Browsing Category
Breaking News
ତୁର୍କୀ ଭୂକମ୍ପ: ତୁର୍କୀର କ୍ଷତ ଉପରେ ଲୁଣ ଛିଟିକା, ଅନେକ ସହରରେ ଭୂକମ୍ପ ପୀଡିତଙ୍କଠାରୁ ଲୁଟ୍ ଏବଂ ଠକାମି ଅଭିଯୋଗ, ୪୮ ଗିରଫ
ନୂଆଦିଲ୍ଲୀ: ପ୍ରଳୟକାରୀ ଭୁକମ୍ପରେ ଛାରକାର ହୋଇଯାଇଥିବା ତୁର୍କିରୁ ଆସିଛି ନିନ୍ଦନୀୟ ଖବର। ଭୁମୁକମ୍ପରେ ପିଡ଼ିତ ଅନେକ ସହରରେ ଲୋକଙ୍କୁ ନିଜ ଲୋକେ ଏବେ ଲୁଟ୍, ଠକାମି କରିଥିବା ଖବର ଆସିଛି। ନକଲି କଲ୍ କରି ଭୂକମ୍ପରେ…
Digital Locker କ’ଣ? ଏଥିରେ କିପରି ତିଆରି କରିପାରିବା ଆକାଉଣ୍ଟ ଏବଂ ଏହାର ଫାଇଦା କ’ଣ, ଜାଣନ୍ତୁ
ନୂଆଦିଲ୍ଲୀ: ପ୍ରତ୍ୟେକ କାର୍ଯ୍ୟରେ ଡକ୍ୟୁମେଣ୍ଟ୍ ଆବଶ୍ୟକ। ଏହି ଡକ୍ୟୁମେଣ୍ଟଗୁଡିକ ରଖିବା ଏକ ଅସୁବିଧାଜନକ କାର୍ଯ୍ୟ। ଯଦି ଡକ୍ୟୁମେଣ୍ଟଗୁଡିକ କୌଣସି ସ୍ଥାନରେ ହଜିଯାଏ ତେବେ ସମସ୍ୟା ବଢିପାରେ। କିନ୍ତୁ ଏବେ ଆପଣଙ୍କ…
ପଞ୍ଚମ ଥର କ୍ଲବ୍ ବିଶ୍ୱକପ ଚାମ୍ପିୟନ ହେଲା ରିଅଲ ମାଡ୍ରିଡ, ୫-୩ ଗୋଲ୍ରେ ଅଲ ହିଲାଲ ପରାସ୍ତ
ନୁଆଦିଲ୍ଲୀ: କ୍ଲବ୍ ବିଶ୍ୱକପ ଇତିହାସରେ ପଞ୍ଚମ ଥର ପାଇଁ ରିଅଲ ମାଡ୍ରିଡ ବିଶ୍ୱ ଚାମ୍ପିୟନ ହୋଇଛି। ମରକ୍କୋରେ ଖେଳାଯାଇଥିବା ଏହି ମୁକାବିଲାରେ ମାଡ୍ରିଡ୍ ଦଳ ସାଉଦି ଆରବର ଅଲ ହିଲାଲକୁ ୫-୩ ଗୋଲ୍ରେ ପରାସ୍ତ କରି ଆଉ…
ବଦଳିଲେ ରାଜ୍ୟପାଳ, ମିଳିଲା ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ,ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ନୂଆଦିଲ୍ଲୀ:ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଥିବା ସୂଚନା ମିଳିଛି । ତେବେ ଏହି ରାଜ୍ୟ ମଧ୍ୟରେ ସିକିମ, ମହାରାଷ୍ଟ୍ର, ଅରୁଣାଚଳପ୍ରଦେଶ, ଝାଡଖଣ୍ଡ, ଆସାମ ଏବଂ ହିମାଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ, ଲଦାଖ,ମେଘାଳୟ,…
ବଢୁଛି ବୟସ କମୁନି ଉତ୍ସାହ: ୯୦ଘଣ୍ଟାରେ ୧୦ଟି ସାଧାରଣ ସଭା ୧୦,୮୦୦ କିଲୋମିଟର ଯାତ୍ରା, ପୁଣି ପୁରୁଣା ଶୈଳୀରେ ପ୍ରଧାନମନ୍ତ୍ରୀ ମୋଦୀ
ନୁଆଦିଲ୍ଲୀ: କେନ୍ଦ୍ର ନରେନ୍ଦ୍ର ମୋଦୀ ସରକାରକୁ ଆସିବାର ୮ ବର୍ଷ ବିତି ସାରିଲାଣି। ଏହାରି ମଧ୍ୟରେ ଗୋଟିଏ ଲୋକସଭା ନିର୍ବାଚନ ସହିତ ଅନେକ ବିଧାନ ନିର୍ବାଚନ ମଧ୍ୟ ଯାଇଛି। ତେବେ ପ୍ରତ୍ୟେକ ନିର୍ବାଚନରେ ବିଜେପି ତାରକା…
(video)ରୋମଟାଙ୍କୁରା ଦୃଶ୍ୟ, ଦୀର୍ଘ ୧୨୮ ଘଣ୍ଟା ପରେ ଭୂକମ୍ପର ଅଳିଆରୁ ଉଦ୍ଧାର ହେଲା ୨ ମାସର ଶିଶୁ
ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହେଇଥିବା ଏକ ବଡ଼ ଧରଣର ଭୂକମ୍ପ ପରେ ପ୍ରାୟ ୨୮,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି, ୬,୦୦୦ କୋଠା ଭୁଶୁଡି ପଡିଛି ଏବଂ ଶହ ଶହ ଲୋକ ଏଯାଏଁ ଆବର୍ଜନା ତଳେ ଫସି ରହିଛନ୍ତି। କିନ୍ତୁ ଏହି…
ପ୍ରକାଶ ପାଇଲା ୟୁଜିସି ନେଟ ପରୀକ୍ଷା କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଦିନ ହେବ ଆପଣଙ୍କ ପରୀକ୍ଷା ?
ନୂଆଦିଲ୍ଲୀ: ୟୁଜିନି ନେଟ୍ ଡିସେମ୍ବର ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ପ୍ରକାଶ କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) । ଏହି କାର୍ଯ୍ୟସୂଚୀ ୟୁଜିସିର ଅଫିସିଆଲ୍ ୱେବସାଇଟ୍ ugcnet.nta.nic.in ଓ nta.ac.inରେ…
ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ବୋମାକୁ ଡିଫ୍ୟୁଜ୍ କରିବା ପୂର୍ବରୁ ବିସ୍ଫୋରଣ, ଦେଖନ୍ତୁ Video
ଲଣ୍ଡନ: ଇଂଲଣ୍ଡର ଗ୍ରେଟ୍ ୟାରମାଉଥରେ ଶୁକ୍ରବାର ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ବୋମାକୁ ଡିଫ୍ୟୁଜ୍ କରାଯିବା ପୂର୍ବରୁ ତାହା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପାଖାପାଖି ୨୪ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା…
ସାବଧାନ! କାଗଜ କପରେ କିମ୍ବା ପ୍ଲାଷ୍ଟିକ କପ୍ ରେ ଚାହା ପିଉଛନ୍ତି କି ? ଯାଇପାରେ ଆପଣଙ୍କ ଦୃଷ୍ଟି ଶକ୍ତି
ନୂଆଦିଲ୍ଲୀ:ଆପଣ ବାହାରେ ଚାହା ନିଶ୍ଚୟ ପିଉଥିବେ। ତେବେ ଆପଣ ଦୋକାନରେ ମୁଖ୍ୟତଃ କାଗଜ କପରେ କିମ୍ବା ପ୍ଲାଷ୍ଟିକ କପ୍ ରେ ଚାହା ପିଉଥିବେ କିନ୍ତୁ ଆପଣ ଜାଣନ୍ତି କି ଏହିସବୁ ଗ୍ଲାସରେ ପିଇବା ଦ୍ୱାରା ଶରୀର ଉପରେ ଏହାର…
VIDEO : ମିଳିଲାନି ଆମ୍ବୁଲାନ୍ସ, ଆସୁସ୍ଥ ବାପା ଠେଲା ଗାଡ଼ିରେ ମେଡିକାଲ ନେଲା ୬ ବର୍ଷର ପୁଅ
ନୂଆଦିଲ୍ଲୀ: ମାନବିକତା ପାଇଁ ଆସିଛି ଲଜ୍ଜାଜନକ ସାମ୍ନାକୁ ଆସିଛି ଚିତ୍ର। ଅସୁସ୍ଥ ବାପାକୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ନମିଳିବାରୁ ଠେଲା ଗାଡ଼ିରେ ମେଡିକାଲ ଠେଲି ଠେଲି ମେଡିକାଲ ନେଇଛି ୬ ବର୍ଷର ନାବାଳକ ପୁଅ।…