Browsing Category

Featured

ବ୍ଲାକମେଲ କରି ବାରମ୍ବାର ଦୁଷ୍କର୍ମ ମାମଲା ; ୫୦ ବର୍ଷୀୟ ବୃଦ୍ଧାଙ୍କୁ ହତ୍ୟା କଲା ୧୫ ବର୍ଷୀୟ ବାଳକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଜ୍ଜାଫାରପୁରରେ ଜଣେ ୧୫ ବର୍ଷୀୟ ବାଳକ ଜଣେ ୫୦ ବର୍ଷୀୟ ବୃଦ୍ଧାଙ୍କୁ ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି । ବାଳକଟିର ଅଭିଯୋଗ ରହିଛି ଯେ, ମୃତକ ଜଣକ ତାଙ୍କ ସହ ଦୁଷ୍କର୍ମ କରୁଥିଲେ…

ମହଙ୍ଗା ଘର ନିର୍ମାଣକୁ ଫୋକସ କରୁଛନ୍ତି ବିଲ୍ଡର, ଶସ୍ତା ବିଲ୍ଡିଂକୁ ମୁହଁ ବୁଲାଉଛନ୍ତି ଲୋକେ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଦେଶରେ ମହଙ୍ଗା ଘରର ଚାହିଦା ଖୁବ ଜୋରରେ ବଢିବାରେ ଲାଗିଛି । ଲୋକେ ବର୍ତ୍ତମାନ ଛୋଟ ଘରେ ରହିବାକୁ ପସନ୍ଦ କରୁନାହାନ୍ତି । ଜାନୁଆରୀ ରୁ ମାର୍ଚ୍ଚ ତ୍ରୟମାସିକରେ ୮ଟି ବଡ଼ ସହରରେ ୬୦ ଲକ୍ଷ ଟଙ୍କାର ଘର ଯୋଗାଣ…

୫୫ ଡିଗ୍ରୀ ତାପମାତ୍ରାରେ ଜଳୁଛି ରାଜସ୍ଥାନ: ଇଣ୍ଡୋ-ପାକ୍ ସୀମାରେ ଯବାନଙ୍କ ୨ ଗୁଣ ଯନ୍ତ୍ରଣା

ନୂଆଦିଲ୍ଲୀ: ରାଜସ୍ଥାନରେ ଭୟଙ୍କର ରୂପ ଧାରଣ କରିଛି ହିଟୱେଭ । ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଲୁ’ର ପ୍ରଭାବରେ ନିଆଁ ବୃଷ୍ଟି ହେବା ପରି ମନେ ହେଉଛି । ରାଜ୍ୟରେ ତାପମାତ୍ରା…

(Video) ମାର୍କେଟକୁ ଆସିଲା E-Spoon… ସୁଇଚ୍ ଅନ୍ କଲେ ଚାମଚରୁ ବାହାରିବ ଲୁଣ, ଦେଖନ୍ତୁ ଭିଡିଓ

ଓଡ଼ିଶା ଭାସ୍କର: ଆମେ ଖାଇବା ବେଳେ ଷ୍ଟିଲ ଚାମଚ ବ୍ୟବହାର କରିଥାଉ । ଚାମଚରେ ଖାଇବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି । ତେବେ ଚାମଚ ପସନ୍ଦ କରୁଥିବା ଲୋକମାନଙ୍କ ପାଇଁ ଏବେ ମାର୍କେଟକୁ ଆସିଛି ଏକ ସୁନ୍ଦର ଏବଂ ଡିଜିଟାଲ…

ନିଜ ବୀମା କମ୍ପାନୀକୁ ବନ୍ଦ କରିବ ପେଟିଏମ, IRDAIରୁ ଫେରାଇ ନେଲା ଆପ୍ଲିକେସନ

ନୂଆଦିଲ୍ଲୀ: ଫିନଟେକ ଫର୍ମ ପେଟିଏମ ନିଜ ବୀମା କମ୍ପାନୀ କରିବାର ସ୍ୱପ୍ନକୁ ଶେଷ କରିଛି । ଏଥିସହ ପେଟିଏମ ଜେନେରାଲ ଇନସୁରାନ୍ସ ଲିମିଟେଡ ସମାପ୍ତ ହୋଇଛି । ପେଟିଏମ ଇନସ୍ୟୁରାନ୍ସ ସେକ୍ଟରର ରେଗୁଲେଟର ଇରଡାକୁ ଦେଇଥିବା…

ଏଫ୍‌ଡି ଉପରେ ୯% ପାଖାପାଖି ସୁଧ ଦେଉଛନ୍ତି ଏହିସବୁ ବ୍ୟାଙ୍କ, ନିବେଶକ ହେଉଛନ୍ତି ମାଲାମାଲ

ନୂଆଦିଲ୍ଲୀ:ଦେଶର ୭ ବ୍ୟାଙ୍କ ଏଫଡିରେ ସୁଧ ହାରରେ ପରିବର୍ତ୍ତନ କରିଛି । ଫଳରେ ରିଟର୍ଣ୍ଣ ଲିମିଟ୍ ୯% ଟପିଯାଇଛି । ଏହି ବ୍ୟାଙ୍କ ମଧ୍ୟରେ ଏସ୍‌ବିଆଇ, ଡିସିବି ବ୍ୟାଙ୍କ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ, ଉତ୍କର୍ଷ ସ୍ମଲ…

Indian Railwaysରେ ବଡ଼ ନିଯୁକ୍ତି ସୁଯୋଗ: ୧ ହଜାରରୁ ଅଧିକ ଆପ୍ରେଣ୍ଟିସ ପଦ ପାଇଁ ବିଜ୍ଞପ୍ତି; କେବେ କରିବେ ଆବେଦନ?

ନୂଆଦିଲ୍ଲୀ: ସରକାରୀ ଚାକିରି ଖଣ୍ଡେ ପାଇବା ପାଇଁ ହଜାର ହଜାର ଯୁବପିଢୀ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଅନେକ ଯୁବକ-ଯବତୀଙ୍କ ଆଶା ପୂରଣ ହୋଇପାରୁନାହିଁ । ଏହାପରେ ବି ବାରମ୍ବାର ସରକାରୀ ଚାକିରି ପାଇଁ ପ୍ରସ୍ତୁତି…

ବେବୀ କେୟାର ହସ୍ପିଟାଲ ମାଲିକ ଗିରଫ, ନିଆଁ ଲାଗି ଯାଇଥିଲା ୭ ନବଜାତଙ୍କ ଜୀବନ

ନୂଆଦିଲ୍ଲୀ:ଦିଲ୍ଲୀ ପୋଲିସ ବିବେକ ବିହାରରେ ଥିବା ନ୍ୟୁ ବର୍ଣ୍ଣ ବେବୀ କେୟାର ହସ୍ପିଟାଲ ମାଲିକ ଡାକ୍ତର ନବୀନଙ୍କୁ ଗିରଫ କରିଛି । ପୂର୍ବ ଦିଲ୍ଲୀ ବିବେକ ବିହାରରେ ଶନିବାର ରାତିରେ ବେବୀ କେୟାର ସେଣ୍ଟରରେ ନିଆଁ…

କିଏ ହେବ I.N.D.I.A ମେଣ୍ଟର PM ପ୍ରାର୍ଥୀ? ଖଡ଼ଗେ କହିଲେ- ‘ଏହି ପ୍ରଶ୍ନ କୌନ ବନେଗା କରୋଡ଼ପତି ପରି’

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପଚରାଗଲା ଯଦି ଆପଣଙ୍କ ସରକାର ଗଠନ ହେବ ତେବେ I.N.D.I.A ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ? ଏଥିରେ କଂଗ୍ରେସର ଅଧ୍ୟକ୍ଷ ଉତ୍ତର ଦେଇ କହିଛନ୍ତି…

ବର୍ଷ ସାରା କରିବାକୁ ପଡିବନି ରିଚାର୍ଜ, ଆସିଲା ଜିଓର ସବୁଠାରୁ ଶସ୍ତା ବାର୍ଷିକ ପ୍ଲାନ୍‌

ଓଡ଼ିଶା ଭାସ୍କର: ଜିଓର ପ୍ରିପେଡ୍ ରିଚାର୍ଜ ସେଗମେଣ୍ଟରେ ଏକାଧିକ ଆକର୍ଷଣୀୟ ପ୍ଲାନ୍ ରହିଛି । ଏଠି ଆମେ ଆପଣଙ୍କୁ ସବୁଠାରୁ ଶସ୍ତା ଏକ ପ୍ଲାନ ବିଷୟରେ କହିବାକୁ ଯାଉଛୁ । ଜିଓର ଏହା ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍…