fbpx
Browsing Category

ଶିକ୍ଷା

ବାହାରିଲା ଜେଇଇ ମେନ ରେଜଲ୍ଟ, ପରୀକ୍ଷା ଦେଇଥିଲେ ୮ଲକ୍ଷ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ନେସନାଲ ଟେଷ୍ଟିଂଗ ଏଜେନ୍ସି ତରଫରୁ ଜଏଣ୍ଟ ପ୍ରଦେଶ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ ... କୁ ଯାଇ ରେଜଲ୍ଟ ଚେକ କରିପାରିବେ । ପ୍ରଥମ ସେସନରେ ଜେଇଇ ମେନ ୨୦୨୩…

C-DAC ପକ୍ଷରୁ ବାହାରିଲା ୫୭୦ଟି ପଦବୀ: ଦେଶର ବିଭିନ୍ନ ସହରରେ ଦିଆଯିବ ପୋଷ୍ଟିଂ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ସେଣ୍ଟର ଫର ଡେଭଲପମେଣ୍ଟ ଅଫ୍ ଆଡଭାନ୍ସାଡ କମ୍ପ୍ୟୁଟିଂ (ସି-ଡାକ) ପକ୍ଷରୁ ୫୭୦ଟି ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ପ୍ରୋଜେକ୍ଟ…

ଚିକିତ୍ସା ପାଇଁ ଦିଲ୍ଲୀ ଯାତ୍ରା କଲେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଲକ୍ଷ ଲକ୍ଷ ସିନେପ୍ରେମୀଙ୍କୁ ହସାଉଥିବା ଓ କନ୍ଦାଉଥିବା ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା । ପିଣ୍ଟୁଙ୍କର ସ୍ୱାସ୍ଥ୍ୟ…

ଋତୁସ୍ରାବ ସମୟରେ ଝିଅ ମାନଙ୍କୁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମିଳିବ କି ଛୁଟି ? ଜାଣନ୍ତୁ, କଣ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନରେ ମହିଳା ଏବଂ ବାଳିକାମାନଙ୍କ ପାଇଁ ମାସିକ ଛୁଟି ନେଇ ଏକ ବିଲ୍ ଆଣିବାକୁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। କେନ୍ଦ୍ର ରାଜ୍ୟ ଶିକ୍ଷା ମନ୍ତ୍ରୀ ସୁଭାଷ ସରକାର ଲୋକସଭାରେ ଏକ ପ୍ରଶ୍ନର…

ଚାକିରିରୁ ଛଟେଇ ଚାଲିଥିବା ବେଳେ ଆସିଲା ଖୁସିଖବର: ଭାରତରେ ୩୦,୦୦୦ ଲୋକଙ୍କୁ Jobs ଦେବ PWC India

ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ ୩୦,୦୦୦ ରୁ ଅଧିକ ବେକାର ଲୋକଙ୍କୁ ଚାକିରି ଦେବାକୁ ପିଡବ୍ଲୁସି ଇଣ୍ଡିଆ ନିଷ୍ପତ୍ତି ନେଇଛି । PWC India ୩୦,୦୦୦ ନୂଆ ଚାକିରି ଯୋଡିବାକୁ ଯୋଜନା ଘୋଷଣା କରିଛି ଏବଂ ୨୦୨୮ ସୁଦ୍ଧା…

ଗ୍ରାମୀଣ ବିକାଶ ବିଭାଗରେ ଡ୍ରାଇଭର, ଆସିଷ୍ଟାଣ୍ଟ ସମେତ ଅନେକ ପଦବୀରେ ନିଯୁକ୍ତି: ୪୦ ହଜାର ପର୍ଯ୍ୟନ୍ତ ରୋଜଗାର କରିବାର ସୁଯୋଗ

ନୂଆଦିଲ୍ଲୀ: ପଞ୍ଚାୟତ ଏବଂ ଗ୍ରାମୀଣ ବିକାଶ ବିଭାଗ ଅଧୀନରେ ବିଭିନ୍ନ ପଦବୀରେ ନିଯୁକ୍ତି ବାହାରିଛି । ପଶ୍ଚିମବଙ୍ଗ ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଆସୁଥିବା ବିସ୍ତୃତ କ୍ଷେତ୍ର ବିକାଶ ନିଗମ ଏକ…

ମାର୍ଚ୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ; ମୋଟ ୫୩୩୭୧୨ଛାତ୍ରଛାତ୍ରୀ ଦେବେ ବୋଡ ପରୀକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୦ତାରିଖରୁ ଆରମ୍ଭ ହେବ । ଏଥିନେଇ ପରିଷଦ ପକ୍ଷରୁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ମାଟ୍ରିକ୍ ପରୀକ୍ଷା…

AIASL ପକ୍ଷରୁ ବାହାରିଲା ୧୬୬ଟି ପଦବୀ: ପ୍ରାର୍ଥୀଙ୍କୁ ମିଳିବ ବଢ଼ିଆ ଦରମା

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ ଲିମିଟେଡ (ଏଆଇଏଏସଏଲ) ପକ୍ଷରୁ ୧୬୬ଟି ପଦବୀ ନିମନ୍ତେ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ…

ଦଶମ ପାସ୍ ପାଇଁ କନଷ୍ଟେବଳ ପଦବୀରେ ବାହାରିଲା ନିଯୁକ୍ତିର ସୁଯୋଗ , ଶୀଘ୍ର କରନ୍ତୁ ଆବେଦନ

ଆସାମ ରାଜ୍ୟ ସ୍ତରୀୟ ପୋଲିସ ନିଯୁକ୍ତି ବୋର୍ଡ (SLPRB) ଖୁବ ଶୀଘ୍ର କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିବାକୁ ଯାଉଛି। ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି ସେମାନେ ଆସାମ ପୋଲିସ୍…

Central Bank of Indiaରେ ବାହାରିଲା ନିଯୁକ୍ତିର ସୁଯୋଗ, ମହିଳା ମାନଙ୍କୁ ଦେବାକୁ ପଡିବ ନାହିଁ ଆବେଦନ ଶୁଳ୍କ

ନୂଆଦିଲ୍ଲୀ:ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନିଯୁକ୍ତିର ସୁଯୋଗ ବାହାରିଛି । ଯେଉଁ ମାନେ ଏହି ପଦବୀ ପାଇଁ ଆଶାୟୀ ଅଛନ୍ତି ସେମାନେ ଏହିପଦ ପାଇଁ ଆବେଦନ କରିପାରିବେ । ଚିଫ ମ୍ୟାନେଜର୍ ସ୍କେଲ୍ ଚତୁର୍ଥ ଏବଂ ସିନିୟର…