Browsing Category
Breaking News
ଛଟ୍ ପୂଜାରେ କରନ୍ତୁ ନାହିଁ ଏହି କାମ: ବ୍ରତ କରୁଥିବା ଲୋକ ଏହି ଜିନିଷ ଉପରେ ଦିଅନ୍ତୁ ବିଶେଷ ଧ୍ୟାନ୍
ଦୀପାବଳିର ସମାପ୍ତି ସହିତ ଛଟ୍ ପୂଜା ଆରମ୍ଭ ହୋଇଛି । ଆସ୍ଥା ଓ ବିଶ୍ୱାସର ମହାପର୍ବ ଛଟ୍ ପୂଜାକୁ ମହିଳାମାନେ ଅତି ଶ୍ରଦ୍ଧାରେ କରିଥାନ୍ତି । ଏହି ପର୍ବ ସମଗ୍ର ଭାରତରେ ଉତ୍ସାହର ସହିତ ପାଳନ କରାଯାଏ । ଏହି ସମୟରେ…
ପୋଲିସକୁ ବଡ଼ ସଫଳତା: ବାଲେଶ୍ୱରରୁ ୧୧ କୋଟିର ବ୍ରାଉନସୁଗାର ଜବତ
ବାଲେଶ୍ୱର: ରାଜ୍ୟରେ ବ୍ରାଉନସୁଗାର କାରଗାର ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପୁଣି ୧୦ କିଲେ ୬୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । ବାଲେଶ୍ୱର ଫୁଲାଡି ଅଞ୍ଚଳରୁ ଏସବୁ ଜବତ କରିଛି ସହଦେବଖୁଣ୍ଟା ଥାନା…
ସୈନିକ ସ୍କୁଲରେ ନାମଲେଖା ପ୍ରବେଶିକା ପରୀକ୍ଷା ନିମନ୍ତେ ଅନଲାଇନ ଆବେଦନ ଆରମ୍ଭ, ଜାଣନ୍ତୁ ଶେଷ ତାରିଖ
ଭୁବନେଶ୍ୱର: ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (ଏଆଇଏସଏସଇଇ) ୨୦୨୩ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ୨୧ ଅକ୍ଟୋବର, ୨୦୨୨ ଠାରୁ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ https://aissee.nta.nic.in…
ବଦ୍ରିନାଥ ଧାମରେ କାହିଁକି ଫୁଙ୍କାଯାଏନି ଶଙ୍ଖ? ମାନ୍ୟତା ହେଉଛି ପୌରାଣିକ, ଯେଉଁଥିରେ ଲୁଚି ରହିଛି ଗଭୀର ବିଜ୍ଞାନ
ହିନ୍ଦୁ ମାନ୍ୟତା ଅନୁସାରେ, ୪ ଧାମ ମଧ୍ୟରୁ ଗୋଟିଏ ବଦ୍ରିନାଥ ମନ୍ଦିରର ବିଶେଷ ମହତ୍ତ୍ୱ ରହିଛି । ଭଗବାନ ଶ୍ରୀହରି ସ୍ୱୟଂ ସେଠାରେ ବିରାଜମାନ କରିଛନ୍ତି । ଏଥିପାଇଁ ତାହାକୁ ପୃଥିବୀର ବୈକୁଣ୍ଠ ମଧ୍ୟ କୁହାଯାଏ । ଯଦି…
ମହଙ୍ଗା ପଡ଼ିଲା ଯୁବତୀଙ୍କୁ କମେଣ୍ଟ ମାରିବା: ପ୍ରବଳ ଛେଚିବା ସହ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ
ଅନୁଗୁଳ: ମହଙ୍ଗା ପଡିଲା ଝିଅ ବୋହୂକୁ କମେଣ୍ଟ ମାରିବା। ଯୁବକଙ୍କୁ କାବୁ କରି କଙ୍ଗାରୁ କୋର୍ଟରେ ଲଣ୍ଡା କରିଦେଲେ ଗାଁ ଲୋକ। ଖାଲି ଏତିକି ନୁହେଁ ଯୁବକଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିଲେ ଗ୍ରାମବାସୀ। ତେବେ…
Video: ଉଗ୍ର ରୂପ ନେଲା ସାମାନ୍ୟ ଝଗଡ଼ା, ଦେଖନ୍ତୁ କାର୍ ଚଢାଇ ହତ୍ୟା ଉଦ୍ୟମର ଲାଇଭ୍ ଭିଡିଓ
ନୁଆଦିଲ୍ଲୀ: ଭୟଙ୍କର ହିଂସକ ରୂପ ନେଲା କଥା କଟାକଟିରୁ କାର୍ ମଡ଼ାଇ ହତ୍ୟା ଉଦ୍ୟମ। ଏଭଳି ଅଭାବନୀୟ ହିଂସକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ପୋଲିସ ସୂଚନା ମୁତାବକ ୨୬ ଅକ୍ଟୋବର ବୁଧବାର ଅଲୀପୁର ଅଞ୍ଚଳରେ ଏକ କାର୍ରେ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବଡ଼ ଘୋଷଣା କଲେ ସରକାର ! ଯାହାକୁ ଶୁଣି ଖୁସି ହୋଇଯିବେ ହିତାଧିକାରୀ
ନୂଆଦିଲ୍ଲୀ: ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖବର । ସରକାର ପିଏମ ଆବାସ ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣକୁ ୨୦୨୪ ପର୍ଯ୍ୟନ୍ତ ଜାରି ରଖିବାକୁ ମଞ୍ଜୁରୀ…
Video: ସହିପାରିଲେନି ଜିମ୍ବାୱେ ବିପକ୍ଷରେ ପରାଜୟ, ଡ୍ରେସିଂ ରୁମରେ ଆଣ୍ଠୁମାଡ଼ି କାନ୍ଦିପକାଇଲେ ପାକିସ୍ତାନ ଉପଅଧିନାୟକ
ନୂଆଦିଲ୍ଲୀ: ଚାଲୁଥିବା ଟି-୨୦ ବିଶ୍ୱକପ୍ରେ ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ ପାକିସ୍ତାନ୍ର ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡ଼ିଛି। ଭାରତ ପରେ ଜିମ୍ବାୱେ ମଧ୍ୟ ପାକିସ୍ତାନକୁ ୧ ରନ୍ରେ ହରାଇ ଦେଇଥିଲା। ଯାହା…
ହତ୍ୟା ମାମଲାରେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ: ରାଉରକେଲା ଏଡିଜେ-୧ ଶୁଣାଇଲେ ଏପରି ରାୟ
ରାଉରକେଲା: ଡାହାଣୀ ସନ୍ଦେହରେ ହତ୍ୟା ମାମଲାରେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ସହ ୩ ଦୋଷୀ ମହିଳାଙ୍କୁ ୨ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ମିଳିଥିବା ସୂଚନା ମିଳିଛି । ୧୪ ଜଣଙ୍କୁ ଏପରି…
ହୋଟେଲ ରୁମରେ କାହିଁକି ବିଛାଯାଇଥାଏ ହ୍ୱାଇଟ୍ ବେଡସିଟ୍ ? ଜାଣନ୍ତୁ ଏହାର କାରଣ
ହୋଟେଲମାନଙ୍କରେ ପ୍ରାୟତଃ ଧଳା ବେଡସିଟ୍ ବିଛାଯାଇଥିବା ଆପଣମାନେ ନିଶ୍ଚିତ ଦେଖିଥିବେ । ସମସ୍ତ ହୋଟେଲରେ ଧଳା ଚାଦର କାହିଁକି ବିଛାଯାଇଥାଏ ବୋଲି ଆପଣଙ୍କ ମନରେ କେବେ ନା କେବେ ପ୍ରଶ୍ନ ଉଠିଥିବ । ତେବେ ଆସନ୍ତୁ ଜାଣିବା…