fbpx
Browsing Category

ମନୋରଞ୍ଜନ

You Will Cry, ଅନାବିଳ ସ୍ନେହ ଆଉ ଭଲପାଇବାର ଆଉ ଏକ ଦୃଶ୍ୟ: ଜେଜେ-ନାତୁଣୀଙ୍କ ଏହି ଭିଡିଓ

ଦୁନିଆରେ ସବୁ ସମ୍ପର୍କ ଭିତରେ ଖୁବ ନିଆରା ହୋଇଥାଏ ଜେଜେ-ନାତୁଣୀଙ୍କ ସମ୍ପର୍କ । ମଜା, ଥଟ୍ଟା, ଭଲ ପାଇବା ଆଉ ସ୍ନେହରେ ଭରା ଏହି ସମ୍ପର୍କର ସୂତାଖିଅ ଭାରି ମଜବୁତ ହୋଇଥାଏ । ଏମିତି ଜଣେ ଜେଜେ-ନାତୁଣୀଭ୍କର ଏକ ଭିଡିଓ…

ଅନ୍ଧଙ୍କୁ ରାସ୍ତା ପାର କରାଇଲେ ଟ୍ରାଫିକ ପୋଲିସ: ବୁଝାଇଦେଲେ ପ୍ରକୃତ ନାଗରିକର କର୍ତ୍ତବ୍ୟ

ଭୁବନେଶ୍ୱର: ଆଗିର ଏହି ସ୍ୱାର୍ଥପର ଦୁନିଆରେ ମଣିଷପଣିଆ ଏବଂ ମାନବିକତା ହଜିଗଲାଣି ବୋଲି କୁହାଯାଉଛି । କିନ୍ତୁ ଆଜି ଏମିତି ଏକ ଘଟଣା ଦେକିବାକୁ ମିଳିଛଇ ଯାହା ଏ ବାକ୍ୟଟିକୁ ସମ୍ପୂର୍ଣ୍ଣ ଭାବରେ ଭୁଲ ବୋଲି ପ୍ରମାଣ କରି…

ଅଲଗା ହେବେ ଚହଲ-ଧନଶ୍ରୀ! ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଆରମ୍ଭ ହେଲା ଟୁପଟାପ୍

ନୂଆଦିଲ୍ଲୀ: ପ୍ରେମ କରି ବାହାହେବା ଆଉ କିଛି ଦିନ ପରେ ବ୍ରେକଅପ୍ ହେବା ଏବେ ସେଲିବ୍ରେଟିଙ୍କର ଏକ ଫ୍ୟାସନରେ ପରିଣତ ହୋଇଗଲାଣି । ପୂର୍ବରୁ ଅନେକ କ୍ରିକେଟର, ଅଭିନେତା, ଅଭିନେତ୍ରୀଙ୍କ ସହ ଏପରି ଘଟିଥିବା ବେଳେ ଏଥିରେ…

(Video) ସମ୍ବଲପୁରୀ ଗୀତର ତାଳେ ତାଳେ ଅଙ୍ଗନୱାଡି ଦିଦିଙ୍କ ନାଚ: ଝୁମିଲେ ସଭିଏଁ…

ଖୁସିରେ ନାଚିଲେ ଅଙ୍ଗନୱାଡି ଦିଦି... ତାହା ପୁଣି ସମ୍ବଲପୁରୀ ଗୀତରେ... ଆଉ ତାଙ୍କ ନାଚରେ ଝୁମିଲେ ସାଥୀ ଅଙ୍ଗନୱାଡି ଦିଦି । ଗୀତର ତାଳେ ତାଳେ ପୁରା ମସଗୁଲ ହୋଇଯାଇଛନ୍ତ ଦିଦିମାନେ  । ସେ ପାଠ ପଢା ହେଉ କି ଅନ୍ୟ…

ବିଗିଡିଲା Raju Srivasthavଙ୍କ ସ୍ୱାସ୍ଥ୍ୟବସ୍ଥା: ବ୍ରେନ ଡେଡ୍ ଅବସ୍ଥାରେ, ହାର୍ଟରେ ବି ରହିଛି ସମସ୍ୟା

ମୁମ୍ବାଇ: ବଲିଉଡ ଜଗତର ଜଣାଶୁଣା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାରେ ପୁଣି ଅବନତି ଦେଖାଯାଇଛି । ପୁଣି ଥରେ ଖରାପ ଆଡକୁ ଗତି କରୁଛି ରାଜୁଙ୍କ ଅବସ୍ଥା । ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟବସ୍ଥା…

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉର ଏହି କଳାକାର: ‘କଫି ୱିଥ କରଣ ଶୋ’ରେ କରିଲେ ପ୍ରକାଶ

ମୁମ୍ବାଇ: ‘କଫି ୱିଥ କରଣ ଶୋ’ ସିଜନ ୭ର ନୂଆ ଅଧ୍ୟାୟ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ‘ଶୋ’ରେ ଆସିଥିବା ଅତିଥି ଭିକି କୌଶଲ ଏବଂ ସିଦ୍ଧାର୍ଥ ମହ୍ଲୋତ୍ରା ନିଜର ବୃତ୍ତିଗତ ଜୀବନ…

Bullet ଧରି କନ୍ୟା ଉଡାନ-ଛୁ: ବିବାହ ପୂର୍ବରୁ ଦୁଲହନଙ୍କ ଏଭଳି କାମ, Video ଭାଇରାଲ

ପ୍ରତ୍ୟେକ ମଣିଷ ପାଇଁ ବିବାହ ଦିନଟି ଖୁବ ସ୍ପେଶାଲ ଏବଂ ସ୍ମୃତିଭରା ହୋଇଥାଏ । ତେଣୁ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଅନେକ ଲୋକ କିଛି ଭିନ୍ନ କରିବା ପାଇଁ ଇଚ୍ଛାପ୍ରକାଶ କରିଥାନ୍ତି । ତେଣୁ ଆଜିକାଲି ବିବାହ…

Whatsapp DP କରିବ ପାଗଳ: ମାର୍କେଟରେ ଧୁମ ମଚାଇବ ହ୍ୱାଟ୍ସଆପର ଏହି ନୂଆ ଫିଚର

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ଲୋକଙ୍କୁ ଦିୱାନା ବନେଇ ଦେଇଛି ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ହ୍ୱାଟ୍ସଆପ । ତେଣୁ ଏହି କମ୍ପାନୀ ମଧ୍ୟ ୟୁଜରମାନଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଦମଦାର ଫିଚର ଲଞ୍ଚ କରୁଛି । ଏହାରି…

(Video) ଷ୍ଟାର ଦମ୍ପତି ବିବାଦ: ୧୫ ଦିନ ମଧ୍ୟରେ ଦିଲ୍ଲୀ ପୋଲିସରେ ହାଜର ହେବେ ବର୍ଷା, ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ନୂଆ ଅପଡେଟ୍ ଆସିଛି । ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ଅଭିନେତ୍ରୀ ବର୍ଷା । ଆସନ୍ତା ୧୫ ଦିନ ମଧ୍ୟରେ ହାଜର…

ମତେ ପୁରୁଷଙ୍କର ଆବଶ୍ୟକତା ନାହିଁ….. ଏଭଳି କହି ନିଜକୁ ବିବାହ କରିଲେ ଅଭିନେତ୍ରୀ

ମୁମ୍ବାଇଁ: ସମୟ ପରିବର୍ତ୍ତନ ହେଉଛି ଆଉ ଏହା ସହିତ ଲୋକ ମାନଙ୍କ ବିବାହକୁ ନେଇ ଚିନ୍ତାଧାରା ମଧ୍ୟ ପରିବର୍ତ୍ତନ ହେଉଛି । ଆଧୁନିକ ଦୁନିଆରେ ଏଭଳି ଅନେକ ଝିଅ ଅଛନ୍ତି ଯେଉଁମାନେ ଏକୁଟିଆ ରହୁଛନ୍ତି । କେବଳ ଏତିକି ନୁହେଁ…