Browsing Category

Breaking News

ରାଜଧାନୀ ଏକ୍ସପ୍ରେସ୍‍ ତେଜସ୍‍ ରାକକୁ ଆଜି ଉଦ୍‍ଘାଟନ କରିବେ ରେଳମନ୍ତ୍ରୀ

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୂର୍ବାହ୍ନ ୧୦ଟା ୪୫ରେ ତେଜସ୍‍ ରାକ୍‍ଯୁକ୍ତ ରାଜଧାନୀ ଏକ୍ସପ୍ରେସ୍‍କୁ ଉଦ୍‍ଘାଟନ କରିବେ । ସେହିପରି ଅପରାହ୍ଣ…

‘ହର ଘର ତ୍ରିରଙ୍ଗା’ରୁ ୬୦୦ କୋଟି ବ୍ୟବସାୟ ହେବାର ଆଶା: ୧୦ ଲକ୍ଷ ଲୋକଙ୍କୁ ମିଳିଲା ରୋଜଗାର

ନୂଆଦିଲ୍ଲୀ: କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ‘ହର ଘର ତ୍ରିରଙ୍ଗା’ ଅଭିଆନ୍ ପାଳନ କରିବାକୁ ବ୍ୟାପକ ଉଦ୍ୟମ କରୁଛି । ଏହି ଅଭିଯାନ ଯୋଗୁଁ ସମଗ୍ର ଦେଶରେ ପ୍ରାୟ ୩୫…

ଆପଣ ବାଲକୋନୀ କିମ୍ବା ଛାତରେ ଉଡାଇ ପାରିବେ କି ତ୍ରିରଙ୍ଗା? ୧୫ ଅଗଷ୍ଟ ପୂର୍ବରୁ ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ: ଗୋଟେ ଦିନ ପରେ ସାରା ଭାରତବର୍ଷ ସ୍ୱାଧୀନତା ଦିବସ ପାଳନ କରିବ। ଏହି ସମୟ ମଧ୍ୟରେ ଆପଣ ସବୁ ସ୍ଥାନରେ ତ୍ରିରଙ୍ଗା ଉଡିବାର ଦେଖିବେ। କିନ୍ତୁ ଆପଣ ଜାଣିଛ କି ତ୍ରିରଙ୍ଗା ଉତ୍ତୋଳନ କରିବାର ନିୟମ କ’ଣ? ଆପଣ…

ଏହି ରାଜ୍ୟରେ ଆଜି ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ, ଜାଣନ୍ତୁ ଏହାର କାରଣ କ’ଣ?

ନୂଆଦିଲ୍ଲୀ: ବର୍ଷାର ବିପଦ ଥମିବାର ନାମ ନେଉନାହିଁ । ଏବେ ମଧ୍ୟ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ଏହି କାରଣରୁ ସେଠାରେ ଥିବା ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ଏହି…

ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ୍ କର୍ମୀ

ନିଆଳି : କଣ୍ଟାପଡା ବ୍ଲକ୍ ନାହାଳପୁର ପଞ୍ଚାୟତରେ ଗତପଞ୍ଚାୟତ ନିର୍ବାଚନରେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ଯୋଗୁଁ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ôଥତ ସରପଞ୍ଚଙ୍କ ପରାଜୟ ହାଇଥିଲା । ଅସନ୍ତୁଷ୍ଟ ବିଜେଡି…

ଓଡ଼ିଶାକୁ ପ୍ରବେଶ କରିଛି ଜଳୀୟବାଷ୍ପପୂର୍ଣ୍ଣ ବାୟୁ : ୫ଦିନ ଯାଏଁ ବର୍ଷିବ ବୋଲି ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ରାଜ୍ୟରେ ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି । ମୌସୁମୀ ଜନିତ ନିମ୍ନ ଚାପରେଖାର ପଶ୍ଚିମ ଭାଗ ହିମାଳୟ ପାଦଦେଶ ଯାଏଁ ଲମ୍ବିଥିବା ବେଳେ ଏହାର ପୂର୍ବ ଭାଗ ମଣିପୁର ଯାଏଁ ଲମ୍ବିଛି ।…

ଗତ ପାଞ୍ଚ ବର୍ଷରେ ଦେଶ ଛାଡ଼ିଛନ୍ତି ୮ ଲକ୍ଷରୁ ଅଧିକ ଭାରତୀୟ: ନିଜ ଦେଶର ନାଗରିକତା ଛାଡ଼ିବା ପଛର କାରଣ କ’ଣ

ନୂଆଦିଲ୍ଲୀ: ଗତ ୨୦୧୮ ମସିହା ଜାନୁଆୀର ମାସରୁ ୨୦୨୩ ମସିହା ଜୁନ୍ ମାସ ୫ ବର୍ଷ ମଧ୍ୟରେ ପାଖାପାଖି ୮.୪୦ ଲକ୍ଷ ଭାରତୀୟ ନିଜର ନାଗରିକତା ପରିତ୍ୟାଗ କରି ଅନ୍ୟ ଦେଶର ରାଷ୍ଟ୍ରିୟତା ଗ୍ରହଣ କରିଥିଲେ । ଚଳିତ ବର୍ଷର ପ୍ରଥମ…

ୟୁପିଆଇରେ ଦିନକୁ ନିର୍ଦ୍ଦିଷ୍ଟ ଏତିକି ଟଙ୍କା ହିଁ ଆପଣ କାହାକୁ ପଠାଇ ପାରିବେ…

ଓଡିଶା ଭାସ୍କର; ଧୀରେ ଧୀରେ ୟୁପିଆଇର ଚାହିଦା ଅନେକ ମାତ୍ରାରେ ବଢ଼ିବାରେ ଲାଗିଛି । ୟୁପିଆଇ ବା ଅନଲାଇନ ପେମେଣ୍ଟ ହେବା ଦିନଠାରୁ ଆମ ଜୀବନଶୈଳୀ ବି ବେଶ୍ ସହଜ ହୋଇଯାଇଛି। କାହାକୁ ଟଙ୍କା ପଠାଇବାର ଥିଲେ ଲୋକେ ଘରେ…

ଚେହେରାରେ ବୁଲୁଛି ଅଦ୍ଭୁତ କୀଟ: Sex କରୁଛି, ଖାଇ ଦେଉଛି ତ୍ୱଚା- ରିପୋର୍ଟରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ଆମେମାନେ ସୁନ୍ଦର ଦେଖାଯିବା ପାଇଁ ଆମର ମୁହଁର ଯତ୍ନ ନେଇଥାଉ । ଅନେକ ପୁଅ, ଝିଅମାନେ ଚେହେରାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀର ବ୍ୟବହାର କରିଥାନ୍ତି । ତେବେ ଆପଣମାନେ ଜାଣନ୍ତି କି,…

Twitterରୁ ଆପଣ ରୋଜଗାର କରୁଛନ୍ତି କି: ଏଣିକି ଦେବାକୁ ପଡ଼ିବ ୧୮ ପ୍ରତିଶତ GST

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଇନଫ୍ଲୁଏନ୍ସର ବା କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଯଦି ଆପଣ ଟ୍ୱିଟରରୁ ଅର୍ଥ ରୋଜଗାର କରୁଛନ୍ତି ତେବେ ଏଣିକି ଆପଣଙ୍କୁ ଦ୍ରବ୍ୟ ଓ ସେବା କର (ଜିଏସଟି)…