଗବାନ ଭଳି ପୂଜା କରୁଥିବା ଘଟଣା ମଧ୍ୟ ଜଣାପଡ଼ିଛି । ତେଲେଙ୍ଗାନାର ଭେଙ୍କଟେସ୍ ନାମକ ଛାତ୍ର ହାଇଦ୍ରାବାଦରୁ ଚାଲିଚାଲି ମୁମ୍ବାଇ…

ଶୁଣିବା ଓ କହିବା ଶକ୍ତି ନଥିବା ମହିଳାଙ୍କ ସହ ୨ ଥର ଦୁଷ୍କର୍ମ, ନାବାଳକ ଦ୍ୱାରା କରାଗଲା ଭିଡିଓ

ହାଇଦ୍ରାବାଦ: ସମାଜରେ ନାରୀମାନଙ୍କୁ ସବୁକ୍ଷେତ୍ରରେ ଅଗ୍ରାଧୀକାର ଦିଆଯାଉଥିଲେ ବି ଅନେକ ଦୃର୍ବୁତ୍ତ ସେମାନଙ୍କ କାର୍ଯ୍ୟକଳାପରୁ ବିରତ ହେଉନାହାନ୍ତି । ସେହିପରି ତେଲେଙ୍ଗାନାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ…

ରାମ ମନ୍ଦିର ଜମି ଦୁର୍ନୀତି ମାମଲା: ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲା ଶିବସେନା, ଏମିତି ଜବାବ ଦେଲା ବିଜେପି

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ  ହୋଇଥିବା ଜମି ଦୁର୍ନୀତିକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। ଶିବସେନା ପକ୍ଷରୁ ଲଗାତାର କେନ୍ଦ୍ର ସରକାରଙ୍କ ପ୍ରତି ହମଲା ଜାରି ରହିଛି। ଏହି ମାମଲାରେ ଏବେ…

ଦାଦା-ପୁତୁରା ଲଢ଼େଇ ରାଜନୀତିରେ ନୂଆ ନୁହେଁ: ଚିରାଗ, ଠାକରେ ଓ ଅଖିଲେଶ ଏହି ରୋଗରେ ସମସ୍ତେ ହୋଇଛନ୍ତି ଆକ୍ରାନ୍ତ

ନୂଆଦିଲ୍ଲୀ: ବିହାର ରାଜନୀତିରେ ପୁଣି ଥରେ ପାରିବାରିକ ରାଜନୀତିରେ ଟକ୍କର ଦେଖିବାକୁ ମିଳିଛି । ଲୋକତାନ୍ତ୍ରିକ ଜନଶକ୍ତି ପାର୍ଟି (ଏଲଜେପି)ର ୫ ଜଣ ସାଂସଦ ଦଳ ମୁଖିଆ ଚିରାଗ ପାଶ୍ୱାନଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା…

କୋଲକାତାରେ କଙ୍ଗାରୁ କୋର୍ଟ; ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପୂରା ଗାଁରେ ବୁଲାଇଲେ

କୋଲକାତା: ପଶ୍ଚିମବଙ୍ଗର ଅଲ୍ଲୀପୁରଦ୍ୱାର୍ ରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ସେଠାରେ ଏକ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପୂରା ଗାଁରେ ବୁଲିବାକୁ ବାଧ୍ୟ କରାଗଲା । ପ୍ରକୃତ ଘଟଣା ହେଲା ମହିଳା ଜଣକ ୬ ମାସ ପରେ ନିଜର…

ପଞ୍ଜାବ ଓ ରାଜସ୍ଥାନ ପରେ ଏବେ କେରଳରେ ବଢିଲା କଂଗ୍ରେସର ମୁସ୍କିଲ, ହାଇକମାଣ୍ଡ ପ୍ରତି ଖପ୍ପା ଅନେକ ବଡ ନେତା

ନୂଆଦିଲ୍ଲୀ : ରାଜସ୍ଥାନ ଓ ପଞ୍ଜାବରେ ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଥିବା କଂଗ୍ରେସ ପାଇଁ ମୁସ୍କିଲ ଥମିବାର ନାଁ ଧରୁନି। ରାଜସ୍ଥାନ ସମସ୍ୟାର ସମାଧାନ ନହଉଣୁ  କେରଳରେ ପାର୍ଟି ଭିତରେ ଉଠିଛି ଅସନ୍ତୋଷର ସ୍ଵର।…

କନଷ୍ଟେବଳଙ୍କୁ ଚାପୁଡ଼ା ମାରିଲେ ବିଧାୟିକା, ତା’ପରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାୟିକାଙ୍କ ଦାଦାଗିରି! ଭୁଲ୍ କଲେ ପୁତୁରା ଆଉ ଚାପୁଡ଼ା ଖାଇଲେ କନଷ୍ଟେବଳ । ଏଭଳି ଏକ ଘଟଣା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛି । କର୍ତ୍ତବ୍ୟରତ ଜଣେ ପୋଲିସ୍ କର୍ମଚାରୀଙ୍କୁ ଚାପୁଡ଼ା…

୪୩ ପ୍ରତିଶତ ଭାରତୀୟ ବ୍ୟାନ୍ କରିଛନ୍ତି ଚୀନ୍ ସାମଗ୍ରୀ: ଡ୍ରାଗନକୁ ମିଳିଲା ଗଲୱାନ୍ ସଂଘର୍ଷର କଡ଼ା ଜବାବ

ନୂଆଦିଲ୍ଲୀ: ଗତ ବର୍ଷ ଜୁନ ୧୫ ତାରିଖରେ ଲଦ୍ଦାଖ ନିକଟବର୍ତ୍ତୀ ଗଲୱାନ ଘାଟିରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଥିବାବେଳେ ଭାରତ ତୁଳନାରେ…

ନେତାଙ୍କୁ ମହଙ୍ଗା ପଡିଲା ଜନ୍ମଦିନ ପାଳିବା, ଲାଗିଗଲା ଜୋରିମାନା

ନୂଆଦିଲ୍ଲୀ: କରୋନାକୁ ନେଇ ସରକାର ଯେତେ କଟକଣା ଲାଗୁ କଲେ ବି ଲୋକମାନେ ଏହାକୁ ଫୁ’ କରି ଉଡାଇଦେଇଛନ୍ତି । ସେହପରି ମଧ୍ୟପ୍ରଦେଶର କଟନୀରେ ବିଜେପିର ଯୁବ ସଙ୍ଗଠନ ଭାରତୀୟ ଜନତା ମୋର୍ଚ୍ଚାର ଜଣେ ନେତାଙ୍କୁ ଜନ୍ମଦିନ…