fbpx
Browsing Category

Breaking News

ଜେଲରେ ଆଶାରାମ ବାପୁଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା; ଏମ୍ସ ଆଇସିୟୁରେ ଭର୍ତ୍ତି, ୪୮ ଘଣ୍ଟା ପର୍ଯ୍ୟନ୍ତ ମେଡିକାଲ ଅବଜରଭେସନରେ

ନୂଆଦିଲ୍ଲୀ: ଆତ୍ମଘୋଷିତ ଭଗବାନ ଆଶାରାମ ବାପୁଙ୍କୁ ଶନିବାର ଯୋଧପୁରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍‌ସ )ର ଆଇସିୟରେ ଭର୍ତ୍ତି କରାଯାଇଛି । ପରିସ୍ରା ସଂକ୍ରମଣ ଏବଂ ଲିଭର ସମସ୍ୟା ଯୋଗୁ…

କାର୍ଯ୍ୟକାରୀ ହେଲା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଏତିକି ବଢ଼ିଲା ଠିକା କର୍ମଚାରୀଙ୍କ ଦରମା

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା ଚୁକ୍ତିଭିତ୍ତିକ ତଥା ଠିକା କର୍ମଚାରୀଙ୍କ ଦରମା । ଅର୍ଥ ବିଭାଗ ପକ୍ଷରୁ ଏନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଜ୍ଞପ୍ତି ଅନୁଯାୟୀ ୮,୦୭୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୦,୧୦୦…

ପ୍ଲେନ୍ କ୍ରାସରେ ଲୋକପ୍ରିୟ ଗାୟିକା ମାରିଲିୟାଙ୍କ ମୃତ୍ୟୁ, ଦୁର୍ଘଟଣା ପୂର୍ବର ଭିଡିଓ ଏବେ ଭାଇରାଲ

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ବ୍ରାଜିଲର ଲୋକପ୍ରିୟ ଗାୟିକ ମାରିଲିଆ ମେଣ୍ଡୋଙ୍କାଙ୍କର ମୃତ୍ୟୁ ହୋଇଛି । ସେହି ବିମାନରେ ତାଙ୍କର ଜଣେ ମାମୁଁ, ମ୍ୟାନେଜର ଓ ସହକର୍ମୀ ମଧ୍ୟ ଉପସ୍ଥିତ ଥିଲେ ଓ ଦୁର୍ଘଟଣାରେ ସେମାନଙ୍କର…

ସାଧାରଣ ଲୋକଙ୍କ ପାଇଁ ଖୁସିଖବର: କମିଲା ବସ୍ ଭଡ଼ା, ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତେଲ ଦରକୁ ନେଇ ଚିନ୍ତା ଟିକେ କମିଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଆସିଛି ଆଉ ଏକ ଆଶ୍ୱସ୍ତିକର ଖବର । ତେଲ ଦର କମିବାରୁ ରାଜ୍ୟରେ ବସ୍ ଭଡ଼ା ମଧ୍ୟ କମିଛି । ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍…

୧୯ ନଭେମ୍ବରରେ ଲାଗିବ ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ସମୟ ଓ ଏହାର ପ୍ରଭାବ

ନୂଆଦିଲ୍ଲୀ: କାର୍ତ୍ତିକ ମାସ ଶୁକ୍ଲ ପକ୍ଷର ପୂର୍ଣ୍ଣିମା ତିଥି ଅର୍ଥାତ୍ ୧୯ ନଭେମ୍ବର ୨୦୨୧ ଶୁକ୍ରବାର ଦିନ ଚଳିତବର୍ଷର ଦ୍ୱିତୀୟ ବା ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଚଳିତବର୍ଷର ଏହା ସବୁଠାରୁ ବଡ଼ ଆଂଶିକ…

ସମସ୍ତ ପ୍ରକାର ପ୍ୟାକେଜିଂ ସାମଗ୍ରୀକୁ ନେଇ ଆସୁଛି ନୂଆ ନିୟମ, ଜାଣନ୍ତୁ କେବେଠାରୁ ହେବ ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ସାମଗ୍ରୀର ପ୍ୟାକେଜିଂକୁ ନେଇ ଏକ ନୂଆ ନିୟମ ଲାଗୁ କରିବା ଯାଉଛନ୍ତି । ଏହାର ପରିଣାମସ୍ୱରୂପ ଏଣିକି ଯେ କୌଣସି ସାମଗ୍ରୀ କିଣିବା ପୂର୍ବରୁ ଗ୍ରାହକମାନଙ୍କୁ ଧ୍ୟାନ…

ପେନସନଭୋଗୀଙ୍କ ପାଇଁ ଖୁସି ଖବର; ଏବେ ପ୍ରତି ମାସରେ ମିଳିବ ୩୦୦୦ ଟଙ୍କା, ଜାଣନ୍ତୁ ସହଜ ଉପାୟ

ନୂଆଦିଲ୍ଲୀ: ଯଦି ଆପଣ ପିଏମ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ, ତେବେ ଆପଣଙ୍କ ପାଇଁ ରହିଛି ଖୁସିଖବର । ଏହି ଯୋଜନାରେ ଜଡ଼ିତ ଥିବା ଲୋକମାନଙ୍କୁ ବଡ଼ ବଡ଼ ଫାଇଦା ଦେବାରେ ଲାଗିଛନ୍ତି ସରକାର । ତେବେ ପିଏମ ଶ୍ରମ…

ବଡ଼ ଖବର; ବିଜେଡିରେ ମିଶିଲେ ବରିଷ୍ଠ ନେତା ପ୍ରଦୀପ ମାଝୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ଏବେ ଜୋର ଧରିଥିବା ବେଳେ ଦଳ ଅଦଳବଦଳ ନୀତି ଆରମ୍ଭ ହୋଇଛି । ଏହାରି ମଧ୍ୟରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡିରେ ଯୋଗଦେଇଛନ୍ତି ବରିଷ୍ଠ…

ASIଙ୍କୁ ବାନ୍ଧିଲା ଭିଜିଲାନ୍ସ: ମାମଲାର ତଦନ୍ତ ପାଇଁ ମାଗୁଥିଲେ ଲାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲାଞ୍ଚ ନେଇ ବନ୍ଧା ହୋଇଛନ୍ତି ଜଣେ ପୋଲିସ ବାବୁ । ନାବାଳିକା ଅପହରଣ ମାମଲାର ତଦନ୍ତ ପାଇଁ ବାବୁ ଜଣଙ୍କ ଲାଞ୍ଚ ମାଗିଥିଲେ । ଫଳରେ ନାବାଳିକାଙ୍କ ବାପା ଦୁଇଟି କିସ୍ତିରେ ଯଥାକ୍ରମେ ୫ ହଜାର…

କୋଭିଡ୍ ହସ୍ପିଟାଲରେ ନିଆଁ: ପୋଡ଼ି ହୋଇ ୧୦ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଅହମ୍ମଦନଗର ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଏହି ଅଘଟଣ ଘଟିଛି । ତେବେ ଅଗ୍ନିକାଣ୍ଡ ଘଟିବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ…