fbpx
Browsing Category

ଶିକ୍ଷା

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଲାଗୁ ହେଲା ଡ୍ରେସ କୋଡ,ଏହା ସହିତ ଲାଗୁ ହେଲା ଅନ୍ୟ କଟକଣା

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଲାଗୁ ହେଲା ଡ୍ରେସ କୋଡ । ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଦ୍ୱାରା ନିଆ ଗଲା ଏହି ଅଭିନବ ନିଷ୍ପତ୍ତି ।ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି ।…

OPSCତରଫରୁ ବାହାରିଲା ବିଜ୍ଞପ୍ତି, ୫୭ ସିଭିଲ୍‌ ଜଜ୍ ପଦ ପୂରଣ ପାଇଁ ହେବ ପରୀକ୍ଷା

ଭୁବନେଶ୍ୱର: ଆୟୋଗ ଓଡ଼ିଶା (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍)- ୨୦୨୨ର ୫୭ଟି ସିଭିଲ ଜଜ୍ ପଦ ପୂରଣ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ୧୭ ତାରିଖରୁ ଆବେଦନ ପ୍ରକ୍ରିୟା…

BSFରେ ଖାଲି ଅଛି ୧୪୧୦ଟି ପଦବୀ: ଦଶମ ଓ ITI ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । ସୀମା ସୁରକ୍ଷା ବଳ (ବିଏସଏଫ) ମହାନିର୍ଦ୍ଦେଶକଙ୍କ ତରଫରୁ ୧୪୧୦ଟି ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ କନଷ୍ଟେବଳ (ଟ୍ରେଡସମ୍ୟାନ) ପଦରେ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ‘ମୋ ସରକାର’ ଅଧିନକୁ ଗଲା ଆଉଟସୋର୍ସିଂ ସଂସ୍ଥା, ଉପକୃତ ହେବେ ଲକ୍ଷ ଲକ୍ଷ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଆଉଟସୋର୍ସିଂ ସଂସ୍ଥାମାନଙ୍କରେ ବହୁ ସଂଖ୍ୟକ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି । ତେବେ ଏପରି ଲକ୍ଷାଧିକ କର୍ମଚାରୀଙ୍କ ହିତକୁ ଦୃଷ୍ଟିରେ ରଖି…

NEET-PG 2023: ଡାକ୍ତରୀ ଛାତ୍ରମାନଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର, MBBS ଇଣ୍ଟର୍ନସିପ୍ ଶେଷ ତାରିଖ ଘୁଞ୍ଚାଇଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ MBBS ଆଶାୟୀମାନଙ୍କ ପାଇଁ ଜୁନ୍ ୩୦ ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଏକ ବର୍ଷ ବାଧ୍ୟତାମୂଳକ ଇଣ୍ଟର୍ନସିପ୍ ସମାପ୍ତ କରିବାକୁ କଟ୍ ଅଫ୍ ତାରିଖ ବୃଦ୍ଧି କରିଛନ୍ତି। ୫ଟି ରାଜ୍ୟ…

CAPFରେ ୮୩୦୦୦ ପଦବୀ ଖାଲି: ୩୩୦ ଦିନରେ ମିଳିବ ୬୪ ହଜାର ଚାକିରି

ନୂଆଦିଲ୍ଲୀ: ସେଣ୍ଟ୍ରାଲ ପୋଲିସ ଫୋର୍ସ (ସିଏପିଏଫ୍) ଏବଂ ଆସାମ ରାଇଫଲ୍ସରେ ୮୩୦୦୦ ରୁ ଅଧିକ ପଦବୀ ଖାଲି ଅଛି । ଏନେଇ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ସେ…

BROରେ ବାହାରିଲା ନିଯୁକ୍ତିର ସୁଯୋଗ: ୧୦ମ ପାସ୍ କରିପାରିବେ ଆବେଦନ, ପ୍ରତି ମାସରେ ମିଳିବ ୮୧୦୦୦ ଟଙ୍କା

ନୂଆଦିଲ୍ଲୀ: ବର୍ଡର ରୋଡ୍ ଅର୍ଗାନାଇଜେସନ୍ ଯଥା ବ୍ରୋରେ ବମ୍ପର ନିଯୁକ୍ତି ବାହାରିଛି। ବିଶେଷ କଥା ହେଉଛି ଦଶମ ପାସ୍ ସହିତ କିଛି ସାର୍ଟିଫିକେଟ୍ ଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ।ବର୍ତ୍ତମାନ,…

KVS, NVS, IIT, NIT : ସାରା ଦେଶରେ କେନ୍ଦ୍ରୀୟ ବିଦ୍ୟାଲୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୫୮୦୦୦ ପଦବୀ ଖାଲି

ନୂଆଦିଲ୍ଲୀ: ସାରା ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ଉଚ୍ଚଶିକ୍ଷା ସଂସ୍ଥାରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ୫୮,୦୦୦ ରୁ ଅଧିକ ପଦବୀ ଖାଲି ଅଛି । ସରକାର ଏହି ସୂଚନା…

ରେଲୱେ ଓ ଡାକ ବିଭାଗରେ ୪୨ ହଜାରରୁ ଅଧିକ ପଦବୀରେ ସିଧାସଳଖ ନିଯୁକ୍ତି: ଦଶମ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ରେଲୱେ ଏବଂ ପୋଷ୍ଟ ଅଫିସ ଯଥା ଡାକ ବିଭାଗର ଅନେକ ପଦବୀରେ ନିଯୁକ୍ତି ବାହାରିଛି । ଉତ୍ତର ପଶ୍ଚିମ ରେଲୱେ ପ୍ରାୟ ୨୦୦୦ ପଦବୀ…

LIC ADO Recruitment:LIC ADO ମେନ୍ ପରୀକ୍ଷା ସ୍ଥଗିତ, ଯାଞ୍ଚ କରନ୍ତୁ ନୂତନ କାର୍ଯ୍ୟସୂଚୀ;ଶୀଘ୍ର କରିନିଅନ୍ତୁ ଆବେଦନ

ନୂଆଦିଲ୍ଲୀ :ଜୀବନ ବୀମା ନିଗମ ଅଫ୍ ଇଣ୍ଡିଆ (LIC) ଆଜି ଆପ୍ରେଣ୍ଟିସ୍ ଡେଭଲପମେଣ୍ଟ ଅଫିସର (ADO) ନିଯୁକ୍ତି ପରୀକ୍ଷା ୨୦୨୩ କୁ ସ୍ଥଗିତ ରଖିଛି ।ଏହି ପରୀକ୍ଷା ଏପ୍ରିଲ ୮ ରେ ଅନୁଷ୍ଠିତ ହେବାର ଥିଲା ଯାହା ବର୍ତ୍ତମାନ…