Browsing Category

Breaking News

ଆଜି ପୁଣି ଇଡିରେ ହାଜର ଶ୍ରଦ୍ଧା; ଧୀରେ ଧୀରେ ଖୋଲୁଛି ନାଗ ଫାସ ଗୁମର

ଭୁବନେଶ୍ୱର: ଲେଡି ବ୍ଲାକମିଲର୍ ଅର୍ଚ୍ଚନା ନାଗ ର ଗୁମର ଧୀରେ ଧୀରେ ଖୋଲିବାର ଲାଗିଛି । ଜଣକ ପରେ ଜଣକୁ ଜେରା କରୁଛି ଇଡି । ତେବେ ପୂର୍ବରୁ ଏହି ମାମଲାରେ ଅର୍ଚ୍ଚନାଙ୍କ ବାପା, ମା ଓ ଭାଇଙ୍କୁ ଇଡି ଜେରା କରିଛି ।…

NPS ରାଶି ରାଜ୍ୟମାନଙ୍କୁ ଫେରସ୍ତ କରାଯିବନି: ପୁରୁଣା ପେନସନ୍ ଯୋଜନାରେ ଝଟକା ଦେଲା PFRDA

ନୂଆଦିଲ୍ଲୀ: ପେନସନ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ତରଫରୁ ପୁରୁଣା ପେନସନ ଯୋଜନାକୁ ନେଇ ଏକ ନୂଆ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ରାଜ୍ୟମାନଙ୍କୁ ଏକ ବଡ଼ ଝଟକା ମିଳିଛି । ନ୍ୟାସନାଲ ପେନସନ…

ସ୍ୱାସ୍ଥ୍ୟ ବିଭାଗର ବଡ଼ ନିଷ୍ପତ୍ତି: ଡାକ୍ତରଙ୍କ ଡବଲ୍ କ୍ଷମତା ହଟିଲା, ଗୋଟିଏ ଦାୟିତ୍ୱରେ ରହିବେ ମେଡିକାଲ କଲେଜର ପ୍ରଫେସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଫେସରମାନେ ଏକାଧିକ ପଦବୀରେ ରହି କ୍ଷମତା ଉପଭୋଗ କରିପାରିବେ ନାହିଁ । ପୂର୍ବରୁ ଦୀର୍ଘବର୍ଷ…

୨୬୫୯ଟି ଅଣଶିକ୍ଷକ ପଦବୀ ପାଇଁ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି: ନିଯୁକ୍ତି ପାଇବେ ୪ ହଜାର ନିୟମିତ କମ୍ପ୍ୟୁଟର ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟରେ ୭୫୪୦ଟି ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ପ୍ରକାଶ ପାଇବ ଆଉ ଏକ ବିଜ୍ଞପ୍ତି । ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମାପ୍ତ…

ଦିଲ୍ଲୀ ଚାନ୍ଦିନୀ ଚୌକରେ ଅଗ୍ନିକାଣ୍ଡ; ନିଆଁରେ ଜଳିଗଲା ଅନେକ ଦୋକାନ ,୪୦ ଦମକଳ ନିୟୋଜିତ

ନୂଆଦିଲ୍ଲୀ: ଦିଲ୍ଲୀ ଚାନ୍ଦିନୀ ଚୌକର ଏକ ମାର୍କେଟ ପ୍ୟାଲେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଅନେକ ଦୋକାନ ବଜାର ପୋଡିଯିବା ସହ ଦୁଇ ମହଲା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ନିଆଁକୁ ଆୟତ୍ତ କରିବା…

HCL ପକ୍ଷରୁ ବାହାରିଲା ୨୯୦ଟି ପଦବୀ, ଡିସେମ୍ବର ୧୨ ସୁଦ୍ଧା କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ଖବର ଆସିଛି । ହିନ୍ଦୁସ୍ତାନ କପର ଲିମିଟେଡ (ଏଚସିଏଲ) ପକ୍ଷରୁ ୨୯୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବ ନୋଟିଫିକେସନ…

ଦେଶରେ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ହ୍ରାସ ପାଇଲା ବେକାରୀ ହାର, ଜାଣନ୍ତୁ NSO ସର୍ଭେର ପୁରା ରିପୋର୍ଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ମାନ୍ଦାବସ୍ଥା ଆଶଙ୍କା ଦେଖାଦେଇଥିବା ବେଳେ ଭାରତ ପାଇଁ ଆସିଛି ଖୁସି ଖବର। ଦେଶରେ ବେକାରୀ ସମସ୍ୟା ସହ ଜଡିତ ଏକ ବଡ ଖବର ସାରା ସାମ୍ନାକୁ ଆସିଛି। ଜାତୀୟ ପରିସଂଖ୍ୟାନ ବିଭାଗ (NSO)…

ସର୍ବୋଚ୍ଚ ସ୍ତରକୁ ଛୁଇଁଲା ସେନସେକ୍ସ, ଗୋଟିଏ ଦିନରେ ନିବେଶକଙ୍କ ସମ୍ପତ୍ତି ୨.୨୫ ଲକ୍ଷ କୋଟି ବୃଦ୍ଧି

ମୁମ୍ବାଇ: ଭାରତୀୟ ଷ୍ଟକ୍ ମାର୍କେଟ ଗୁରୁବାର ଅର୍ଥାତ ୨୪ ତାରିଖ ଲଗାତାର ତୃତୀୟ ଦିନ ପାଇଁ ବୃଦ୍ଧି ସହିତ ବନ୍ଦ ହୋଇଛି। ସେନ୍ସେକ୍ସ ପୁଣି ୬୨୦୦୦ ଉପରେ ପହଞ୍ଚିଛି। ଆଜିର ବଜାର ବନ୍ଦ ହେବ ବେଳକୁ, ମୁମ୍ବାଇ ଷ୍ଟକ୍…

କ୍ଲାସରୁମରେ ଛାତ୍ରଛାତ୍ରୀ କଲେ ଏପରି କାରନାମା, ଭାଇରାଲ ହୋଇଗଲା Video

ସୋସିଆଲ ମିଡିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଭାଇରାଲ ହେଉଛି, କିନ୍ତୁ ସେଥିରୁ କିଛି ଭିଡିଓ ମନକୁ ଛୁଇଁଯାଇଥାଏ । ଅଧିକାଂଶ ଭିଡିଓ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଏପରି କିଛି ଭିଡିଓକୁ ଦେଖି ଆପଣ ମଧ୍ୟ…

ଚାଷୀଙ୍କ ପାଇଁ ସରକାର ଦେଲେ ବଡ଼ ଅପଡେଟ: ୧୩ତମ କିସ୍ତି ପାଇବାକୁ କରନ୍ତୁ ଏହି ୨ଟି କାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଲାଭ ଦେଶର କୋଟି କୋଟି ଗ୍ରାହକଙ୍କୁ ମିଳୁଛି । ଯଦି ଆପଣ ବି ୧୩ତମ କିସ୍ତିର ଟଙ୍କା ପାଇବାକୁ ଚାହୁଁଛନ୍ତି, ତେବେ ଏହି ୨ଟି କାମ କରିବା ବାଧ୍ୟତାମୂଳକ । ଯଦି…