Browsing Category

Breaking News

ଚୀନ୍‌ର ଇଣ୍ଟରନେଟ୍ ଉପକରଣ କରୁଛନ୍ତି ସହରଗୁଡିକର ସର୍ଭିଲାନ୍ସ, ବିଶ୍ୱ ପାଇଁ ସୃଷ୍ଟି କରିପାରେ ବିପଦ: ରିପୋର୍ଟ

ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶରେ ଏବେ ଚୀନ୍ ନିର୍ମିତ ବୈଦ୍ୟୁତିକ ଏବଂ ଇଣ୍ଟରନେଟ୍ ସହ ଜଡ଼ିତ ଉପକରଣର ବ୍ୟବହାର ହେଉଛି। ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି।…

ବ୍ରେନ୍ ଡେଡ୍ ମହିଳା ମଧ୍ୟ କରିପାରିବେ କି ସରୋଗେସି ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଯେଉଁ ମହିଳାମାନେ ବନ୍ଧ୍ୟାକରଣ କିମ୍ବା ଅନ୍ୟ କୌଣସି କାରଣରୁ ଗର୍ଭବତୀ ହେବାକୁ ଅସମର୍ଥ, ସେମାନେ ପିଲା ପାଇଁ ସରୋଗେସିର ଆଶ୍ରୟ ନେଇଥାନ୍ତି । କିନ୍ତୁ ଏବେ ଜଣେ ପ୍ରଫେସର କହିଛନ୍ତି ଯେ, ବ୍ରେନ୍ ଡେଡ ମହିଳାମାନଙ୍କୁ…

କୋଟି କୋଟି ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଏବେ ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ୍! ରେଳମନ୍ତ୍ରୀ କଲେ ଏହି ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରେଳର କୋଟି କୋଟି ଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଲୋକଙ୍କୁ କନଫର୍ମ ଟିକେଟ୍ ବୁକ୍ କରିବା ବେଳେ ହେଉଥିବା ସମସ୍ୟାକୁ ଧ୍ୟାନରେ ରଖି ରେଳ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି ।…

ଡୋପ୍ ଟେଷ୍ଟରେ ଧରା ପଡିଲେ ମହିଳା ଜିମ୍ନାଷ୍ଟ ଦୀପା କର୍ମକାର, ୨୧ ମାସ ପାଇଁ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ଭାରତୀୟ ମହିଳା ଜିମ୍ନାଷ୍ଟ ଦୀପା କର୍ମକାର ନିଷେଧ ଡ୍ରଗ୍ସ ସେବନ କରିବା ମହଙ୍ଗା ପଡିଲା। କାରଣ ଡୋପ ଟେଷ୍ଟରେ ଧରା ପଡି ଅଭିଯୁକ୍ତ ହୋଇଛନ୍ତି ଦୀପା। ତେଣୁ ଇଣ୍ଟରନ୍ୟାସ୍‌ନାଲ ଟେଷ୍ଟିଂ ଏଜେନ୍ସି ତାଙ୍କ…

ଭାରତରେ ଟ୍ୟାକ୍ସ ଭରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୨ କୋଟିରୁ କମ୍

ନୂଆଦିଲ୍ଲୀ: ଭାରତରେ ଟ୍ୟାକ୍ସ ଭରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୨ କୋଟିରୁ କମ୍ ଥିବା ଜଣାଯାଇଛି। ୨୦୨୦-୨୧ରେ ଶେଷଥର ସାର୍ବଜନୀନ ହୋଇଥିବା ପରିସଂଖ୍ୟାନ ମୁତାବକ ଭାରତରେ ୧୩୨ କୋଟି ଜନବସତି ମଧ୍ୟରୁ ୮.୨୨ କୋଟି…

ବଧୂ ବେଶରେ ମହାକାଶଚାରୀଙ୍କ ଫଟୋ ଭାଇରାଲ, ଯାହାକୁ ଦେଖି ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିବେ

ସୋସିଆଲ ମିଡିଆରେ ସମୟସମୟରେ ଏମିତି କିଛି ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ । ଏହି କ୍ରମରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହାକାଶଚାରୀଙ୍କୁ ବଧୂ ରୂପରେ…

ପେଟ ସଂକ୍ରମଣକୁ କରନ୍ତୁ ଅଣଦେଖା: ନଚେତ୍ ଭୋଗିପାରନ୍ତି ଏହି ସମସ୍ୟା

ପେଟ ସଂକ୍ରମଣର ଅନେକ କାରଣ ରହିଛି । ଏହାର ଅନେକ ପ୍ରକାର ଲକ୍ଷଣ ମଧ୍ୟ ରହିଛି । କିଛି ସମସ୍ୟାର ଲକ୍ଷଣ ସମାନ ଥିଲେ ବି ରୋଗ ଏକା ନୁହେଁ, ଆଉ ଏହାର ପ୍ରତିକାର ବି ଅଲଗା । କିଛି ଲକ୍ଷଣ ଯୋଗୁଁ ଅନେକ ଲୋକ ଏହାକୁ ମଳକଣ୍ଟକ…

୪୦ ପ୍ରତିଶତ କର୍କଟ ରୋଗର କାରଣ ଗୁଟଖା: ବିଶ୍ୱ କର୍କଟ ଦିବସରେ ଡାକ୍ତରଙ୍କ ଆହ୍ୱାନ

କଟକ: ବିଭିନ୍ନ କାରଣରୁ ଏବେ ଆମ ଦେଶ ତଥା ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବହୁଳ ବୃଦ୍ଧି ପାଇବାରେ ଲାଗିଛି । କେବଳ ତମାଖୁ ନୁହେଁ ବିଭିନ୍ନ ପ୍ରକାର ନିଶା ବା ମାଦକ ଦ୍ରବ୍ୟ ସେବନ ଦ୍ୱାରା କର୍କଟ ରୋଗୀଙ୍କ ସଂଖ୍ୟା…

ଭାରତରେ ମାଡ଼ିଯିବ କ୍ୟାନସର: ୮ ଲକ୍ଷ ହେବେ ସଂକ୍ରମିତ, ଚାଲିଯିବ ୫୦ ହଜାର ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ

ନୂଆଦିଲ୍ଲୀ: ସାରା ଦୁନିଆରେ କ୍ୟାନସର ବିମାରୀ ପ୍ରତ୍ୟେକ ବର୍ଷ ବଢ଼ିବାରେ ଲାଗିଛି । ଏହି ଘାତକ ରୋଗ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ଜାରି କରିବା ଉଦ୍ଦେଶ୍ୟରେ ଫେବୃଆରୀ ୪ ତାରିଖରେ ବିଶ୍ୱ କ୍ୟାନ୍ସର ଦିବସ ପାଳନ…

୧୭ ବର୍ଷ ପରେ ଟିମ୍ ଇଣ୍ଡିଆ ଯିବ ପାକିସ୍ତାନ? ଜରୁରୀକାଳୀନ ବୈଠକରେ ଯୋଗ ଦେଲେ BCCI ସଚିବ ଜୟ ଶାହ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ନେଇ ପ୍ରସ୍ତୁତ ହେଉଛି । ତେବେ ଏହା ମଧ୍ୟରେ ବାହରିନ ଠାରେ ଏକ ଜରୁରୀକାଳୀନ ମିଟିଂ ଡକାଯାଇଛି । ଏହି…