Browsing Category
ମନୋରଞ୍ଜନ
ଆର୍ଯ୍ୟନ ଖାନଙ୍କ ରିୟା ଚକ୍ରବର୍ତ୍ତୀ ଲିଙ୍କ; ଜାଣନ୍ତୁ କଣ ରହିଛି କନେକ୍ସନ
ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନକୁ ଏନସିବି ପକ୍ଷରୁ ଗିରଫ କରାଯାଇଥିବା ବେଳେ ବର୍ତ୍ତମାନ ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ନାମ ଚର୍ଚ୍ଚାକୁ ଆସିଛି । ସିନେମା…
ବର୍ଷେ ଭିତରେ Disney India ରିଲିଜ୍ କରିବ ଏହି ସୁପରହିରୋ ଫିଲ୍ମ, ଜାଣନ୍ତୁ ପୂରା ଲିଷ୍ଟ୍
ନୂଆଦିଲ୍ଲୀ: Disney India ମଙ୍ଗଳବାର ଅର୍ଥାତ୍ ଅକ୍ଟୋବର ୫ ତାରିଖରେ ୨୦୨୧-୨୦୨୨ ମଧ୍ୟରେ ରିଲିଜ୍ ହେବାକୁ ଥିବା ସୁପର୍ ହିରୋ ଫିଲ୍ମର ପୂରା ଲିଷ୍ଟ ରିଲିଜ୍ କରିଛନ୍ତି । ଏନେଇ ଏକ ରିଲିଜିଂ ସ୍ଲେଟ୍ ଘୋଷଣା କରାଯାଇଛି…
ଇତିହାସରେ ପ୍ରଥମ: ମହାକାଶରେ ଶୁଟିଂ ହେବ ଫିଚର୍ ଫିଲ୍ମ, ମହାକାଶକୁ କରିବେ ୧୨ ଦିନିଆ ଯାତ୍ରା
ନୂଆଦିଲ୍ଲୀ: ଇତିହାସରେ ପ୍ରଥମ ଥର ପାଇଁ ମହାକାଶରେ ଶୁଟିଂ ହେବ ଫିଚର୍ ଫିଲ୍ମ। ରୁଷ୍ର ଚଳଚ୍ଚିତ୍ର ନିର୍ମାତା ମହାକାଶରେ ପ୍ରଥମ ଚଳଚ୍ଚିତ୍ର ସୁଟିଂ ପାଇଁ ପ୍ରୟାସ କରିବାକୁ ଯାଉଛନ୍ତି। ମଙ୍ଗଳବାର ଆନ୍ତର୍ଜାତୀୟ ସ୍ପେସ୍…
ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଓଡ଼ିଶାର ଜଣେ ଗିରଫ
ମୁମ୍ବାଇ: ସମୁଦ୍ର ମଝିରେ କ୍ରୁଜରେ ଚାଲିଥିବା ରେଭ୍ ପାର୍ଟି ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ଏହି ମାମଲାରେ ସଂପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ…
Shah Rukh Khanଙ୍କ ସହିତ ଭେଟିବାକୁ ପୁଅକୁ ନେବାକୁ ପଡ଼େ Appointment, NCB ସାମନାରେ ଆର୍ଯ୍ୟନ୍ କଲେ ଖୁଲାସା
ମୁମ୍ବାଇ: ବଲିଉଡ୍ ର କିଙ୍ଗଖାନ୍ ଶାହରୁଖ ଖାନ୍ ଅନେକ ଦଶକକୁ ଲୋକମାନଙ୍କ ମନୋରଞ୍ଜନ କରିଆସୁଛନ୍ତି । ଶାହରୁଖ ଖାନ୍ ନିଜ କାମରେ ସବୁବେଳେ ବ୍ୟସ୍ତ ଥାନ୍ତି । ଅଭିନୟ, ପ୍ରଡକ୍ସନ୍ ବ୍ୟତୀତ ଅନ୍ୟ କାମରେ ବି ସେ ବ୍ୟସ୍ତ…
ଆର୍ଯ୍ୟନ ଡ୍ରଗ୍ସ ମାମଲା: କ୍ରିପ୍ଟୋକରେନ୍ସି ଜରିଆରେ କ୍ରୁଜରେ କିଣାଯାଇଥିଲା ଡ୍ରଗ୍ସ, ଏହି ଦିଗରେ ଜୁନିଅର୍ ଖାନଙ୍କୁ କରାଯିବ ପ୍ରଶ୍ନ
ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏହି ମାମଲାରେ ଆର୍ଯ୍ୟନ ଖାନଙ୍କୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଏନସିବି ରିମାଣ୍ଡକୁ ନେଇଛି । ତେବେ ଶାହରୁଖ ଖାନ ନିଜ ପୁଅର…
ଦ୍ୱିତୀୟ ଥର ବିବାହ କଲେ ରାମ-ସୀତା, ଜାଣନ୍ତୁ କାରଣ
ଅନସ୍କ୍ରିନରେ ରାମ-ସୀତା ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ ଦେବିନା ବାନାର୍ଜୀ ଏବଂ ଅଭିନେତା ଗୁରମୀତ ଚୌଧୁରୀ ପୁଣିଥରେ ବିବାହ କରିଛନ୍ତି । ପୁଣିଥରେ ବିବାହ କରିଛନ୍ତି ଦେବିନା-ଗୁରମୀତ, ଯାହାର ଫଟୋ ଏବେ ସୋସିଆଲ…
୭ ତାରିଖ ଯାଏଁ NCB ରିମାଣ୍ଡରେ ଆର୍ଯ୍ୟନ
ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ରିମାଣ୍ଡ ଅବଧି ଆହୁରି ୩ ଦିନ ବଢାଇଛନ୍ତି କୋର୍ଟ । ଏନସିବି ପକ୍ଷରୁ ଆର୍ଯ୍ୟନଙ୍କ ୭ ଦିନିଆ ରିମାଣ୍ଡର ଦାବି କରାଯାଇଥିବା ବେଳେ ୩ ଦିନିଆ ରିମାଣ୍ଡ…
ବଢିଲା ଶାହରୁଖଙ୍କ ପୁଅ ଆର୍ଯ୍ୟନର ଅଡୁଆ: ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣ ନେଇ ମିଳିଲା ପ୍ରମାଣ; ମନ୍ନତରେ ହେବ ଏନସିବି ରେଡ୍
ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ପାଇଁ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଆର୍ଯ୍ୟନ ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣରେ ଲିପ୍ତ ଥିବା ନେଇ ପ୍ରମାଣ ମିଳିଥିବା କହିଛି ଏନସିବି । ଏହା ସହତ…
ଆର୍ୟନ ଡ୍ରଗ୍ସ କେସରେ ଫସିଲା ପରେ ସୁଟିଂ ସେଟ୍ ଛାଡ଼ିଛନ୍ତି କିଙ୍ଗ ଖାନ୍: ମାତ୍ର ଏବେ ବି ସଟ୍ ଦେଉଛନ୍ତି ଶାହରୁଖ…
ନୂଆଦିଲ୍ଲୀ: ମନୋରଞ୍ଜନ ଦୁନିଆରେ ଯଦି କୌଣସି ଅଭିନେତାଙ୍କର କିଛି ଅସୁବିଧା ହୁଏ, ତେବେ ଅନେକ ସମୟରେ ତାଙ୍କ ଜାଗାରେ ଅନ୍ୟ ଜଣେ ଅଭିନୟ କରିଥାନ୍ତି । ଏ ପରିପ୍ରେକ୍ଷୀରେ ଉକ୍ତ ଅଭିନେତାଙ୍କର ଡୁପ୍ଲିକେଟର ସାହାରା…