fbpx
Browsing Category

Breaking News

ମଙ୍ଗଳବାର ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ

ଆସନ୍ତାକାଲି ରାଜ୍ୟ ମନ୍ତ୍ରି ପରିଷଦ ଓ କ୍ୟାବିନେଟ୍ ବୈଠକ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହୋଇପାରେ ନିଷ୍ପତ୍ତି । ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ କ୍ୟାବିନେଟ ମୋହର ।

ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଘସିପୁରା ଥାନା ଅଞ୍ଚଳରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଶନିବାର ଅପହରଣ କରି ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ । ରଘୁନାଥପୁର ଗାଁର ଜଣଙ୍କ ନାଁରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଫେରାର…

ଆଧାରରେ ଠିକଣା ବଦଳାଇବା ହେଲା ସହଜ, ଦେଶରେ ଖୋଲିବ ୧୬୬ ସେବା କେନ୍ଦ୍ର

ନୂଆଦିଲ୍ଲୀ: ଯଦି ଆପଣ ଆଧାର କାର୍ଡରେ ନିଜର ଠିକଣା ବଦଳାଇବାକୁ ଚାହୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ମହତ୍ୱପୂର୍ଣ୍ଣ ସୂଚନା ଅଟେ । ୟୁଆଇଡିଏଆଇ ତରଫରୁ ଏହି ସୂଚନା ଦିଆଯାଇଛି ଯେ ଦେଶରେ ୧୬୬ ସ୍ୱତନ୍ତ୍ର ଆଧାର ସେବା…

ଶେଷ ନିଶ୍ୱାସ ଯାଏଁ ରହିବି ରାହୁଲ ଓ ପ୍ରିୟଙ୍କାଙ୍କ ବିଶ୍ୱସ୍ତ, ଜାଣନ୍ତୁ କାହିିଁକି ଏମିତି କହିଲେ ସିଦ୍ଧୁ

ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସୋନିଆ ଏବଂ ରାହୁଲଙ୍କ ସହ ରହିବି ବୋଲି କହିଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ  । ସିଦ୍ଧୁ ଏକ ସଭାରେ ସମ୍ବୋଧନ ଦେଇ ସୋମବାର କହିଛନ୍ତି ଯେ ବିଗତ ସାଢ଼େ ଚାରି ବର୍ଷ ମଧ୍ୟରେ…

ଆଉ ଦୌଡ଼ି ପାରିବେନି ଏହି ପାକିସ୍ତାନୀ ବୋଲର, ଜାଣନ୍ତୁ କ’ଣ ରହିଛି କାରଣ

ନିଜର ଦ୍ରୁତ ବୋଲିଂ କ୍ରିକେଟ ଇତିହାସରେ ପ୍ରସିଦ୍ଧ ଶୋଏବ ଅଖତର । ଦ୍ରୁତ ବୋଲିଂ ପାଇଁ ରାୱଲପିଣ୍ଡି ଏକ୍ସ୍ରପ୍ରେସ ନାମରେ ମଧ୍ୟ ପରିଚିତ । ତାଙ୍କ ହାତରୁ ବଲ ଏତେ ଦ୍ରୁତ ଗତିରେ ବାହାରିଥାଏ ଯେ ଏହାକୁ ସାମ୍ନା କରିବାକୁ…

ଶିକ୍ଷିତ ବେରୋଜଗାରଙ୍କୁ ମିଳିବ ଆର୍ଥିକ ସହାୟତା; ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଉତ୍ତରପ୍ରଦେଶ ସରକାର ରାଜ୍ୟରେ ଯୁବ ସ୍ୱରୋଜଗାର ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ୨୪ ଏପ୍ରିଲ ୨୦୧୮ରେ ଆରମ୍ଭ ହୋଇଥିଲା । ୧୮-୪୦ ବର୍ଗ ଶିକ୍ଷିତ ଯୁବକଙ୍କ ପାଇଁ ଏହି ଯୋଜନା ଲାଗୁହେବ । ଯୁବକଙ୍କୁ ସ୍ୱରୋଜଗାର…

ସିନ୍ଧିଆଙ୍କ ବଡ଼ ଘୋଷଣା: ପୁରୀରେ ହେବ ଗ୍ରୀନ ଫିଲ୍ଡ ଏୟାରପୋର୍ଟ

ପୁରୀରେ ଗ୍ରୀନ ଫିଲ୍ଡ ଏୟାରପୋର୍ଟ କରାଯିବ । ଝାରସୁଗୁଡ଼ାରେ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମନ୍ତବ୍ୟ । ସିନ୍ଧିଆ କହିଛନ୍ତି ପୁରୀକୁ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପାଇଁ ରାଜ୍ୟକୁ ବିସ୍ତୃତ ରିପୋର୍ଟ…

କନଫର୍ମ ଟିକେଟ୍ ବାତିଲ କରିବା ପୂର୍ବରୁ ଜାଣିରଖନ୍ତୁ IRCTCର ଏହି ନିୟମ, ବଞ୍ଚିଯିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ: ରେଳ ଯାତ୍ରୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯଦି ଆପଣ ଟ୍ରେନରେ ରିଜର୍ଭେସନ କରିଛନ୍ତି ଓ କୌଣସି କାରଣରୁ ଆପଣଙ୍କୁ ଟିକେଟ୍ ବାତିଲ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ଅତ୍ୟନ୍ତ…

ସୂର୍ଯ୍ୟ ପୃଷ୍ଠରେ ନାସା ପାଇଲା ବଡ଼ ଛିଦ୍ର, ବୈଜ୍ଞାନିକମାନେ ଦେଲେ ଏପରି ଚେତାବନୀ

ୱାଶିଂଟନ୍: ଅନ୍ତରୀକ୍ଷର ପାଣିପାଗ ଉପରେ ନଜର ରଖିଥିବା ଆମେରିକାର ସ୍ପେସ ଏଜେନ୍ସି ନାସାର ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛନ୍ତି । ନାସାର ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି କି, ସୂର୍ଯ୍ୟ ପୃଷ୍ଠରେ…

ଆନ୍ଧ୍ରପ୍ରଦେଶରେ ରହିବ ନାହିଁ ଆଉ ୩ଟି ରାଜଧାନୀ, ବିଲ୍ ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ: ୟାଇଏସ୍ ଜଗମୋହନଙ୍କ ନେତୃତ୍ୱାଧୀନ ଆନ୍ଧ୍ରପ୍ରଦେଶ ସରକାର ୩ ରାଜଧାନୀ ବିଲକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କ୍ୟାବିନେଟର ଜରୁରୀକାଳୀନ ବୈଠକ ଡକାଇ ଏହି…