Browsing Category

ନିଯୁକ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣ୍ଟିିଲେ ୫୧,୦୦୦ ଜଣଙ୍କୁ ନିଯୁକ୍ତି ପତ୍ର, ଏହି ଅବସରରେ ସମସ୍ତଙ୍କୁ ଦେଶର ଅମୃତରକ୍ଷକ ବୋଲି ସମ୍ବୋଧନ କଲେ…

 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୋଜଗାର ମେଳାରେ ଭିଡିଓ କନଫରେନ୍ସ ଜରିଆରେ ନବନିଯୁକ୍ତ କର୍ମୀଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ…

ଆଜି ୫୧,୦୦୦ ଜଣଙ୍କୁ ମିଳିବ Appointment Letter: ୪୫ଟି ଜାଗାରେ ହେବ ରୋଜଗାର ମେଳା

ନୂଆଦିଲ୍ଲୀ: ୧୦ ଲକ୍ଷ କର୍ମଚାରୀଙ୍କ ଭର୍ତ୍ତି ପାଇଁ ଜାରି ରହିଥିବା ରୋଜଗାର ମେଳା ଅଭିଯାନରେ ଆଜି ଆଉ ଏକ ଐତିହାସିକ କାହାଣୀ ଲେକିବେ ପ୍ରଧାନମନ୍ତ୍ରୀ । ନୂଆ କରି ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ଯୁବକ-ଯୁବତୀଙ୍କୁ…

ଅଗଷ୍ଟ ୨୮ରେ ରୋଜଗାର ମେଳା: ୫୧୦୦୦ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ସୂଚନା ଅନୁସାରେ ଅଗଷ୍ଟ ୨୮ରେ ଏଥିପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।…

OPTCL ଜାରି କଲା ନିଯୁକ୍ତି ବିଜ୍ଞପ୍ତି: ଟ୍ରେନିଂ ସମୟରେ ପ୍ରାର୍ଥୀଙ୍କୁ ମିଳିବ ୫୦ ହଜାର ଷ୍ଟାଇପେଣ୍ଡ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ…

ଏହି କଲେଜରୁ କରନ୍ତୁ ସ୍ନାତକ, ୬୧ ଲକ୍ଷରୁ ଅଧିକ ପ୍ୟାକେଜରେ ମିଳିଯିବ ଚାକିରୀ

ନୂଆଦିଲ୍ଲୀ:ଦ୍ୱାଦଶ ପରୀକ୍ଷା ସରିବା ପରେ ଅଧିକାଂଶ ଛାତ୍ରଛାତ୍ରୀ ଇଂଜିନିୟରିଂ କିମ୍ବା ମେଡିକାଲ କଲେଜରେ ଆଡମିଶନ ନେଇଥାନ୍ତି । ଏହାପରେ ବି ବହୁ ଛାତ୍ରଛାତ୍ରୀ ସ୍ନାତକ ଶ୍ରେଣୀରେ ଆଡମିଶନ ନେଇଥାନ୍ତି । ସ୍ନାତକ…

ଭୁବନେଶ୍ୱର ମହାନଗର ନିଗମ ପାଇଁ ୪୧୬ଟି ପଦବୀକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶା ଭାସ୍କର: ଭୁବନେଶ୍ୱର ମହାନଗର ନିଗମ-ବିଏମ୍‍ସିକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି । ପୂର୍ବରୁ ବିଏମ୍‍ସିରେ ୨୧୦ଟି ଅନୁମୋଦିତ…

ମେଡ଼ିକାଲରେ ଚାକିରି କରିବାକୁ ଚାହୁଁଛନ୍ତି କି ? +୨ ପାସ୍ କରିଥିଲେ କରନ୍ତୁ ଆବେଦନ

ଭୁବନେଶ୍ୱର: AIIMS ମଙ୍ଗଳଗିରିରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ aiimsmangalagiri.edu.in କୁ ଯାଇ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ୨୬…

ଖୁସି ଖବର; ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାରେ ନିଯୁକ୍ତି କ୍ଷେତ୍ରକୁ ବର୍ତମାନ ଅଧିକ ଗୁରୁତ୍ୱ ଦେଉଛନ୍ତି ଓଡିଶା ସରକାର । ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ…

କେନ୍ଦ୍ର ସରକାର ପ୍ରକାଶ କଲେ ବିଜ୍ଞପ୍ତି: ଅନୁବାଦ ଜାଣିଥିଲେ କରିପାରିବେ ସରକାରୀ ଚାକିରି

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଯଦି ଆପଣମାନେ ଅନୁବାଦ ଜାଣିଥିବେ ତେବେ ଏହି ଚାକିରି ଆପଣଙ୍କୁ ମିଳିପାରିବ । କେନ୍ଦ୍ର ସରକାରଙ୍କ କର୍ମଚାରୀ ଚୟନ ଆୟୋଗ…

ଦଶମ, ଦ୍ୱାଦଶ, ଆଇଟିଆଇ ଓ ଡିପ୍ଲୋମା ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ: ଓଡ଼ିଶା ସରକାର ଦେଉଛନ୍ତି ଚାକିରି

ସରକାରୀ ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଓଡ଼ିଶା ଜଳ ବିଦ୍ୟୁତ ନିଗମ ଲିଃ (ଓଚପିସି) ପକ୍ଷରୁ ୧୭୭ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପାର୍ଥୀଙ୍କୁ ଟେକ୍ନିକାଲ…