CHARIDHAM
Browsing Category

Featured

ଦିଲ୍ଲୀ ମଦ ଦୁର୍ନିତି ମାମଲା; କେଜ୍ରିୱାଲଙ୍କୁ ଜାମିନ୍!, ଆବେଦନ ଉପରେ ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ବହୁର୍ଚ୍ଚିତ ମଦ ଦୁର୍ନିତି ମାମଲାରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିପାରେ ଆଶ୍ୱସ୍ତିକର ଖବର । ବିଚାରଧୀନ ଅନ୍ତରୀଣ ଜାମିନ୍ ଆବେଦନ ଉପରେ ହୋଇପାରେ ଆଲୋଚନା ।…

୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା , ତାତିରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଉପକୂଳ ସହିତ କିଛି ସ୍ଥାନରେ କାଳ ବୈଶାଖୀ ନେଇ ପାଣିପାଗ ବିଭାଗ ସୂଚନା…

ରେକର୍ଡ କଲା ଏସସିବି: ପୂର୍ବ ଭାରତର ପ୍ରଥମ ସରକାରୀ ଡାକ୍ତରଖାନା ଭାବେ ସରକାରୀ ଖର୍ଚ୍ଚରେ ସମ୍ପୂର୍ଣ୍ଣ ହେଲା ପ୍ରଥମ ଲିଭର ପ୍ରତିରୋପଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଫଳତାର ନୂଆ ଫର୍ଦ୍ଦ ଯୋଡ଼ିଛି ଏସସିବି । ଏସସିବି ମେଡିକାଲ କଜେଲରେ ପ୍ରଥମ ଲିଭର ପ୍ରତିରୋପଣ ସଫଳତାର ସହ ସମାପ୍ତ ହୋଇଛି । ତିଗିରିଆର ଜଣେ ବ୍ୟକ୍ତିଙ୍କର…

(Video) ଜନ୍ମ କରି ଛୁଆକୁ ରାସ୍ତାରେ ପିଙ୍ଗିଦେଲା ମା’; ବ୍ୟାଗ୍‌ରୁ ନବଜାତ ଶିଶୁ ଉଦ୍ଧାର କରିଲେ ଏହି ବ୍ୟକ୍ତି

ବଲାଙ୍ଗିର: ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ଶିଶୁ କନ୍ୟା ଜନ୍ମ ହେଲା ବୋଲି ଛୁଆକୁ ପ୍ଲାଷ୍ଟିକ୍ ବ୍ୟାଗ୍‌ରେ ଭର୍ତିକରି ଗାଁ ମୁଣ୍ଡ ରାସ୍ତାରେ ପିଙ୍ଗି ଦେଲା ଜନ୍ମକଲା ମାଆ । କଇଁ କଇଁ ହୋଇ କାନ୍ଦି କାନ୍ଦି ବ୍ୟାଗ…

ଅରବିନ୍ଦ କେଜ୍ରିୱାଲ ମୋଦୀଙ୍କ ବିରୁଦ୍ଧରେ ବାରାଣସୀରୁ ହେବେ ପ୍ରାର୍ଥୀ! ଇଣ୍ଡିଆ ମେଣ୍ଟକୁ ଏହି ବଡ ନେତାଙ୍କ ପରାମର୍ଶ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟି ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲୋକସଭା ନିର୍ବାଚନ ଲଢିବା ଲାଗି ପରାମର୍ଶ ଦେଇଛନ୍ତି । ସମାଜବାଦୀ ପାର୍ଟି ନେତା ଆଇପି ସିଂହ…

ଅଯଥା ଖର୍ଚ୍ଚାନ୍ତରୁ ମୁକ୍ତି! ଆପଣଙ୍କର ବିଜୁଳି ବିଲ୍ ଅଧା ହୋଇଯିବ, ଘରେ ଲଗାନ୍ତୁ କମ୍ ଦାମର ୪ଟି ଡିଭାଇସ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନସାଧାରଣ ଅସହ୍ୟ ତାତିରେ ଛଟପଟ ହେଉଛନ୍ତି । ତେଣୁ ତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ ଥଣ୍ଡା ପାନୀୟ, ଲସି, ଆଇସକ୍ରିମ, ସରବତ ସେବନ…

ପୁଣି ଏଲଭିସ୍ ଯାଦବଙ୍କ ବଢିଲା ସମସ୍ୟା, ମନି ଲଣ୍ଡରିଂ କେସ୍‌ରେ ଇଡି ଦାଖଲ କଲା FIR

ନୂଆଦିଲ୍ଲୀ: ବିଗ୍ ବସ୍ ଓଟିଟି ୨ ବିଜେତା ତଥା ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ସମସ୍ୟା ଥମିବାର ନାଁ ଧରୁନାହିଁ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୌତମ ବୁଦ୍ଧ ପୋଲିସ ପକ୍ଷରୁ ତାଙ୍କ ବିରୁଦ୍ଧରେ ରୁଜୁ ସାପ ଜହର…

ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜାର ହତ୍ୟା ମାମଲାରେ କାନାଡାରେ ଗିରଫ ହେଲେ ୩ସନ୍ଦିଗ୍ଧ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜର ହତ୍ୟା ମାମଲାରେ ଶୁକ୍ରବାର ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି କାନାଡା ପୋଲିସ। ଗିରଫ ୩ ସନ୍ଦିଗ୍ଧଙ୍କୁ ଭାରତୀୟ ନାଗରିକ ବୋଲି କହିଛି କାନାଡା। ସେମାନେ ହେଲେ କରଣ…

(Video) ସୂର୍ଯ୍ୟ ପୃଷ୍ଠର ଅଦ୍ଭୂତ ଦୃଶ୍ୟ! ୧୦ ଲକ୍ଷ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଭୀଷଣ ଧମାକା, ESA ଜାରି କଲା ଭିଡିଓ

ନୂଆଦିଲ୍ଲୀ: ୟୁରୋପୀୟ ମହାକାଶ ସଂସ୍ଥା (ଏସା)ର ସୋଲାର ଆର୍ବିଟର ମହାକାଶ ଯାନ ନିକଟରେ ସୂର୍ଯ୍ୟ ପୃଷ୍ଠର ଏକ ବିସ୍ତୃତ ଭିଡିଓ ଜାରି କରିଛି । ଉକ୍ତ ଭିଡିଓରୁ ଆମର ତାରାମାନଙ୍କର ଗତିବିଧି ଓ ସରଞ୍ଚନା ବିଷୟରେ ଅନେକ ଗୁଢ଼…

ଓଡିଶାରେ ଜୟଶଙ୍କର, କର୍ମୀଙ୍କୁ ଦେବେ ଗୁରୁଜ୍ଞାନ

ଭୁବନେଶ୍ୱର: ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ସେ ଆଜି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ପ୍ରୋଗ୍ରାମରେ ଯୋଗ ଦେବାର ସୂଚନା ରହିଛି । ଜୟଶଙ୍କର ଭୁବନେଶ୍ୱର ସମତେ କଟକ…