Browsing Category

ଶିକ୍ଷା

ରାଗିଂ ପାଇଁ ୭ ଛାତ୍ର ସସପେଣ୍ଡ; କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ଦେଶ ତଥା ରାଜ୍ୟରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ରାଗିଂ ପରି ଅପରାଧିକ ଘଟଣା ବଢିବାର ଲାଗିଛି । ପୂର୍ବରୁ ଏହି ରାଗିଂ ପାଇଁ ଅନେକ ଛାତ୍ର ଛାତ୍ରୀଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ସେହିଭଳି ଏକ…

ପ୍ରକାଶ ପାଇଲା SSC CHSL 2022 ବିଜ୍ଞପ୍ତି: ପାଖାପାଖି ୪୫୦୦ ପଦବୀରେ ଦିଆଯିବ ନିଯୁକ୍ତି

ଷ୍ଟାଫ ସିଲେକ୍ସନ କମିସନ (ଏସଏସସି) ପକ୍ଷରୁ ମିଳିତ ଉଚ୍ଚ ମାଧ୍ୟମିକ ସ୍ତରୀୟ (ଦଶମ ଯୁକ୍ତ ଦୁଇ) ପରୀକ୍ଷା ବା ଏସଏସସି ସିଏଚଏସଏଲ ୨୦୨୨ର ବିଜ୍ଞପ୍ତି ଡିସେମ୍ବର ମାସ ୬ ତାରିଖରେ ପ୍ରକାଶ ପାଇଛି । ଏସଏସସି ସିଏଚଏସଏଲର…

Distance, Online ମୋଡ଼ରେ କରାଯାଉଥିବା କୋର୍ସକୁ ମିଳିବ ରେଗୁଲାର କୋର୍ସ ମାନ୍ୟତା: UGCର ନୂଆ ନିୟମ

ନୂଆଦିଲ୍ଲୀ: ଦେଶର କୌଣସି ୟୁନିଭରସିଟିରେ ମୁକ୍ତ ବା ଦୂରନିରନ୍ତର ଶିକ୍ଷା କୋର୍ସର ଶୁଭାରମ୍ଭ କରିବାକୁ ହେଲେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ମଞ୍ଜୁରୀ ନେବାକୁ ପଡ଼ିବ । ବିନା ମଞ୍ଜୁରୀରେ ଛାତ୍ରଛାତ୍ରୀଙ୍କୁ…

DPSର ମାନ୍ୟତା ରଦ୍ଦ: ଫିସ୍ ବୃଦ୍ଧି ପଡ଼ିଲା ମହଙ୍ଗା, କେଜ୍ରିୱାଲ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ, ଛାତ୍ର ଓ ଶିକ୍ଷକମାନେ ଏବେ କରିବେ କ’ଣ

ନୂଆଦିଲ୍ଲୀ: ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ) ଉପରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫିସ୍ ବୃଦ୍ଧି କାରଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଡିପିଏସ ରୋହିଣୀର ମାନ୍ୟତା…

THDC ପକ୍ଷରୁ ବାହାରିଲା ୧୩୫ଟି ପଦବୀ, ଡିସେମ୍ବର ୩୦ ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଟେହରି ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ ଇଣ୍ଡିଆ ଲିମିଟେଡ (ଟିଏଚଡିସି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଷ୍ଟେନୋଗ୍ରାଫର,…

NLC India Ltd ପକ୍ଷରୁ ବାହାରିଲା ୨୧୩ଟି ପଦବୀ, ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ନେଭେଲି ଲିଗ୍ନାଇଟ କର୍ପୋରେସନ (ଏନଏଲସି) ଇଣ୍ଡିଆ ଲିମିଟେଡ ପକ୍ଷରୁ ୨୧୩ଟି ପଦବୀ ପାଇଁ ଚାକିରି ବାହାରିଛି । ପ୍ରାର୍ଥୀଙ୍କୁ ଜୁନିୟର ଓଭରମ୍ୟାନ…

ରେଳ ବିଭାଗରେ ୨୫୨୧ ଟି ପଦବୀ ପାଇଁ ବାହାରିଲା ନିଯୁକ୍ତିର ସୁଯୋଗ; ବିନା ପରୀକ୍ଷାରେ ନିଯୁକ୍ତି, ଦଶମ ପାସ ମଧ୍ୟ କରିପାରିବେ ଆବେଦନ

ନୂଆଦିଲ୍ଲୀ : ମୁଖ୍ୟତଃ ସବୁ ଯୁବା ଏବେ ସରକାରୀ ଚାକିରୀ ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଭଲ ସୁଯୋଗ ଅଛି।  ଭାରତୀୟ ରେଳ ପଶ୍ଚିମ କେନ୍ଦ୍ରୀୟ ରେଳବାଇ…

କିଭଳି ହୁଏ IAS ଙ୍କ ପଦୋନ୍ନତି, କେଉଁ ବିଭାଗରେ ମିଳେ କାମ କରିବାକୁ ସୁଯୋଗ

ନୂଆଦିଲ୍ଳୀ: ବର୍ତ୍ତମାନ ସମୟରେ ପ୍ରଶାସନିକ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ବହୁ ଯୁବପିଢି ମନବଳାଉଛନ୍ତି । ଏହି ସେବାରେ ନିୟୋଜିତ ହୋଇ ସେମାନେ ଉଭୟ ଦେଶ ଆଉ ନିଜ ପାଇଁ କାର୍ଯ୍ୟ କରିବାକୁ ବଡ ଆଶା ରଖୁଛନ୍ତି ।…

OSSCରେ ବାହାରିଲା ୭ ହଜାରରୁ ଅଧିକ ଶିକ୍ଷକ ପଦବୀ, ଅନଲାଇନରେ ହେବ ଆବେଦନ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ୭୫୪୦ଟି ହାଇସ୍କୁଲ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ୪୮୪୮ଟି ସରକାରୀ ହାଇସ୍କୁଲରେ…

UPSC ଦ୍ୱାରା ଆୟୋଜିତ ହେବ ଇଣ୍ଡିଆନ୍ ରେଲୱେ ପରୀକ୍ଷା, ୨୦୨୩ ବର୍ଷରୁ ଆରମ୍ଭ ହେବ IRMSE

ନୂଆଦିଲ୍ଲୀ: ଭାରତୀୟ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ୱାରା ଇଣ୍ଡିଆନ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ ଏଗଜାମ (ଆଇଆରଏମଏସଇ) ଆୟୋଜିତ ହେବ । ଆସନ୍ତା ୨୦୨୩ ବର୍ଷଠାରୁ ଏହା ଆରମ୍ଭ ହେବ । ଆଇଆରଏମଏସଇ ପାଇଁ ନିଯୁକ୍ତି…