Browsing Category

ମନୋରଞ୍ଜନ

ଛୁଆ ସହିତ ଏଗ୍ରିମେଣ୍ଟ କଲା ବାପା: ସର୍ତ୍ତ ମାନିଲେ ମିଳିବ ଏମିତି ପୁରସ୍କାର

ନୂଆଦିଲ୍ଲୀ: ଶିଶୁ ମାନେ ସାଧାରଣତଃ ଟିକେ ଦୁଷ୍ଟାମୀ କରିଥାନ୍ତି । ତେବେ ନିଜ ଛୁଆକୁ ସୁଧାରିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି ଜଣେ ପିତା । ଶିଶୁଟିକୁ ଦୁଷ୍ଟାମୀରୁ ଦୂରେଇ ରଖିବା ପାଇଁ ଏକ ଏଗ୍ରିମେଣ୍ଟ ସାଇନ୍…

ବଦଳିଗଲା ଅଭିନେତାଙ୍କ ଭାଗ୍ୟ, Paatal Lok 2 ପାଇଁ ମିଳିବ ୫୦ ଗୁଣା ଅଧିକ ଫିସ୍

ମୁମ୍ବାଇ: ଆମାଜନ ପ୍ରାଇମ୍ ର ଚର୍ଚ୍ଚିତ ୱେବ୍ ସିରିଜ୍ "ପାତାଳ ଲୋକ'ର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଜୟଦୀପ ଅହଲାୱତ ଏବେ ଚର୍ଚ୍ଚାରେ । ପାତାଳ ଲୋକ ପ୍ରଥମ ସିଜନରେ ଜବଦସ୍ତ ସଫଳତା ପରେ ପ୍ରଶଂସକ ଏହାର ଦ୍ୱତୀୟ…

ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଉପରେ ଆକ୍ସନ: ୭ କୋଟିର ସମ୍ପତ୍ତି ଜବତ କଲା ଇଡି

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଉପରେ ବଡ଼ ଆକ୍ସନ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଅଭିନେତ୍ରୀଙ୍କ ଜ୍ୟାକଲିନଙ୍କ ସମ୍ପତ୍ତି ଜବତ କରିଛି ଇଡି । ଇଡି ୭.୨୭ କୋଟି ଟଙ୍କାର ଫିକ୍ସ…

ବ୍ରିଟିଶ ଇଣ୍ଡିଆନ ସିଙ୍ଗର ତାଜଙ୍କର ଦେହାନ୍ତ, ଆଉ ଦେଖିବାକୁ ମିଳିବନି ‘ନାଚେଙ୍ଗ ସାରି ରାତ୍’ର ଡ୍ୟାନ୍ସ ଜଲୱା

ନୂଆଦିଲ୍ଲୀ: ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି । ଲୋକପ୍ରିୟ ବ୍ରିଟିଶ ଇଣ୍ଡିଆନ ସିଙ୍ଗର ତରସେମ ସିଂହ ସୈନୀଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କୁ ଲୋକମାନେ ଷ୍ଟେରିଓ ନେସନ ଭାବେ ଜାଣିଥିଲେ । ସେ ଗତ ଦୁଇବର୍ଷ ଧରି…

ଲକ୍ ଅପ୍ ଶୋ’ରେ ପୁନମ୍ ହେବେ ଟପଲେସ୍, ହଟ୍ ଅବତାର ଦେଖିବାକୁ ଗୋଟିଏ ସପ୍ତାହ ଅପେକ୍ଷା କରିବେ ଫ୍ୟାନ୍ସ

ନୂଆଦିଲ୍ଲୀ: ଅଭିନେତ୍ରୀ ପୁନମ ପାଣ୍ଡେ ନିଜର ହଟ୍ ଅନ୍ଦାଜକୁ ନେଇ ଅଧିକାଂଶ ସମୟରେ ବିବାଦ ଘେରରେ ରହିଥାନ୍ତି । ପୁନମ ଫ୍ୟାନ୍ସଙ୍କୁ କିଛି ନୂଆ ବୋଲ୍ଡ ଅବତାର ଦେଖାଇବାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ…

ଷ୍ଟୁଡିଓ ସଫାରୁ ସଫଳ ନାୟିକା ରବିନା ଟଣ୍ଡନ: ଜାଣନ୍ତୁ ତାଙ୍କର ପରଦା ପଛର କାହାଣୀ, କେମତି ବନିଥିଲେ ହିରୋଇନ୍

ମୁମ୍ବାଇ: କେଜିଏଫ୍‌-୨ ବର୍ତ୍ତମାନ ହଲ୍‌ରେ ଧମାଲ୍‌ କରୁଛି । ଏହାରି ମଧ୍ୟରେ ଫିଲ୍ମର କଳାକାରମାନଙ୍କ ଅଭିନୟକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରୁଛନ୍ତି । ହେଲେ ଅଭିନୟ ପାଇଁ ରବିନା ଟଣ୍ଡନଙ୍କୁ ବହୁତ ପ୍ରଶଂସା ମିଳିଛି…

ଓଡ଼ିଶାରେ କମାଲ୍ କରୁଛି ୟଶଙ୍କ କେଜିଏଫ୍-୨: ପଛରେ ପଡିଲା ବାହୁବଲୀ-୨ ଓ ୱାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବକ୍ସ ଅଫିସରେ ରାଜ କରୁଛନ୍ତି ରକି ଭାଇ । କେଜିଏଫ-୨ର ମାନିଆ ସମଗ୍ର ଦେଶରେ ଜାରି ରହିଥିବା ବେଳେ ଏଥିରୁ ବାଦ ପଡିନି ଓଡ଼ିଶା । ଓଡ଼ିଶା ବଜାରରେ ପ୍ରଥମ ଫିଲ୍ମ ଭାବରେ ୧୦ କୋଟି ଟଙ୍କା…

କିଚ୍ଚା ସୁଦୀପ କହିଲେ ମୁଁ ହିନ୍ଦି ଭାଷାକୁ ମାତୃଭାଷା ମାନେ ନାହିଁ, ଜବାବ ରଖିଲେ ଅଜୟ ଦେବଗନ

ମୁମ୍ବାଇ: ସାରା ଭାରତରେ ସାଉଥ୍ ଫିଲ୍ମର ଦବଦବା ବଢ଼ିଚାଲୁଥିବା ବେଳେ ବଲିଉଡ୍ ଫିଲ୍ମ କେଉଁଠି ନା କେଉଁଠି ପଛରେ ରହିଯାଉଛି । ଏହାରି ମଧ୍ୟରେ ଭାଷାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ଏହି ବିବାଦର ଆରମ୍ଭ ସାଉଥ୍…

‘କାଚ୍ଚା ବାଦାମ’ ରିଲ୍ସର ହଟ୍ ଗାର୍ଲ ଅଞ୍ଜଳୀଙ୍କର ଦୁଇଟି ବୟଫ୍ରେଣ୍ଡ! ଜାଣିବା ପରେ ମାଆ କ୍ରୋଧରେ କହିଲେ, ‘ଦୂରେଇ ରୁହ’

ନୂଆଦିଲ୍ଲୀ: ‘କାଚ୍ଚା ବାଦାମ’ ଗୀତର ରିଲ୍ସ ବନାଇ ରାତାରାତି ସୋସିଆଲ ମିଡ଼ିଆରେ ଅନେକ ଯୁବତୀ ଷ୍ଟାର ବନିଯାଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ଥିଲେ ହଟ୍ ଗାର୍ଲ ଅଞ୍ଜଳୀ ଆରୋରା । ବର୍ତ୍ତମାନ ସମୟରେ ଅଞ୍ଜଳୀ ଏକତା…

ଫ୍ୟାନ୍ସଙ୍କୁ ଦିୱାନା କରିଦେବେ ହଟ୍ କୁଇନ୍ ସାରା, ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସଚିନଙ୍କ ଝିଅ

ନୂଆଦିଲ୍ଲୀ: ବଲିଉଡରେ ଷ୍ଟାର କିଡଙ୍କର ଏଣ୍ଟ୍ରି କିଛି ନୂଆ ନୁହେଁ । ପୂର୍ବରୁ ଅନେକ ବିଗ ଷ୍ଟାରଙ୍କର ସନ୍ତାନମାନେ ବଲିଉଡରେ ନିଜର କମାଲ୍ ଦେଖାଇ ସାରିଛନ୍ତି । ଖୁବଶୀଘ୍ର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ…