fbpx
Browsing Category

Breaking News

ଏଥର ବିଧାନସଭାରେ ହୋହଲ୍ଲା ମନା: ବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭା ଅଧିବେଶନ ପୂର୍ବରୁ ତାଗିଦ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତିଙ୍କ କହିବା ମୁତାବକ, ଗୃହରେ କୌଣସି ବିଧାୟକ ହୋହଲ୍ଲା କରିପାରିବେନି । ପ୍ରଶ୍ନକାଳ ସମୟରେ…

ଓଡ଼ିଆ ଯୋଦ୍ଧାଙ୍କୁ ମରଣୋତ୍ତର ବୀର ଚକ୍ର ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ବୀର ନୁଦୁରାମ ସୋରେନଙ୍କୁ ମରଣୋତ୍ତର ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ପତ୍ନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।…

ଆମାଜନ୍, ଫ୍ଲିପକାର୍ଟ ସମେତ ଅନେକ ଇ-କମର୍ସ କମ୍ପାନୀକୁ ଜାରି ହେଲା ନୋଟିସ୍, ବିକ୍ରି କରୁଥିଲେ ନକଲି ପ୍ରେସର୍ କୁକର୍

ନୂଆଦିଲ୍ଲୀ: ସେଣ୍ଟ୍ରାଲ କନଜ୍ୟୁମର୍ ପ୍ରୋଟେକ୍ସନ୍ ଅଥରିଟି(ସିସିପିଏ) ପକ୍ଷରୁ ଇ-କମର୍ସ କମ୍ପାନୀ ଗୁଡ଼ିକୁ ନୋଟିସ୍ ଜାରି କରାଯାଇଛି । ନିର୍ଦ୍ଧାରିତ ମାନକ ଅନୁସାରେ, ପ୍ରେସର୍ କୁକର୍ ବିକ୍ରି କରୁନଥିବାରୁ ନୋଟିସ୍…

ସହିଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ମହାବୀର ଚକ୍ର ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହିଦ କର୍ଣ୍ଣେଲ ସନ୍ତୋଷ ବାବୁ ମରଣୋତ୍ତର ମହାବୀର ଚକ୍ରରେ ସମ୍ମାନିତ ହୋଇଛନ୍ତି । ଗତବର୍ଷ ଗଲୱାନ ଘାଟିରେ ଚୀନ ସେନା ସହ ସଂଘର୍ଷ କରି ସେ ନିଜର ପ୍ରାଣବଳୀ ଦେଇଥିଲେ । ରାଷ୍ଟ୍ରପତି…

ଆମେରିକାରେ ପୁଣି ବେକାବୁ କରୋନା, ହସ୍ପିଟାଲରେ ମିଳୁନି ବେଡ୍

ୱାଶିଂଟନ୍: ଆମେରିକାରେ ପୁଣିଥରେ କରୋନା ବିସ୍ତାର ହେବାରେ ଲାଗିଛି । ଟିକାକରଣ ପରେ ବି ପୁଣିଥରେ ମେଡିକାଲରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆମେରିକାର ସ୍ୱାସ୍ଥ୍ୟ ଓ ମାନବ ସେବା ବିଭାଗର ସୂଚନା ମୁତାବକ,…

TikTokରେ ISISଙ୍କ ଧମକ, କ୍ରିସମସ ସମୟରେ କରିବେ ବଡ଼ ଧରଣର ଆତଙ୍କୀ ଆକ୍ରମଣ; ଜାରି କଲେ ଭିଡିଓ

ନୂଆଦିଲ୍ଲୀ: ଆତଙ୍କବାଦୀ ଗୋଷ୍ଠୀ ଆଇଏସ୍ଆଇଏସ୍ ଆସନ୍ତା ଖ୍ରୀଷ୍ଟମାସରେ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି ଆକ୍ରମଣ ପାଇଁ ଆତ୍ମଘାତୀ ସୈନ୍ୟଙ୍କୁ ଭର୍ତ୍ତି କରିବା ପାଇଁ ଏବେ ଆଇଏସଆଇଏସ୍ ଟିକଟକ୍ କୁ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୧୨ କରୋନା ପଜିଟିଭ୍, ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଓକାକ୍ ଠକେଇରେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ, ଜାଣନ୍ତୁ କିପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓକାକ୍ ସିଇଓଙ୍କୁ ସାଇବର ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ପୋଲିସକୁ ମିଳିଛି ବଡ଼ ସଫଳତା । ବେଙ୍ଗଲୁରୁରୁ ମୁଖ୍ୟ ଅଭିଯୁକ୍ତକୁ ଧରିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ଜଣ…

୧ ଡିସେମ୍ବରରୁ PNB କରିବାକୁ ଯାଉଛି ବଡ଼ ପରିବର୍ତ୍ତନ; ଗ୍ରାହକଙ୍କ ପକେଟରେ ପଡିବ ସିଧା ପ୍ରଭାବ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ ନିଜର ଆକାଉଣ୍ଟଧାରୀଙ୍କ ଝଟକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବ୍ୟାଙ୍କ ନିଜର ସେଭିଙ୍ଗ ଆକାଉଣ୍ଟର ସୁଧ ହାରରେ ପରିବର୍ତ୍ତନ କରିବାକୁ ଯାଉଛି । ପଞ୍ଜାବ ନ୍ୟାସନାଲ…

ମୋଟ ୩୨ଟି ଷ୍ଟେସନକୁ ନବୀକରଣ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଗଲା ମଞ୍ଜୁରୀ, ଦେଖନ୍ତୁ ଲିଷ୍ଟରେ ଓଡ଼ିଶାରେ ନାମ ଅଛି କି ନାହିଁ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ପକ୍ଷରୁ ୧୧ଟି ଷ୍ଟେସନକୁ ନବୀକରଣ ନେଇ ମଞ୍ଜୁରୀ ମିଳିଛି । ରେଲୱେ ବୋର୍ଡ ଦ୍ୱାରା ସମସ୍ତ ଆଞ୍ଚଳିକ ରେଲୱେ ମହାପ୍ରବନ୍ଧକଙ୍କୁ ନିକଟକୁ ପତ୍ର ଲେଖି ଏନେଇ ଅବଗତ କରାଯାଇଛି । ତେବେ…