Browsing Category

ଦେଶ

ଗୋ ମୂତ୍ର ସମ୍ପର୍କରେ ବିବାଦୀୟ ପୋଷ୍ଟ; ଫସିଲେ ସାମ୍ବାଦିକ

ଇମ୍ଫାଲ୍: ଗୋ ମୂତ୍ର ସମ୍ପର୍କରେ ବିବାଦୀୟ ମତ ଦେଇ ସୋଶାଲ୍ ମିଡିଆରେ ପୋଷ୍ଟ କରିବା ଜଣେ ସାମ୍ବାଦିକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି । ସମ୍ପୃକ୍ତ ସାମ୍ବାଦିକଙ୍କ ସମେତ ଜଣେ ସାମାଜିକ କର୍ମୀ ମଧ୍ୟ ଗିରଫ ହୋଇଛନ୍ତି ।…

ମୁମ୍ବାଇରେ ତଉକ୍ତେର ତାଣ୍ଡବ: ମହିଳାଙ୍କ ଉପରେ ପଡିଗଲା ଗଛ, ଆଉ ତାପରେ……

ମୁମ୍ବାଇ : ବାତ୍ୟା ତଉକ୍ତେ ପ୍ରଭାବରେ ମହାରାଷ୍ଟ୍ର ଏବଂ ଗୁଜୁରାଟରେ ବର୍ଷା ଜାରି ରହିଛି । ଏହି ଦୁଇ ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ରରେ ୬ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଥିସହିତ କିଛି ସ୍ଥାନରେ ଭୀଷଣ ବର୍ଷା କାରଣରୁ ଲୋକେ…

ତୃତୀୟ ଲହର ପୂର୍ବରୁ ହୋଇଯାଆନ୍ତୁ ସାବଧାନ! ଆପଣଙ୍କ ଛୁଆ କରୋନାରେ ଆକ୍ରାନ୍ତ ହୋଇଛି କି ନା ଜାଣିବେ କିପରି?

ନୂଆଦିଲ୍ଲୀ, ୧୮ା୫: ଦିନକୁ ଦିନ ଦେଶରେ କରୋନାର ଦ୍ୱିତୀୟ ଲହର ଘାତକ ହେବାରେ ଲାଗିଛି । ତେବେ ତୃତୀୟ ଲହର ଆସିବା ପୂର୍ବରୁ ଅନେକ ଶିଶୁ ଏଥିରେ ସଂକ୍ରମିତ ହେଉଥିବାର ଦେଖାଗଲାଣି । କର୍ଣ୍ଣାଟକରେ ଏହା ବହୁମାତ୍ରାରେ କାୟା…

ଶ୍ମଶାନରେ ୧୦ ଦିନରେ ୭୮୯ ଶବସତ୍କାର, ମୁଖ୍ୟ ସଚିବ କହିଲେ- କରୋନାରେ ମରିଛନ୍ତି ମାତ୍ର ୬ ଜଣ

ବକ୍ସର ୧୮ ।୦୫: ବିହାରର ବକ୍ସରରେ ଗଙ୍ଗା ନଦୀରେ ମିଳିଥିବା ମୃତଦେହକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିି । ରାଜ୍ୟରେ ବଢୁଥିବା କରୋନା ମାମଲା ଓ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ ନେଇ ହାଇକୋର୍ଟ ଲଗାତାର ସମୀକ୍ଷା…

ପିଏମ୍ କେୟାର ଫଣ୍ଡରୁ ମିଳୁଛି ଖରାପ ଭେଣ୍ଟିଲେଟର୍!

ମୁମ୍ବାଇ : କୋଭିଡ୍ ମହାମାରୀର ଦ୍ୱିତୀୟ ଲହରରେ ମହାରାଷ୍ଟ୍ରରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ କୋଭିଡ୍ ବେଡ୍ ଏବଂ ଭେଣ୍ଟିଲେଟର୍ ର ଘୋର ଅଭାବ ଦେଖା ଦେଇଛି । ଏହା ଭିତରେ ରାଜ୍ୟ…

ଆସନ୍ତା ଜୁନରେ ମିଳିବ ସ୍ଫୁଟନିକ୍-ଭି ଭ୍ୟାକ୍ସିନ୍: ଡୋଜ୍ ପିଛା ୧୨୫୦ ଟଙ୍କା

ହାଇଦ୍ରାବାଦ, ୧୮ା୫: ଦେଶରେ କୋ-ୱିନ୍ ପୋର୍ଟାଲ ମାଧ୍ୟମରେ ଚାଲିଥିବା କୋଭିଡ୍-୧୯ ଟିକାକରଣରେ ରୁଷିଆ ନିର୍ମିତ ଭ୍ୟାକ୍ସିନ ‘ସ୍ଫୁଟନିକ୍-ଭି’କୁ ସାମିଲ କରାଯିବ । ରୁଷିଆର କୋଭିଡ-୧୯ ଟିକା ପାଇଁ ଆପୋଲୋ ହସ୍ପିଟାଲ ସହିତ…

ହିନ୍ଦୀ ସମେତ ୧୪ ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ କୋ-ୱିନ୍ ପୋର୍ଟାଲ୍

ନୂଆଦିଲ୍ଲୀ : କୋଭିଡ୍ ଭ୍ୟାକସିନ୍ ପାଇଁ କେନ୍ଦ୍ର ସରକାର କୋ-ୱିନ୍ ପୋର୍ଟାଲ୍ ରେ ରେଜିଷ୍ଟ୍ରେସନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଏହି ପୋର୍ଟାଲ କେବଳ ଗୋଟିଏ ଭାଷାରେ ଉପଲବ୍ଧ ହେଉଥିବା ବେଳେ ଆଗକୁ ଏହା…

ଦାନା ବାନ୍ଧିଲାଣି ଆଉ ଏକ ବାତ୍ୟା: ଓଡିଶାରେ ପଡିପାରେ ଏହାର ପ୍ରଭାବ

ନୂଆଦିଲ୍ଲୀ : ସବୁଠାରୁ ଅଧିକ ବାତ୍ୟା ହେଉଥିବା ରାଜ୍ୟ ମାନଙ୍କ ମଧ୍ୟରେ ଓଡିଶା ଅନ୍ୟତମ । ପ୍ରତିବର୍ଷ ଓଡିଶାବାସୀ କୌଣସି ନା କୌଣସି ବାତ୍ୟାର ସମ୍ମୁଖୀନ ହୁଅନ୍ତି । ବଙ୍ଗୋପସାଗରରେ ପ୍ରତିବର୍ଷ ସୃଷ୍ଟି ହେଉଥିବା…

କଂଗ୍ରେସରେ ବଢିଲା ଦଳୀୟ କନ୍ଦଳ: ସିଧୁ ମାଗୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ପଦ, ମାନିବାକୁ ନାରାଜ କ୍ୟାପଟେନ୍ ଅମରିନ୍ଦର

ଚଣ୍ଡିଗଡ ୧୮ ।୦୫: ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଦଳୀୟ କନ୍ଦଳ ଆରମ୍ଭ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଧୁଙ୍କ ମଧ୍ୟରେ ଥିବା ମତଭେଦକୁ ଦୂର କରିବା…

କରୋନାରେ ପ୍ରାଣ ହରାଇଲେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲ୍ୟାନଙ୍କ ଭାଇ ଜିତେନ୍ଦ୍ର

ମୁଜାଫର ନଗର(ଉତ୍ତର ପ୍ରଦେଶ): କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲ୍ୟାନ୍ ଙ୍କ ସମ୍ପର୍କୀୟ ଭାଇ ଜିତେନ୍ଦ୍ର ବଲ୍ୟାନ୍ ଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ପରିବାର ଲୋକଙ୍କ ସୂଚନା ଅନୁସାରେ ଦିଲ୍ଲୀ ଏମ୍ସରେ ଜିତେନ୍ଦ୍ରଙ୍କୁ…