Browsing Category

Breaking News

ରାଜଧାନୀରେ ସାଇବର କ୍ରାଇମ୍ ବୃଦ୍ଧି: ଗୋଟିଏ ମାସରେ ୫୨ ଲକ୍ଷ ହଡ଼ପ

ଭୁବନେଶ୍ୱର, ୧୦ା୨ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ସାଇବର ଠକମାନେ ଦିନକୁ ଦିନ ପ୍ରାଧାନ୍ୟ ବିସ୍ତାର କରି ଚାଲିଛନ୍ତି । ଭୁବନେଶ୍ୱର ସହିତ ରାଜ୍ୟରେ ମଧ୍ୟ ଅନଲାଇନ ଠକେଇ ଦିନକୁ ଦିନ ବଢ଼ି ଚାଲିଛି । କେବଳ…

କୋଟିଆରେ ଆନ୍ଧ୍ର ଅଧିକାରୀ

କୋରାପୁଟ,୧୦ ।୨(ଓଡିଶା ଭାସ୍କର): କୋରାପୁଟ ଜିଲ୍ଲାର କୋଟିଆରେ ପହଞ୍ଚିଛନ୍ତି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ । ପଞ୍ଚାୟତ ନିର୍ବାଚନ ସୁରୁଖୁରୁରେ କରିବା ପାଇଁ ଆନ୍ଧ୍ର ଅଧିକାରୀମାନେ ଆଲୋଚନା କରିଛନ୍ତି । ଭୋଟରଙ୍କ ସହ…

ଘରେ ଲାଗିଲା ନିଆଁ: ଜିନିଷ ଆଣିବାକୁ ଯାଇ ନିଜେ ଜଳିଗଲେ ମାଲିକ

ଚମ୍ବା, ୧୦ା୨: ହିମାଚଳ ପ୍ରଦେଶରେ ଏକ ଅଦ୍ଭୂତ ଘଟଣା ଘଟିଛି । ନିଆଁ ଲାଗିବା ପରେ ଘର ଭିତରକୁ ଜିନିଷ ଆଣିବାକୁ ଯାଇ ନିଜେ ମାଲିକ ଜୀବନ୍ତ ଜଳିଯାଇଛନ୍ତି । ମୃତବ୍ୟକ୍ତିଙ୍କ ନାମ ମସ୍ତରାମ ବୋଲି ଜଣାପଡ଼ିଛି । ତେବେ…

ଉତ୍ତରାଖଣ୍ଡ ତାଣ୍ଡବ: ଚତୁର୍ଥ ଦିନ ସୁଦ୍ଧା ୩୨ ମୃତଦେହ ଉଦ୍ଧାର, ୨୦୬ ନିଖୋଜ

ନୂଆଦିଲ୍ଲୀ, ୧୦ା୨: ଉତ୍ତରାଖଣ୍ଡରେ ଘଟିଥିବା ହିମ ସ୍ଖଳନର ଉଦ୍ଧାର କାର୍ଯ୍ୟ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ଏହି କାର୍ଯ୍ୟରେ ୫ ଶହ ଯବାନଙ୍କୁ ନିୟୋଜିତ କରାଯାଇଛି । ୩୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ…

ଦେଶରେ ୨୪ ଘଣ୍ଟାରେ ୯୪ ମୃତ, ୧୧ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୦ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୨୫୨କୁ ବୃଦ୍ଧି…

ପୂର୍ବଶତ୍ରୁତାରୁ ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ରାଉରକେଲା, ୧୦ା୨ (ଓଡିଶା ଭାସ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଉରକେଲାରେ ଜଣେ ହୋଟେଲ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଘରେ ପଶି ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ଫଳରେ ବ୍ୟବସାୟୀ ସଜ୍ଜନ ମିତ୍ତଲଙ୍କ ମୃତ୍ୟୁ…

କର୍ତ୍ତବ୍ୟରେ ଅବହେଳା ଅଭିଯୋଗ: ନିଲମ୍ବିତ ହେଲେ ଏଏସଆଇ

ପୁରୀ, ୧୦ା୨ (ଓଡିଶା ଭାସ୍କର): କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ପୁରୀ ଜିଲ୍ଲା ତାଳବଣିଆ ଏଏସଆଇ ଲକ୍ଷ୍ମଣ ସରନ୍ । ପୁରୀ ଏସପି କନୱର ବିଶାଲ ସିଂ ଲକ୍ଷ୍ମଣଙ୍କୁ ନିଲମ୍ବିତ କରିଛନ୍ତି ।…

ଅଗ୍ନିକାଣ୍ଡ: ଜଳିଗଲା ୪ ବସ୍ ଓ ୧ ସ୍କର୍ପିଓ

ଭଦ୍ରକ, ୧୦ା୨ (ଓଡିଶା ଭାସ୍କର): ଭଦ୍ରକରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୪ଟି ବସ୍ ଓ ଗୋଟିଏ ସ୍କର୍ପିଓ ଜଳିଯାଇଛି । ଟାଉନ ଥାନା ଡାହାଣୀଗଡ଼ିଆ ସ୍ଥିତ ହରିଶଙ୍କର ଗ୍ୟାରେଜରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି ।…

ଆଜିଠାରୁ ଖୋଲିବ ଇଞ୍ଜିନିୟରିଂ କଲେଜ

ଭୁବନେଶ୍ୱର, ୧୦ା୨ (ଓଡିଶା ଭାସ୍କର): ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ଇଞ୍ଜିନିୟରିଂ କଲେଜ । ତେବେ କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବା ସହ ପାଠପଢ଼ା ଆରମ୍ଭ ହେବ ବୋଲି କୁହାଯାଇଛି । ଆସନ୍ତା ୧୭ ତାରିଖଠାରୁ ପାଠପଢ଼ା…

ଆଜି ଟେଡି: ପାର୍ଟନରଙ୍କୁ ଉପହାର ଦେବାକୁ ହୋଇଯାଆନ୍ତୁ ରେଡି

ଟେଡି ଡେ ଫେବୃଆରୀ ମାସ ୧୦ ତାରିଖରେ ପାଳନ କରାଯାଏ । ଏହି ଦିବସରେ ପ୍ରେମିକ ପ୍ରେମିକାମାନେ ଟେଡି ଉପହାର ଦେଇ ସାଥୀଙ୍କୁ ନିଜର ଭାବନା ପରିପ୍ରକାଶ କରିଥାନ୍ତି । ବଜାରରେ ବିଭିନ୍ନ ରଙ୍ଗ ଓ ଆକୃତିର ଟେଡି ମିଳିଥାଏ ।…