Browsing Category
ବାଣିଜ୍ୟ
୨୨ବର୍ଷର ଯାତ୍ରା ଅନ୍ତ; ଇନଫୋସିସ୍ ଛାଡି ଏବେ ଟେକ୍ ମହିନ୍ଦ୍ରାରେ ଯୋଗଦେବେ ମୋହିତ ଯୋଶୀ
ନୂଆଦିଲ୍ଲୀ: ଟେକ୍ କମ୍ପାନୀ ଇନଫୋସିସ୍ ପ୍ରେସିଡେଣ୍ଟ ପଦରୁ ଇସ୍ତଫା ଦେଲେ ମୋହିତ ଯୋଶୀ। ଦୀର୍ଘ ୨୨ ବର୍ଷ ହେବ ସେ ଇନଫୋସିସ୍ ସହିତ ଜଡିତ ଥିଲେ। ୨୦୦୦ ରେ ସେ ଇନଫୋସିସରେ ଯୋଗ ଦେଇଥିଲେ । ସେ କମ୍ପାନୀର ଆର୍ଥିକ ସେବା,…
ଗହମ ମୂଲ୍ୟ କମ୍ କରିବା ପାଇଁ ସରକାରଙ୍କ ପଦକ୍ଷେପ: ସାଧାରଣ ଲୋକଙ୍କୁ ମିଳିବ ଆଶ୍ୱସ୍ତି
ନୂଆଦିଲ୍ଲୀ: ଦେଶରେ ଗହମର ଦର ହ୍ରାସ କରିବା ପାଇଁ ସରକାର ଲଗାତାର ବଡ ପଦକ୍ଷପ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ଖାଦ୍ୟ ନିଗମ() ଇ-ନିଲାମର ପଞ୍ଚମ ରାଉଣ୍ଡରେ ମଇଦା ମିଲ ଏବଂ ଅନ୍ୟ ହୋଲସେଲ ଗ୍ରାହକଙ୍କୁ ୫.୩୯…
ଆମେରିକାରେ ବ୍ୟାଙ୍କିଙ୍ଗ ସଙ୍କଟ, ସିଲିକନ୍ ଭ୍ୟାଲି ବ୍ୟାଙ୍କରେ ଝୁଲିଲା ତାଲା
ନୂଆଦିଲ୍ଲୀ: ଆମେରିକାରେଆଉ ଏକ ନୂଆ ବ୍ୟାଙ୍କିଙ୍ଗ ସଙ୍କଟ ଆରମ୍ଭ ଦେଖାଦେଇଛି । ସେଠାରେ ଥିବା ୧୬ ଟି ବ୍ୟାଙ୍କ ମଧ୍ୟରେ ଥିବା ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସବିବି) ରେଗୁଲେଟର ଦ୍ୱାରା ବନ୍ଦ ହୋଇଯାଇଛି। ଟେକ୍…
ଋଣ ହ୍ରାସ କରିବା ପାଇଁ ଅମ୍ବୁଜା ସିମେଣ୍ଟର ଅଂଶଧନ ବିକ୍ରି କରିବେ ଗୌତମ ଆଦାନୀ: ରିପୋର୍ଟ
ମୁମ୍ବାଇ: ଋଣ ପରିଶୋଧ କରିବା ପାଇଁ ସିମେଣ୍ଟ କମ୍ପାନୀର ସେୟାର ବିକ୍ରି କରିବାକୁ ଯୋଜନା କରୁଛନ୍ତି ଆଦାନୀ ଗ୍ରୁପ୍ର ମୁଖିଆ ଗୌତମ ଆଦାନୀ। ଫାଇନାସିଆଲ ଟାଇମ୍ସ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହାର ୪୫୦ ମିଲିୟନ ଡଲାର…
ଫେବୃଆରୀରେ ଭାରତର ଇନ୍ଧନ ଚାହିଦା ୨୪ ବର୍ଷ ଶୀର୍ଷରେ, ଜାଣନ୍ତୁ ଭାରତରେ କାହିଁକି ବଢୁଛି ଇନ୍ଧନର ଚାହିଦା?
ନୂଆଦିଲ୍ଲୀ: ଚଳିତ ବର୍ଷ ପେବୃଆରୀ ମାସରେ ଭାରତର ଇନ୍ଧନର ଚାହିଦା ଗତ ୨୪ ବର୍ଷରେ ଶୀର୍ଷରେ ପହଞ୍ଚିଛି। ଯାହା ପ୍ରମାଣ କରୁଛି ଯେ, ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତିରେ ଶିଳ୍ପ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଗୁରୁବାର…
ବଢ଼ିଲା ଗ୍ରାହକଙ୍କ ଟେନସନ୍: HDFC ବ୍ୟାଙ୍କର ୬ ଲକ୍ଷ ଗ୍ରାହକଙ୍କ ଡାଟା ଲିକ! ସୂଚନା ଜାରି କଲା ବ୍ୟାଙ୍କ
ନୂଆଦିଲ୍ଲୀ: ଯଦି ଆପଣଙ୍କର ଆକାଉଣ୍ଟ ଏଚଡିଏଫସି ବ୍ୟାଙ୍କରେ ରହିଛି ତେବେ ଆପଣଙ୍କ ପାଇଁ ଏକ ଚିନ୍ତାଜନକ ଖବର । ଦିନକୁ ଦିନ ସାଇବର ଫ୍ରଡ୍ ମାମଲା ବଢ଼ିବାରେ ଲାଗିଛି । ଠକମାନେ ଗ୍ରାହକଙ୍କୁ ବିଭିନ୍ନ ଆଳ ଦେଖାଇ ଟର୍ଗେଟ୍…
ଖୁସି ଖବର, ପ୍ରଧାନମନ୍ତ୍ରୀ ଏହି କର୍ମଚାରୀଙ୍କୁ ଦେବାକୁ ଯାଉଛନ୍ତି ପୁରୁଣା ପେନସନ ଯୋଜନାର ଲାଭ
ନୂଆଦିଲ୍ଲୀ: ଦୀର୍ଘ ଦିନ ଅପେକ୍ଷା ପରେ କେନ୍ଦ୍ରର ସରକାର ଏକ ବଡ଼ ଖବର ଦେଇଛନ୍ତି। କେନ୍ଦ୍ରୀୟ କର୍ମଚାରୀମାନେ ପୁରୁଣା ପେନସନ ସ୍କିମ୍ ର ଲାଭ ପାଇବାକୁ ଯାଉଛନ୍ତି। ଏହାପରେ ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀ (ସରକାରୀ…
Sovereign Gold Bond: ଆଜି ଶସ୍ତା ସୁନା କିଣିବାର ଶେଷ ସୁଯୋଗ, ଜାଣନ୍ତୁ କେତେ ରହିଛି ମୂଲ୍ୟ
ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ କରିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଶସ୍ତା ଦରରେ ସୁନା କିଣିବା ପାଇଁ ସରକାର ଆପଣଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଦେଉଛନ୍ତି। ସାର୍ବଭୌମ ଗୋଲ୍ଡ ବଣ୍ଡ…
ଦୀର୍ଘ ୧୮ ବର୍ଷ ପରେ ଟାଟାଗ୍ରୁପ ଆଣୁଛି IPO, କିପରି ରୋଜଗାର କରିବେ ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ରତନ ଟାଟାର ଅଧିକାରୀ ଟାଟା ଗ୍ରୁପ ନିବେଶକଙ୍କ ରୋଜଗାର ପାଇଁ ଏକ ଉତ୍ତମ ସୁଯୋଗ ଆଣିଛନ୍ତି । ଯଦି ଆପଣ ଆଇପିଓରେ ନିବେଶ କରିବା ପାଇଁ ପ୍ଲାନିଂ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ।…
ଜୁଲାଇରେ କେତେ ବଢ଼ିବ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ସମୟ ପୂର୍ବରୁ ବଡ଼ ଖୁଲାସା !
ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ବର୍ତ୍ତମାନ ସୁଦ୍ଧା ଜାନୁଆରୀ ୨୦୨୩ ପାଇଁ ଡିଏ ବା ମହଙ୍ଗକା ଭତ୍ତା ବୃଦ୍ଧି ଘୋଷଣା କରିନାହାଁନ୍ତି । ତେବେ ଏହାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି…