Browsing Category

Breaking News

ଏବେ ମାଲାମାଲ ହେବ ବିହାର, ରାଜ୍ୟର ଦୁଇ ସହରରେ ଜମି ତଳୁ ବାହାରୁଛି ସୁନା

ନୂଆଦିଲ୍ଲୀ:ବିହାରକୁ ଏକ ଗରିବ ରାଜ୍ୟ କୁହାଯାଏ । କିନ୍ତୁ ଲୋକଙ୍କ ଏହି ଧାରଣ ଖୁବ୍ ଶୀଘ୍ର ଭୁଲ୍ ସାବ୍ୟସ୍ତ ହେବାକୁ ଯାଉଛି । କାରଣ ଏବେ ମାଲାମାଲ ହେବ ବିହାର । କାରଣ ଏଠିକାର ଦୁଇ ସହରରେ ଜମି ତଳୁ ସୁନା ବାହାରିବାରେ…

ଶ୍ରୀମନ୍ଦିରରେ ଘଟିଗଲା ବିରାଟ ଅଘଟଣ: ୩ ଆହତ, ୨ ଜଣ ଗୁରୁତର

ପୁରୀ: ଶ୍ରୀମନ୍ଦିର ପରିସରରେ ଘଟିଯାଇଛି ଏକ ବିରାଟ ବଡ ଅଘଟଣ । ଭୋଗ ମଣ୍ଡପରେ ଡାଲିହାଣ୍ଡି ଭାଙ୍ଗିବା ବେଳେ କିଛି ଲୋକ ଆହତ ହୋଇଥିବା ଜାଣିବାକୁ ମିଳିଛି । ଘଟଣାସ୍ଥଳରେ ୩ ଜଣ ଆହତ ହୋଇଥିବା ବେଳେ ୨ ଜଣ ବ୍ୟକ୍ତି…

SBI ଗ୍ରାହକଙ୍କ ପାଇଁ ବଡ଼ ସୂଚନା ; ଜୁନ୍ ୩୦ ରୁ ବଦଳିବ ନିୟମ, ଗ୍ରାହକଙ୍କୁ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ : ଏସବିଆଇରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣ ଏସବିଆଇବ୍ୟାଙ୍କରେ ଏକ ଆକାଉଣ୍ଟ ରହିଛି, ତେବେ ଜୁନ୍ ୩୦ ତାରିଖ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜୁନ୍ ୩୦…

SHG ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବେ ସରକାର: ବିଭିନ୍ନ ଉପାୟରେ ମିଳିବ ସହାୟତା

ଭୁବନେଶ୍ୱର: ଓଡିଶାରେ ମହିଳାଙ୍କ ବିକାଶ ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ବିଶେଷ କରି ଏସଏଚଜି ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ଏସଏଚଜି ମହିଳାଙ୍କ…

ସିିଦ୍ଧରମୈୟା ସରକାରଙ୍କ କ୍ୟାବିନେଟରେ ସାମିଲ ହେଲେ ୨୪ ନୂଆ ମନ୍ତ୍ରୀ, ସନ୍ଧ୍ୟାରେ ବିଭାଗ ବଣ୍ଟନ

ବେଙ୍ଗାଲୁର:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିିଦ୍ଧରମୈୟାଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠିତ ହେବାର ଏକ ସପ୍ତାହ ପରେ ଆଜି ୨୪ ଜଣ ବିଧାୟକଙ୍କୁ ମନ୍ତ୍ରୀ ରୂପରେ ଶପଥ ଦିଆଯାଇଛି । ରାଜ୍ୟପାଳ ଥାବରଚନ୍ଦ ଗେହଲୋଟ ସମସ୍ତ…

ମଧ୍ୟାହ୍ନ ଭୋଜନରେ ବାହାରିଲା ମୃତ ସାପ, ଖାଦ୍ୟ ଖାଇଥିଲେ ୧୫୦ରୁ ଅଧିକ ପିଲା

ପାଟଣା: ବିହାରର ଆରାରିଆ ଜିଲ୍ଲାରେ ପିଲାମାନଙ୍କ ମଧ୍ୟାହ୍ନ ଭୋଜନରେ ସାପ ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। କୁହାଯାଉଛି ଯେ, ୧୫୦ ରୁ ଅଧିକ ପିଲା ଏହି ଖାଦ୍ୟ ଖାଇଛନ୍ତି। ଏହି ମାମଲା ଜୋଗବାନୀ ମ୍ୟୁନିସିପାଲିଟି…

ଦୁନିଆକୁ ଆସିଲା ଆଉ ଏକ ବିପଦ! ଏବେ Powassan Virus ହେଉଛି ଘାତକ, ଟିଙ୍କ କାମୁଡ଼ିବାରୁ ବ୍ୟକ୍ତି ମୃତ , ଜାଣନ୍ତୁ ଲକ୍ଷଣ ଓ ବର୍ତ୍ତିବାର ଉପାୟ

ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ ପ୍ରକାରର ଭାଇରସ୍ ସାମ୍ନାକୁ ଆସୁଛି , ଯାହା ମଣିଷ ପାଇଁ ଅତ୍ୟନ୍ତ ବିପଦଜନକ । କେତେକ ଭାଇରସ ପାଇଁ ବୈଜ୍ଞାନିକ ଏବଂ ଡାକ୍ତରଙ୍କ ପାଖରେ ଉପଶମ ଥିବାବେଳେ କେତେକ ଭାଇରସରୁ ହେଉଥିବା ରୋଗର…

India Startup Layoffs: ଭାରତୀୟ ଷ୍ଟାର୍ଟଅପରେ ଚାକିରୀ ହରାଇଲେଣି ୨୭ ହଜାର କର୍ମଚାରୀ, ଜାଣନ୍ତୁ ଚଳିତ ବର୍ଷ ହେଲାଣି କେତେ ଛଟେଇ

ନୂଆଦିଲ୍ଲୀ: ବିଭିନ୍ନ ପ୍ରତିକୂଳ ପରିସ୍ଥିତି କାରଣରୁ ଗତ ଏକ ବର୍ଷ ହେବ ବିଶ୍ୱର ଅନେକ ଦେଶରେ ଛଟେଇ ଜାରି ରହିଛି। ଏହାର ପ୍ରଭାବରେ ପ୍ରାତୟଃ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି। ତେବେ ଷ୍ଟାର୍ଟଅପ ଏଥିରେ କିଛି ଅଧିକ…

Menstrual hygieneରେ କେରଳ ନଂ ୱାନ ରାଜ୍ୟ, ସାନିଟାରୀ ନାପକିନ୍ ମୁକ୍ତ ହେଲା ଦୁଇଟି ଗାଁ

ନୂଆଦିଲ୍ଲୀ: ଆଜିର ସମୟରେ କେରଳ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା ରାଜ୍ୟ ରୂପେ ଜଣାଶୁଣା । ମହିଳାଙ୍କ ଋତୁସ୍ରାବ ସ୍ୱଚ୍ଛତା ପାଇଁ କେରଳ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଯେପରିକି ଉଚ୍ଚ ଶିକ୍ଷା ବିଭାଗ…