fbpx
Browsing Category

Breaking News

ପୋଷ୍ଟ ଅଫିସର ଏହି ଯୋଜନାରେ ମିଳୁଛି ସବୁଠାରୁ ଅଧିକ ସୁଧ, ଛୁଆର ଭବିଷ୍ୟତକୁ କରିପାରିବେ ସୁରକ୍ଷିତ

ନୂଆଦିଲ୍ଲୀ: ଯଦି ଆପଣ ଆଗାମୀ ଦିନରେ ନିବେଶ କରିବାକୁ ଚାହୁଁଛ, ତେବେ ଆପଣ ପୋଷ୍ଟ ଅଫିସର ଛୋଟ ସେଭିଂ ଯୋଜନାରେ ନିବେଶ କରିପାରିବେ । ଏହି ଯୋଜନାରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବ ସହିତ ନିବେଶର ଟଙ୍କା ମଧ୍ୟ ସୁରକ୍ଷିତ…

ଯୁବବର୍ଗଙ୍କ ଠାରେ ଅଧିକ ସଂକ୍ରାମକ ‘ଓମିକ୍ରନ୍’! ଏନେଇ ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ ଏବେ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି । ଡେଲଟା ଭାରିଆଣ୍ଟ୍ ପରି ଏହା ଆଉ ଏକ ମାରାତ୍ମକ ସ୍ୱରୂପ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଶୁକ୍ରବାର ଦିନ…

ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ସପକ୍ଷରେ ରାଷ୍ଟ୍ରପତି, ଏଣିକି ଅଲ୍ ଇଣ୍ଡିଆ ପରୀକ୍ଷା ମାଧ୍ୟମରେ ହୋଇପାରେ ଚୟନ

ନୂଆଦିଲ୍ଲୀ: ଦେଶରେ ପୂର୍ବରୁ ଚାଲିଆସିଥିବା ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ଖୁବଶୀଘ୍ର ହୋଇପାରେ ପରିବର୍ତ୍ତନ । ବର୍ତ୍ତମାନ ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ବଦଳିବା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତ ଦେଇଛନ୍ତି ।…

ସହକର୍ମୀଙ୍କୁ ହୋଇଥିବା ଦୁଷ୍କର୍ମର ବିରୋଧ କରିବାରୁ ୨୦୦ ମହିଳା ଶ୍ରମିକଙ୍କୁ ବାହାର କରିଦେଲା କମ୍ପାନୀ, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ: ମହିଳା ସହକର୍ମୀଙ୍କ ସହ ହୋଇଥିବା ରେପର ବିରୋଧ କରିବାରୁ ଏକ କମ୍ପାନୀ ୨୦୦ ଜଣଙ୍କୁ ଚାକିରିରୁ ବାହାର କରିଦେଇଛି । ସମସ୍ତ ୨୦୦ ମହିଳା ଶ୍ରମିକ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ବାସିନ୍ଦା ବୋଲି…

ଆଜି ରାଜ୍ୟରେ ୧୯୧ ପଜିଟିଭ୍ ଚିହ୍ନଟ, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

କାହିଁକି ବାରମ୍ବାର ମତ ବଦଳାଉଛନ୍ତି ମମିତାଙ୍କ ବାପା, କେହି ତାଙ୍କ ଉପରେ ଚାପ ପକାଉଛି ନା ଆଉ କିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନେଇ ବିବାଦ ଥମୁନାହିଁ । ଏହି ଘଟଣାର ପ୍ରତିକ୍ରିୟା ସ୍ୱରୂପ ବିଭିନ୍ନ ଅଞ୍ଚଳରେ ରାଜନେତାମାନଙ୍କୁ…

ଆଣ୍ଟର୍କଟିକାର ବରଫ ରନୱେରେ ପ୍ରଥମ ଥର ଲ୍ୟାଣ୍ଡ କଲା ଫ୍ଲାଇଟ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଣ୍ଟର୍କଟିକାରେ ପ୍ରଥମ ଥର ପାଇଁ ଏପରି କିଛି ହୋଇଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଏହା ପୂର୍ବରୁ କେହି ବି ଭାବିପାରିନଥିବେ ଯେ, ଆଣ୍ଟର୍କଟିକାର ବରଫ ଚଟାଣରେ ଏପରି କିଛି ହୋଇପାରିବ । ତେବେ…

ଜୁନିୟର ହକି ବିଶ୍ୱପରେ ଦର୍ଶକଙ୍କୁ ମନା, କିନ୍ତୁ ବଡ଼ବଡ଼ିଆଙ୍କ ପରିବାର ଦେଖିପାରିବେ: ପାତରଅନ୍ତର ନୀତିକୁ ନେଇ ଓଡ଼ିଶା ନିନ୍ଦିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳିଙ୍ଗ ଷ୍ଟାଡିୟମରେ ବର୍ତ୍ତମାନ ଚାଲୁଥିବା ଜୁନିୟର ହକି ବିଶ୍ୱକପକୁ ନେଇ ଆସିଛି ଏକ ସାଙ୍ଘାତିକ ଅଭିଯୋଗ । କୋଭିଡ୍ ଦୃଷ୍ଟିରୁ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ପ୍ରବେଶ ନିଷେଧ କରାଯାଇଥିବା…

ବଡ଼ ଧରଣର ସଡ଼କ ଦୁର୍ଘଟଣା, ୧୮ ମୃତ; ୫ ଗୁରୁତର

କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏକ ଭୀଷଣ ଦୁର୍ଘଟଣା ଘଟିଯାଇଛି । ଏଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଶନିବାର ଦିନ ରାତିରେ ହୋଇଥିବା ଜଣାପଡ଼ିଛି । ଏଥିରେ ୧୮ ଜଣଙ୍କ ମୃତ୍ୟୁ ହେବା ସହିତ ୫ ଜଣ…

Deltaରୁ ମିଳିଥିଲା ୧୫ଟି ମ୍ୟୁଟେସନ, Omicronରୁ ମିଳିସାରିଲାଣି ୩୦ରୁ ଅଧିକ ମ୍ୟୁଟେସନ: ଏଥିରୁ ଜାଣନ୍ତୁ ଏହା କେତେ ଭୟଙ୍କର, କ’ଣ କହୁଛନ୍ତି…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ମିଳିଥିବା ନୂଆ ଭାରିଆଣ୍ଟ ଓମିକ୍ରନର ଡର ବର୍ତ୍ତମାନ ସମଗ୍ର ବିଶ୍ୱକୁ ଶନିଗ୍ରହ ପରି ମାଡ଼ିଗଲାଣି । ଭାରତରେ ମଧ୍ୟ ଏହାକୁ ନେଇ ଛନକା ଛାଇ ଗଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…