Browsing Category
ରାଜ୍ୟ
ଏଥର ୟୁ-ଟ୍ୟୁବରେ ପୂରା ରଥଯାତ୍ରାର ସିଧାପ୍ରସାରଣ
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଏବେବି କରୋନା ମହାମାରୀର ପ୍ରକୋପ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ୟୁ-ଟ୍ୟୁବ ଜରିଆରେ ପୁରୀ ରଥଯାତ୍ରାର ସିଧାପ୍ରସାରଣ କରିବାକୁ ଯାଉଛନ୍ତି ସରକାର ।…
କରୋନା ସ୍ଥିତିରେ କେବେ ଆସିବ ସୁଧାର? ଜାଣନ୍ତୁ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଥମିବାରେ ନାଁ ନେଉନାହିଁ । କେବେ ଏହି କରୋନା ସ୍ଥିତିରେ ସୁଧାର ଆସିବ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି । ଏଭଳି…
ନବୀନଙ୍କ ସମର୍ଥନରେ ବାହାରିଲେ ବିଜୟନ୍
ଭୁବନେଶ୍ୱର, (ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଡେଲ ଟିକା ନୀତି ପ୍ରସ୍ତାବକୁ କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ସମର୍ଥନ କରିଛନ୍ତି । ଏହି ଅବସରରେ ଶ୍ରୀ ବିଜୟନ ନବୀନଙ୍କ ନିକଟକୁ ଏକ ଚିଠି…
ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁ ପିଟିପିଟି ନିଆଁରେ ପୋଡ଼ିଦେଲେ: ପରିବାରବର୍ଗଙ୍କୁ ହତ୍ୟା ଧମକ ସହ ବାହାରେ ବୁଲୁଛନ୍ତି ଅଭିଯୁକ୍ତ
ନିଶ୍ଚିନ୍ତକୋଇଲି, (ଓଡିଶା ଭାସ୍କର): ଜଣେ ବିବାହିତା ମହିଳା (ନୁର ଜାହାଁ)ଙ୍କୁ ତାଙ୍କୁ ଶାଶୂଘର ଲୋକେ ଯୌତୁକଜନିତ ନିର୍ଯାତନା ଦେଇ ଆସୁଥିଲେ । ଗତ ମାସ ୧୫ ତାରିଖରେ ସ୍ପଷ୍ଟ ଦିବାଲୋକରେ ଶାଶୂଘର ଲୋକେ ମହିଳାଙ୍କୁ…
ଅନଲାଇନରେ ବଢ଼ୁଛି ବାବୁଲାଙ୍କ ଦହିବରା ଚାହିଦା
କଟକ(ଓଡ଼ିଶା ଭାସ୍କର): କୋଭିଡ୍ ସଂକ୍ରମଣ କାରଣରୁ ବର୍ତ୍ତମାନ ରାଜ୍ୟରେ ଲକଡାଉନ୍ ଲାଗୁ କରାଯାଇଛି । ଏହି ସମୟରେ କ୍ଷୁଦ୍ର ବ୍ୟବସାୟୀ ମାନେ ଜୀବିକା ଠପ୍ ଥିବାରୁ ଖୁବ୍ ଅସୁବିଧାରରେ ଦିନ କାଟୁଛନ୍ତି । କ୍ଷୁଦ୍ର…
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଓଡିଶାରେ +୨ ପରୀକ୍ଷା ବାତିଲ
ଭୁବନେଶ୍ୱର (ଓଡିଶା ଭାସ୍କର): କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ରାଜ୍ୟରେ +୨ ପରୀକ୍ଷା ବାତିଲ ହୋଇଛି । +୨ ପରୀକ୍ଷାକୁ ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀକ୍ଷାଠାରୁ ଛାତ୍ରଛାତ୍ରୀଙ୍କ ଜୀବନ…
୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କେବେ ଦିଆଯିବ ୨ୟ ଡୋଜ୍ ଟିକା? ଜାଣନ୍ତୁ କ’ଣ କହିଲା ବିଏମସି
ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରିଛି ।…
ସ୍ୱତନ୍ତ୍ର ଡ୍ରାଇଭରେ ସାମ୍ବାଦିକ ମାନଙ୍କୁ ମିଳିବ ଟିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ଡ୍ରାଇଭ୍ ରେ ସାମ୍ବାଦିକମାନଙ୍କୁ ଦିଆଯିବ ଟିକା । ଏନେଇ ଆଜି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭୁବନେଶ୍ୱରରେ ସ୍ୱତନ୍ତ୍ର ଡ୍ରାଇଭ୍ ରେ ଟିକାକରଣ କରାଯିବ ବୋଲି ବିଏମସି…
ଆପଣ କରୋନା ରୋଗୀ ସଂସ୍ପର୍ଶରେ ଆସିଛନ୍ତି କି? ଲକ୍ଷଣ ଦେଖାଦେଉଛି ନା ନାହିଁ, ଜାଣନ୍ତୁ ଏହାପରେ କ’ଣ କରିବେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ପ୍ରଭାବରେ ଜନସାଧାରଣ ନାହିଁ ନଥିବା ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ତେବେ ବିଶେଷଜ୍ଞଙ୍କ ମତରେ, ଲୋକମାନେ କରୋନା ସଂକ୍ରମଣର ପ୍ରାଥମିକ ଷ୍ଟେଜରୁ…
ଜୀବନ ଆଉ ଜୀବିକାର ଦୋଛକିରେ ହଜିଗଲା ମାନବିକତା: ମାତ୍ର ୧୫ ମିନିଟ୍ ବିଳମ୍ବ ପାଇଁ ଜଣେ ବୃଦ୍ଧ ତରଭୁଜ ବିକାଳିଙ୍କୁ ବାଡ଼ିରେ ପିଟିବାକୁ ଅଧିକାର…
ଝାରସୁଗୁଡ଼ା, (ଓଡିଶା ଭାସ୍କର): କରୋନା ଆଜି ମଣିଷର ଜୀବନ ଆଉ ଜୀବିକା ଛଡ଼ାଇ ନେଇଛି । ତେବେ କରୋନା ପାଇଁ ମଣିଷ ଯେ ଏତେ ତଳକୁ ଖସିଯାଇପାରେ, ଅମାନବୀୟ କାର୍ଯ୍ୟ କରିପାରେ, ତାହା ହୁଏତ କେହି କଳ୍ପନା ସୁଦ୍ଧା କରିନଥିବେ ।…