Browsing Category

Breaking News

‘ମୋ ସ୍କୁଲ୍ ଅଭିଯାନ’ର ୪୦ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୫୨୯ କୋଟି ୫୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟଗୁଡିକୁ ୨୦୨୩ ଡିସେମ୍ବର ସୁଦ୍ଧା ୫ ଟିରେ ରୂପାନ୍ତରିତ କରିବାକୁ ନିଷ୍ପତି ନେଇଛନ୍ତି । ବିଦ୍ୟାଳୟ ଶିକ୍ଷା ସଚିବ ଅଶ୍ୱଥି ଏସ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

ଅବିଶ୍ୱସନୀୟ ଘଟଣା: ୮ ବର୍ଷର ବାଳକ ବରଫ ଖାଇ ଦୁଇ ଦିନ ଧରି କେମିତି ବଞ୍ଚିଲା

ନୂଆଦିଲ୍ଲୀ: ଏ ଦୁନିଆରେ ଅନେକ ସମୟରେ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ ଯେ ତାହାକୁ କେହି ସହଜରେ ବିଶ୍ୱାସ କରନ୍ତି ନାହିଁ । ତେବେ ଏହା ମଧ୍ୟରେ ଏପରି ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ୮ ବର୍ଷର ଗୋଟିଏ ବାଳକ ଦୁଇ…

ଦେଶରେ ଗୋଟିକ ପରେ ଗୋଟିଏ ଚିତା କାହିଁକି ମରୁଛନ୍ତି: ଭାରତ-ଦକ୍ଷିଣ ଆଫ୍ରିକାର ସ୍ଥିତି ଅଲଗା, ନାମିବିଆର ବୈଜ୍ଞାନିକ ଦେଲେ ରିପୋର୍ଟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଗତ ୯ ତାରିଖରେ ପୁଣି ଏକ ମାଈ ଚିତା ‘ଦକ୍ଷା’ ମୃତ୍ୟୁବରଣ କରିଛି । ଏହାପୂର୍ବରୁ ଗତ ଏପ୍ରିଲ ମାସ ୨୩ ତାରିଖରେ ୬ ବର୍ଷୀୟ ‘ଉଦୟ ମୃତ୍ୟୁ କରିଥିବା ବେଳେ ମାର୍ଚ୍ଚ ମାସ…

World Boxing Championship: ଇତିହାସ ରଚିଲେ ଭାରତୀୟ ବକ୍ସର, ପଦକ ନିଶ୍ଚିତ କଲେ ଦୀପକ ଭୋରିଆ, ମହମ୍ମଦ ହୁସାମୁଦ୍ଦିନ ଏବଂ ନିଶାନ୍ତ ଦେବ

ନୂଆଦିଲ୍ଲୀ: ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ମୁଷ୍ଟି ଯୋଦ୍ଧାମାନେ ତିନି ପଦକ ନିଶ୍ଚିତ କରିଛନ୍ତି। ବକ୍ସର ଦୀପକ ଭୋରିଆ (୫୧ କିଲୋଗ୍ରାମ), ମହମ୍ମଦ ହାସାମୁଦ୍ଦିନ (୫୭ କିଲୋଗ୍ରାମ) ଏବଂ ନିଶାନ୍ତ ଦେବ (୭୧…

କର୍ଣ୍ଣାଟକର ଫଳାଫଳ ବଦଳାଇବ ଦେଶର ରାଜନୀତି: ବିଜେପି ହାରିଲେ କ’ଣ ହେବ, କଂଗ୍ରେସ ହାରିଲେ କ’ଣ ହେବ

ନୂଆଦିଲ୍ଲୀ: ଆଜି ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ ସମାପ୍ତ ହୋଇଛି । ଆସନ୍ତା ୧୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ଏହା ପୂର୍ବରୁ ଆସିଛି ଏକଜିଟ୍ ପୋଲ ସର୍ଭେ ରିପୋର୍ଟ ।…

ଆର୍ଜେଣ୍ଟିନା ସରକାରଙ୍କ ଉପରେ ବଡ଼ ଅଭିଯୋଗ ଲଗାଇଲେ ପୋପ୍ ଫ୍ରାନ୍ସିସ୍, କହିଲେ- ‘ମୋ ମୁଣ୍ଡ କାଟିବାର ଯୋଜନା ଥିଲା’

ନୂଆଦିଲ୍ଲୀ: ପୋପ୍ ଫ୍ରାନ୍ସିସ୍ ଆର୍ଜେଣ୍ଟିନା ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ଯାହାକୁ ଶୁଣି ଲୋଲକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ପୋପ୍ ଫ୍ରାନ୍ସିସ୍ ଏକ ଚାଞ୍ଚଲ୍ୟକର ବୟାନରେ କହିଛନ୍ତି ଯେ, କିଛି…

ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ, ୧୮ ଜଣ ଆହତ

ନୂଆଦିଲ୍ଲୀ: ଦିନକୁ ଦିନକୁ ରାସ୍ତାଘାଟରେ ଦୁର୍ଘଟଣା ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟି କିଛି ଲୋକ ଅକାଳରେ ମୃତ୍ୟୁବରଣ କରୁଥିବା ବେଳେ ଆଉ କିଛି ଆହତ ହେଉଛନ୍ତି । ତେବେ ଏହା…

ଇତିହାସରେ ପ୍ରଥମ ଘଟଣା: ଜନ୍ମନେଲା ବିଶ୍ୱର ପ୍ରଥମ Super Baby, ଶିଶୁକୁ କୌଣସି ପ୍ରକାରର ଜେନେଟିକ୍ ବୀମାରୀ ଛୁଇଁ ପାରିବ ନାହିଁ

ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ଅଗ୍ରଗତି କରିବା ସହିତ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ହାସଲ କରିବାରେ ସଫଳ ହେଉଛନ୍ତି । ତେବେ ଏହା ମଧ୍ୟରେ ମେଡିକାଲ ସାଇନ୍ସ ଏକ ବଡ଼ ସଫଳତା ହାସଲ କରିଛି । ଇତିହାସରେ ପ୍ରଥମ ଥର…

SSC CHSL ୨୦୨୩: ବମ୍ପର ନିଯୁକ୍ତି ସୁଯୋଗ, ୧୬୦୦ ପଦବୀ ପାଇଁ ଏହି ତାରିଖ ପୂର୍ବରୁ କରନ୍ତୁ ଆବେଦନ

ସରକାରୀ ଚାକିରୀ ଆଶାୟୀ ମାନଙ୍କ ପାଇଁ ଖୁସିର ଖବର। କର୍ମଚାରୀ ଚୟନ ଆୟୋଗ SSC CHSL ପରୀକ୍ଷା ୨୦୨୩ ର ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁମାନେ ଏହି ଅଧୀନରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନେ…

ଦୁଃଖ ଖବର: CPI ନେତା ରାମଚନ୍ଦ୍ରଙ୍କ ମୃତ୍ୟୁ, ମହୁମାଛି ଆକ୍ରମଣ ପାଇଁ ଜୀବନ ଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହୁମାଛି ଆକ୍ରମଣ କରିବା ଏକ ସାଧାରଣ କଥା ନୁହେଁ । ଅନେକ ସମୟରେ କିଛି ଲୋକ ଏହି ଘଟଣାକୁ ଅତି ସାଧାରଣ ଭାବେ ଗ୍ରହଣ କରିଥାନ୍ତି । ତେବେ ଆଜି ରାଜ୍ୟର ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର…