Browsing Category

ଅପରାଧ

ତେଜୁଛି ଭଦ୍ରକ ତିହିଡିର ନିର୍ବାଚନୀ ମାମଲା: ହିଂସାରେ ୨ ଗୁରୁତର

ଭଦ୍ରକ: ଭଦ୍ରକ ତିହିଡିରେ ଏବେ ନିର୍ବାଚନୀ ହିଂସା ବଢିବାରେ ଲାଗିଛି । ଏବେ ମାରପିଟରୁ ଆରମ୍ଭ ହୋଇ ଘଟଣା ଆକ୍ରମଣରେ ପହଞ୍ଚି ସାରିଲାଣି । ଏହ ହିଂସାର ଶିକାର ହୋଇ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଧାମନଗରରେ ଉପନିର୍ବାଚନ…

ଜେଲରୁ ମୁକୁଳିବେ ରେସଲର ସୁଶୀଲ କୁମାର! ଏହି ଅପିଲକୁ ମଞ୍ଜୁରୀ ଦେଲେ କୋର୍ଟ

ନୂଆଦିଲ୍ଲୀ: ରେସଲର ସାଗର ଧନଖେଡଙ୍କୁ ହତ୍ୟା ଅଭିଯୋଗରେ ସଜା କାଟୁଛନ୍ତି ରେସଲର ସୁଶୀଲ କୁମାର । କିନ୍ତୁ ଏବେ ତାଙ୍କର ଜେଲରୁ ମୁକୁଳିବାର ସମୟ ଆସିଯାଇଛି । ସୁଶୀଲଙ୍କର ଏକ ଅପିଲକୁ ମଞ୍ଜୁରୀ ଦେଇଛନ୍ତି ମାନ୍ୟବର କୋର୍ଟ…

୧୦୧ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ୬୮ ବର୍ଷୀୟ ସଇତାନ୍: ବ୍ୟବଚ୍ଛେଦ ଗୃହରେ ବି ୨୩ ଶବ ସହ…

ନୂଆଦିଲ୍ଲୀ: ଡବଲ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଦୋଷୀ ଅନେକ ମହିଳାଙ୍କ ଶବ ସହିତ ଯୌନ ଶୋଷଣ କରିଥିବା ଅଭିଯୋଗ ପ୍ରମାଣିତ ହୋଇଛି । ଏହି ମାମଲା ଇଂଲଣ୍ଡର କେଣ୍ଟ ଅଞ୍ଚଳରେ ଥିବା ଟନବ୍ରିଜ୍ ୱେଲ୍ସ…

ଚିକିତ୍ସାରେ ବି ଦଲାଲି! ଭୁବନେଶ୍ୱର ଏମ୍ସରୁ ୧୨ ଦଲାଲ୍ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ସବୁସ୍ଥାନରେ ଠକ, ଦଲାଲିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଯେଉଁମାନେ କିଛି ଟଙ୍କା ପାଇଁ ନିମ୍ନ ସ୍ତରକୁ ଖସିବାରେ ଲାଗିଛନ୍ତି । ଫିଲ୍ମ ହଲଠାରୁ ଆରମ୍ଭ କରି ଚିକିତ୍ସା କ୍ଷେତ୍ର…

ରାଜଧାନୀରେ ଚାଞ୍ଚଲ୍ୟ; ଭଡାଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର,ପୋଲିସର ଛାନଭିନ୍

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ହତ୍ୟା, ଆତ୍ମହତ୍ୟା ପରି ଘଟଣା ବଢିବାର ଲାଗିଛି । କିଏ ପାରିବାରିକ କାରଣକୁ ନେଇ ଏପରି ଚରମ ନିଷ୍ପତି ନେଉଛି ତ, ଆଉ କିଏ ଅନ୍ୟ କୌଣସି କାରଣ ପାଇଁ ଏପରି କାଣ୍ଡ ଘଟାଉଛନ୍ତି ।…

ଖାରଜ ହେଲା ଜାମିନ,ଜେଲରେ ରହିବେ ମନ୍ତ୍ରୀଙ୍କ ପୁତୁରା

ଭୁବନେଶ୍ୱର: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ଭିକିଙ୍କୁ ମିଳିଲା ନାହିଁ ଜାମିନ । ଅଭିଯୁକ୍ତ ଅମରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଜାମିନ ଖାରଜ । ଖାରଜ କଲେ ଜେଏମଏଫସି ରୁରାଲ କୋର୍ଟ । ରାସ୍ତା ରେ ଆଣ୍ଠେଇ…

ତଦନ୍ତ ଆରମ୍ଭ କଲା ED, ଖୋଲିବା ଅର୍ଚ୍ଚନା ନାଗ’ର ଅର୍ଥନୈତିକ ଅପରାଧ ଲିଙ୍କ୍‌

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବିରୁଦ୍ଧରେ ମାମଲାରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଏନେଇ ଇଡି ପକ୍ଷରୁ ମାମଲା ରୁଜୁ କରାଯାଇଛି । ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି…

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ ଜାରି, ନଭେମ୍ବର ୩ରେ ହେବ ପଚରାଉଚୁରା

ରାଞ୍ଚି: ବେଆଇନ ଖନନ ଏବଂ ମନ ଲଣ୍ଡ୍ରିଂ ମାମଲାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ ଜାରି। ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ନଭେମ୍ବର ୩ ତାରିଖ ୧୧ଟା ୩୦ରେ ପଚରା ଉଚୁରା ପାଇଁ ଡକାଇଛି। ଏହି…

ରାଜଧାନୀରେ ନିର୍ମମ କାଣ୍ଡ: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା । ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା ହୋଇଥିବା ନେଇ ଅଭଯୋଗ ହୋଇଛି । ଯାହାକୁ ନେଇ ଏବେ ମାମଲା ସରଗରମ ହୋଇଛି ।…

Chrome କୁ ନେଇ ଚେତାବନୀ ଦେଲା ଗୁଗୁଲ: କହିଲା ତୁରନ୍ତ କରନ୍ତୁ ଅପଡେଟ୍ !

ନୂଆଦିଲ୍ଲୀ: ଗୁଗୁଲ କ୍ରୋମ ଯଦି ଆପଣଙ୍କ ଦୈନନ୍ଦିନ ସର୍ଚ୍ଚ ପାର୍ଟନର ତେବେ ଏହି ଖବର ଟି ଆପଣଙ୍କ ପାଇଁ ନିହାତି ଜରୁରୀ । ‘ଗୁଗୁଲ’ କ୍ରୋମକୁ ନେଇ ଏକ ବିପଦଜ୍ଜନକ ବଗ ବିଷୟରେ ଉଚ୍ଚ ଏବଂ ଗମ୍ଭୀର ଚେତାବନୀ ଜାରୀ କରିଛି ।…