Browsing Category
ରାଜ୍ୟ
ଟିଭି ଚାନେଲ୍ ବିରୋଧରେ ଆନ୍ଧ୍ର ପୋଲିସର କାର୍ଯ୍ୟାନୁଷ୍ଠାନକୁ ଭତ୍ସର୍ନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନିଉଜ୍ ଚ୍ୟାନେଲ୍ ପ୍ରତି ଆନ୍ଧ୍ର ପ୍ରଦେଶ ପୋଲିସ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସୋମବାର ସୁପ୍ରିମ୍ କୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ…
ଛୋଟ ଛୁଆର ଯତ୍ନ ନେଉଛି ବିଲେଇ, ଦେଖନ୍ତୁ ଭିଡିଓ
ଓଡ଼ିଶା ଭାସ୍କର ବ୍ୟୁରୋ: ଖାଲି ମଣିଷ ମାନେ ନୁହନ୍ତି ବରଂ ପଶୁ ମାନେ ମଧ୍ୟ ଖୁବ୍ ଦାୟିତ୍ୱବାନ୍ । କେଉଁ ସମୟରେ କଣ କରିବା ଦରକାର ବା କଣ ଠିକ୍, ସେମାନେ ଖୁବ୍ ଭଲ ଭାବରେ ବୁଝି ପାରନ୍ତି । ଆଉ ଯଦି କେତେବେଳେ ସେହିଭଳି…
ସତରେ କ’ଣ କରୋନା ଏତେ ନିଷ୍ଠୁର? ଚାରି ଦିନରେ ଗୋଟିଏ ପରିବାରର ଗଡ଼ିଲାଣି ଚାରିଟି ମୁଣ୍ଡ, ପଞ୍ଚମ ଜଣଙ୍କ ହସ୍ପିଟାଲର ବେଡରେ ମୃତ୍ୟୁ ସହ…
ଓଡ଼ାପଡ଼ା: କରୋନା ଯେ କେତେ ଭୟଙ୍କର ହୋଇପାରେ, ତାହାର ଜ୍ୱଳନ୍ତ ନିଦର୍ଶନ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକରେ । ଗୋଟିଏ ପରିବାରର ପିତା ପଞ୍ଚାନନ ଲେଙ୍କା (୭୫) ଏବଂ ତିନି ପୁଅ ନିରଞ୍ଜନ (୫୦),…
ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ସହ୍ୟ କରି ନପାରି ବେଡସିଟ୍ ଲଗାଇ ଆତ୍ମହତ୍ୟା କଲା ସ୍ତ୍ରୀ
ରାଜକନିକା(ଓଡ଼ିଶା ଭାସ୍କର): ସଡକ ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ ହୋଇଥିବା ଖବର ଶୁଣି ଆତ୍ମହତ୍ୟା କଲା ସ୍ତ୍ରୀ । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା ରାଜକନିକା ଚେରଣ୍ଟପଡା ଗାଁରେ । ସୂଚନା ଯେ, ଉକ୍ତ ଗାଁର…
ସୋନୁ ସୁଦଙ୍କୁ ସାହାଯ୍ୟ ଯୋଗାଇଲେ ଦୁଇ ଶିଶୁକନ୍ୟା, ଜାଣନ୍ତୁ କଣ କହିଲେ ଅଭିନେତା…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକଟ ଆରମ୍ଭ କାଳରୁ ବଲିଉଡ୍ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି । ସାହାଯ୍ୟ ମାଗୁଥିବା କୌଣସି ଲୋକଙ୍କ ସେ ନିରାଶ କରିନାହାନ୍ତି ।…
ପ୍ରଥମ ଡୋଜ୍ ଭ୍ୟାକ୍ସିନ୍ ନେବା ପରେ ଘୋଳାବିନ୍ଧା, ଗଣ୍ଠି ଯନ୍ତ୍ରଣା, ମାଂସପେଶୀରେ ପୀଡ଼ା, ମୁଣ୍ଡ ବୁଲାଇବା, ଜ୍ୱର ଆସିବା ଆଦି ଲକ୍ଷଣ…
ଭୁବନେଶ୍ୱର, (ଓଡିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଦୋଛକିରେ ରହିଛି । ନା କମୁଛି, ନା ବଢ଼ୁଛି । କେତେବେଳେ ଦୁଇଦିନ ପାଇଁ ବଢ଼ିଯାଉଛି ତ ଆଉ କେତେବେଳେ ଦୁଇଦିନ ପାଇଁ କମି ଯାଉଛି । ତେବେ ରାଜ୍ୟରେ…
ଗଡ଼କରୀଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା ଅଶୋକ ଚୌହ୍ୱାନ, କହିଲେ…
ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ବିଜେପିର ଅନେକ ନେତୃବୃନ୍ଦ ସେମାନଙ୍କ କାର୍ଯ୍ୟଶୈଳୀକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏପରିକି ବେଳେବେଳେ ବିରୋଧୀ ଦଳ ନେତାମାନେ ମଧ୍ୟ ସେମାନଙ୍କୁ ପ୍ରଶଂସା କରିବାକୁ…
ପଶ୍ଚିମ ଓଡ଼ିଶାର ଜଣାଶୁଣା କମେଡିଆନ୍ ମିଷ୍ଟର ଡୋଲୁଙ୍କର ବିଦ୍ୟୁତ୍ ଆଘାତରେ ପରଲୋକ
ସମ୍ବଲପୁର(ଓଡ଼ିଶା ଭାସ୍କର): ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଲେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଭାଷାର ଜଣାଶୁଣା କମେଡିଆନ୍ ମିଷ୍ଟର ଡୋଲୁ । ରବିବାର ରାତିରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଅନେକ ପ୍ରକାରର ମଜାଳିଆ କମେଡି…
‘ମୁଁ ମନ୍ତ୍ରୀଙ୍କ ପୁଅ, ମୋତେ ବାଟ ଛାଡ଼, ନଚେତ୍ ଗୋଟିଏ ଫୋନ୍ କଲରେ…କରିଦେବି’, ଫାୟାରଷ୍ଟେସନ ଛକରେ ଯୁବକଙ୍କ ହାଇଭୋଲଟେଜ୍ ଡ୍ରାମା
ଭୁବନେଶ୍ୱର, (ଓଡିଶା ଭାସ୍କର): ଗତକାଲି ସପ୍ତାହାନ୍ତ ସଟଡାଉନ୍ ଥିବାରୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚେକିଂ କରାଯାଉଥିଲା । ଫାୟାର ଷ୍ଟେସନଠାରେ ଚେକିଂ କରାଯାଉଥିବା ସମୟରେ ଜୀବନ ଜ୍ୟୋତି…
ଲକଡାଉନ୍ ସମୟରେ ବିଚ୍ ରାସ୍ତାରେ ମହିଳାଙ୍କ ବେକ କାଟି ଲୁଟ୍ ଉଦ୍ୟମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଲକଡାଉନ୍ ସମୟରେ ରାଜ୍ କରୁଛନ୍ତି ଲୁଟେରା । ଆଜି ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି ରୋଡରେ ଜଣେ ଲୁଟେରା ଆସି ମହିଳାଙ୍କ ଉପରେ ଛୁରୀରେ ଆକ୍ରମଣ କରି ଲୁଟ୍ କରିବାକୁ ଉଦ୍ୟମ କରିଛି…