Browsing Category

ବାଣିଜ୍ୟ

ଶସ୍ତା ସୁନା କିଣିବାର ସୁବର୍ଣ୍ଣ ସୁଯୋଗ: ଲଗାତାର କମୁଛି ଦାମ୍, ଚେକ୍ କରନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ସପ୍ତାହର ଶେଷ ଦିନରେ ସୁନା ଓ ରୂପାର ଦାମ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଏହି ସପ୍ତାହରେ ଲଗାତାର ୪ ଦିନ ସୁନା ଦାମ ହ୍ରାସ ପାଉଛି । ଦେଖିବାକୁ ଗଲେ ରେକର୍ଡ ହାଇରୁ ଏବେ ୮ ହଜାର ଟଙ୍କା ଶସ୍ତାରେ…

୨୪ ଜୁନରେ ଲଞ୍ଚ ହେବ Windowsର ପରବର୍ତ୍ତୀ ସଂସ୍କରଣ

ନୂଆଦିଲ୍ଲୀ: ଚଳିତ ମାସରେ Microsoft ଏହାର Windows ଅପରେଟିଂ ସିଷ୍ଟମର ‘ପରବର୍ତ୍ତୀ ଜେନେରେସନ୍'  ଲଞ୍ଚ କରିବାକୁ ଯାଉଛି। ଏନେଇ ଜୁନ୍ ୨୪ତାରିଖ ରାତି ୮.୩୦ ରେ ଏକ ଭର୍ଚୁଆଲ୍ ଇଭେଣ୍ଟ ଆୟୋଜନ କରିବ ବୋଲି କମ୍ପାନୀ…

ବଜାରକୁ ଆସିଲା ମର୍ସିଡିଜ୍‌-ବେଞ୍ଜର AMG GLA-35 କାର୍‌, ଜାଣନ୍ତୁ ଏହାର ବଜାର ମୂଲ୍ୟ କେତେ ?

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ବଜାରକୁ ଆସିଲା ମର୍ସିଡିଜ୍‌-ବେଞ୍ଜର ନୂଆ ମଡେଲ କାର୍‌ । ଏହି ମଡେଲର ନାମ ରହିଛି ମର୍ସିଡିଜ୍‌-ବେଞ୍ଜ ଏଏମ୍‌ଜି ଜିଏଲ୍‌ଏ-୩୫ । ଏହାର ବଜାର ମୂଲ୍ୟ ଏବେ ୫୭ ଲକ୍ଷ ୩୦ ହଜାର…

ପେଟ୍ରୋଲ-ଡିଜେଲ୍ ଦର ଭାଙ୍ଗିଲା ସବୁ ରେକର୍ଡ: ମେ ମାସରେ ମହଙ୍ଗା ହେଲା ୪.୧୭ ଟଙ୍କା, ଜାଣନ୍ତୁ ଆଜି କେତେ ବଢିଲା ତେଲ ଦାମ

ନୂଆଦିଲ୍ଲୀ : ଗୋଟିଏ ପଟେ କରୋନା ମହାମାରୀ କାରଣରୁ ଲାଗୁ ଲକଡାଉନ ଲୋକଙ୍କ ଜୀବନ ଦୁର୍ବିସହ କରିଥିବା ବେଳେ ଅନ୍ୟ ପଟେ ତୈଳ ଦର ବୃଦ୍ଧି ବେଡି ଉପରେ କରଡା ମାଡ ସଦୃଶ ହୋଇଛି । ସଙ୍କଟ ସମୟରେ ଯେଉଁଠି ଦାମ କମ କରାଯାଇ…

ରେପୋ ରେଟ୍ ୪% ଅପରିବର୍ତ୍ତିତ ରଖିଲା ଆରବିଆଇ, ଜିଡିପି ଅଭିବୃଦ୍ଧି ୯.୫ ପ୍ରତିଶତକୁ ଖସିଲା

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧହାର ସ୍ଥିର ରହିବ ବୋଲି ନେଇ ପୂର୍ବରୁ ଆଶା କରାଯାଉଥିଲା । ତେବେ ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କୋଭିଡ୍-୧୯କୁ…

ରେନୋ ଟ୍ରାଇବରକୁ ୪-ଷ୍ଟାର ଆଡଲ୍ଟ ଓ ୩-ଷ୍ଟାର ଚାଇଲ୍ଡ୍‌ ରେଟିଂ ଦେଲା ଗ୍ଲୋବାଲ୍‌ ଏନ୍‌କ୍ୟାପ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ରେନୋ ଇଣ୍ଡିଆର ଅଲ୍‌ଟ୍ରା ମଡୁଲାର ଓ ସୁର ସ୍ପେଶିୟସ - ରେନୋ ଟ୍ରାଇବରକୁ ଆଡଲ୍ଡ ଅକୁପାଣ୍ଟ ପ୍ରୋଟେକ୍‌ସନ କ୍ଷେତ୍ରରେ ୪-ଷ୍ଟାର ଓ ଚାଇଲ୍ଡ ଅକୁପାଣ୍ଟ ପ୍ରୋଟେକ୍‌ସନ କ୍ଷେତ୍ରରେ…

ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର: ପୁଣି ବଦଳିଲା ବ୍ୟାଙ୍କ ବନ୍ଦ ହେବାର ସମୟ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ପ୍ରଭାବ ଯୋଗୁଁ ବ୍ୟାଙ୍କଗୁଡିକ ନିଜର କାମ କରିବା ସମୟ ହ୍ରାସ କରିଛନ୍ତି । କିନ୍ତୁ ୧ ଜୁନରୁ ରାଜ୍ୟଗୁଡିକରେ ଲଗାଯାଇଥିବା କଟକଣାକୁ ଟିକେ କୋହଳ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି…

କୋଭିଡର ଆର୍ଥିକ ପ୍ରଭାବ: ରୋଜଗାର ହରାଇଲେ ଏକ କୋଟି ଲୋକ, ୯୭ % ପରିବାରଙ୍କ ଆୟ ହ୍ରାସ

ନୂଆଦିଲ୍ଲୀ : କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହର ଦେଶକୁ ତଳିତଳାନ୍ତ କରିବା ସହ ଲୋକଙ୍କ ରୋଜଗାର ଉପରେ ଜୋରଦାର ପ୍ରହାର କରିଛି । ଦ୍ୱିତୀୟ ଲହର କାରଣରୁ ଦେଶରେ ଏକ କୋଟିରୁ ଅଧିକ ଲୋକଙ୍କୁ ଚାକିରି ହରାଇବାକୁ ପଡିଛି…

କରୋନା କାଳରେ ପୁଣି ବଢିଗଲା ସୁନା-ରୂପା ଦାମ୍‌: ଜାଣନ୍ତୁ ଆଜିର ରେଟ୍‌

ନୂଆଦିଲ୍ଲୀ: ମାସର ପ୍ରଥମ ଦିନରେ ସୁନା-ରୂପାର ଦାମରେ ବୃଦ୍ଧି ଦେଖିବାକୁ ମିଳିଛି । ମଙ୍ଗଳବାର ଅର୍ଥାତ୍ ଆଜି ଦିନରେ ସୁନାର ଦାମ୍ ୩୯୦ ଟଙ୍କା ବଢିଥିବା ବେଳେ ରୂପା ଦାମରେ ବି ପରିବର୍ତ୍ତନ ଆସିଛି । ରୂପାର ଦାମ ୧୦୭୮…

EPFO ନିୟମରେ ପରିବର୍ତ୍ତନ: ଏଣିକି କରୋନା ଚିକିତ୍ସା ପାଇଁ ଆପଣ PFରୁ ଉଠାଇପାରିବେ ଟଙ୍କା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଯୋଗୁଁ ପୁଣି ଥରେ ଲକଡାଉନ୍ ଓ ଚାକିରି ଯିବାର ଲୋକଙ୍କ ସାମ୍ନାରେ ଆର୍ଥିକ ସଙ୍କଟ ଉପୁଜିଛି । ଏଭଳି ପରିସ୍ଥିତିରେ ଯଦି କୌଣସି ବ୍ୟକ୍ତି କରୋନା ପଜିଟିଭ ହୁଅନ୍ତି, ତେବେ…