
Browsing Category
ମନୋରଞ୍ଜନ
ପୁଣି ହସିବେ ପିଣ୍ଟୁ, ଏହି କଳାକାର ମାନେ ବଢାଇଲେ ସହାୟତାର ହାତ
ଭୁବନେଶ୍ୱର: ଓଡ଼ିଶା ଫିଲ୍ମ ଜଗତର ସୁପରିଚିତ କଳାକାର ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ସେ ଗତ ଫେବୃଆରୀ ୧ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡ଼ାକ୍ତରଙ୍କ କହିବା…
ବିଶିଷ୍ଟ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ଦେହାନ୍ତ; କିଛିଦିନ ପୂର୍ବେ ପଦ୍ମ ଭୂଷଣ ସମ୍ମାନରେ ହୋଇଥିଲେ ସମ୍ମାନିତ
ମୁମ୍ବାଇ:ବର୍ତ୍ତମାନ ସଂଗୀତ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହା ଜଣାବା ପରେ ସମଗ୍ର କଳା ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଜାତୀୟ ପୁରସ୍କାର ବିଜେତା କିମ୍ବଦନ୍ତୀ ଗାୟକ…
କାଷ୍ଟିଂ କାଉଚର ଶିକାର ହୋଇଥିଲେ ନୟନତାରା, ବଖାଣିଲେ ନିଜର ଅଭିଜ୍ଞାତା
ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କ ବଡ଼ ଖୁଲାସା। ଇଣ୍ଡଷ୍ଟ୍ରିରେ ସେ ମଧ୍ୟ କାଷ୍ଟିଂ କାଉଚର ଶିକାର ହୋଇଥିବା ନେଇ କହିଛନ୍ତି ଅଭିନେତ୍ରୀ। ସେ କହିଛନ୍ତି ତାଙ୍କୁ ଫିଲ୍ମରେ ଲିଡ୍ ରୋଲ୍ ଦେବା ବଦଳରେ ସାଲିସ୍ କରିବାକୁ…
ନୂଆ ଇତିହାସ ଲେଖିବ ‘Daman’: ଦେଶର ୫୦୦ଟି ହଲରେ ରିଲିଜ୍ ହେଲା ହିନ୍ଦି ଭର୍ସନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଦର୍ଶକଙ୍କ ହୃଦୟକୁ ଜୟ କରିବା ପରେ ଏବେ ଜାତୀୟ ସ୍ତରରେ ନୂଆ ଇତିହାସ ଲେଖିବାକୁ ଯାଉଛି ବାବୁସାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ଦମନ’ । ଗତବର୍ଷ ନଭେମ୍ବର ମାସ ୪ ତାରିଖରେ ରିଲିଜ୍…
(VIDEO) ଅକ୍ଳାନ୍ତଙ୍କ ଏକାଦଶରେ ଭାଇ ଝୁରି କାନ୍ଦୁଛନ୍ତି ଅଭିିନେତା ଅମ୍ଳାନ; ମନେପକାଉଛନ୍ତି ପିଲାଦିନର ଅଭୁଲା ସ୍ମୃତି
କଟକ:ଅକ୍ଳାନ୍ତ ମୃତ୍ୟୁକୁ ଚାହୁଁ ଚାହୁଁ ୧୦ ଦିନ ବିତିଗଲା । ଆଜି ହେଉଛି ଅକ୍ଳାନ୍ତଙ୍କ ଏକାଦଶ ଆଉ ଭାଇର ସ୍ମୃତିକୁ ମନେ ପକାଇ ଭୋ ଭୋ ହୋଇ କାନ୍ଦୁଛନ୍ତି ଅଭିନେତା ଅମ୍ଳାନ । ବାପା ମା ଙ୍କ ପରେ ଭାଇ ହିଁ ଥିଲା ତାଙ୍କର…
ଦାଦାସାହେବ ଫାଲକେ ପୁରସ୍କାର ବିଜେତା ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କ ପରଲୋକ , ୯୨ ବର୍ଷ ବୟସରେ ନେଲେ ଶେଷ ନିଶ୍ୱାସ
ନୂଆଦିଲ୍ଲୀ: ଟଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଅଭିନେତା କେ. ବିଶ୍ୱନାଥଙ୍କର ଗୁରୁବାର ରାତିରେ ୯୨ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ…
The Kapil Sharma Show ଛାଡ଼ିବେ ସିଦ୍ଧାର୍ଥ ସାଗର! ସାମ୍ନାକୁ ଆସିଲା କମେଡ଼ିଆନଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ: ଦି’ କପିଲ ଶର୍ମା ଶୋ’ରେ ଅଭିନୟ କରୁଥିବା କମେଡ଼ିଆନ ସିଦ୍ଧାର୍ଥ ସାଗରଙ୍କୁ ନେଇ ନିକଟରେ ଏକ ବଡ଼ ଚର୍ଚ୍ଚା ହେଉଛି । ସିଦ୍ଧାର୍ଥ ଶୋ’ ଛାଡ଼ିଦେବା ନେଇ ଚାରିଆଡ଼େ ଆଲୋଚନା ହେଉଛି । ସିଦ୍ଧାର୍ଥ ଦି’ କପିଲ ଶର୍ମା…
କମ୍ବ୍ୟାକ୍ରେ ଇତିହାସ ରଚିଲେ ଶାରରୁଖ ଖାନ୍: ‘ପଠାନ୍’ ପ୍ରଥମ ସପ୍ତାହରେ ରୋଜଗାର କଲା ୬୦୦ କୋଟି
ନୁଆଦିଲ୍ଲୀ: ସିଦ୍ଧର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ୟଶ ରାଜ ଫିଲ୍ମସ ପଠାନ ଘରୋଇ ତଥା ବିଦେଶ ବକ୍ସ ଅଫିସରେ ଐତିହାସିକ ରେକର୍ଡ ସୃଷ୍ଟି କରିବାରେ ଲାଗିଛି। କାରଣ ଏହା ସାତ ଦିନ ମଧ୍ୟରେ ସାରା ବିଶ୍ୱରେ ୬୩୪ କୋଟି ଟଙ୍କା…
ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର: ମେଡିକାଲରେ ଚାଲିଛି ଚିକିତ୍ସା
ଭୁବନେଶ୍ୱର: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ସେ ଏବେ ଯକୃତଜନିତ ରୋଗରେ ଆକ୍ରାନ୍ତ ଅଛନ୍ତି, ଫଳରେ ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ପିଣ୍ଟୁଙ୍କ ଅବସ୍ଥା ଗୁରୁତର…
ଅଭିନେତ୍ରୀ ପ୍ରଥମଥର ଦେଖାଇଲେ ଝିଅର ମୁହଁ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ
ନୂଆଦିଲ୍ଲୀ: ବଲିଉଡ଼ ତଥା ହଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ନିଜ ଝିଅର ମୁହଁ ଲୁଚାଇ ଆସୁଥିଲେ । ହେଲେ ଆଜି ତାଙ୍କ ଝିଅର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି । ଏଥର ଅଭିନେତ୍ରୀ…