
Browsing Category
Featured
ଜନସନ ଆଣ୍ଡ ଜନସନ ଟାଲ୍କ କ୍ୟାନ୍ସର ମାମଲା: ସମାଧାନ ପାଇଁ ୬.୫ ବିଲିୟନ ଡଲାର ଦେବ କମ୍ପାନୀ
ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନ ବୁଧବାର ଦିନ ଖୁଲାସା କରିଛି ଯେ, ସେ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକାଂଶ ମୋକଦ୍ଦମାକୁ ସମାଧାନ କରିବା ଲାଗି ୨୫ ବର୍ଷ ମଧ୍ୟରେ ୬.୫ ବିଲିୟନ ଡଲାର ଦେବାକୁ ଯୋଜନା କରିଛି । ଯେଉଁଥିରେ…
ଭୁଲରେ ବି Fridgeରେ ରଖନ୍ତୁ ନାହିଁ ଚକଟା ଅଟା, ଦେଖାଦେଇପାରେ ଏହି ସ୍ୱାସ୍ଥ୍ୟ ସମସ୍ୟା
ଓଡ଼ିଶା ଭାସ୍କର: ଆଜିକାଲି ଉଭୟ ଦମ୍ପତ୍ତି କର୍ମଜୀବୀ । ତେଣୁ ସବୁଦିନ ରୋଷେଇ କରିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ଏହି ସମସ୍ୟାର ସମାଧାନ ପାଇଁ ଅଧିକାଂଶ ଫ୍ରିଜ୍ ଉପରେ ନିର୍ଭରଶୀଳ ହୋଇଥାନ୍ତି । ରାତିରେ ରୋଷେଇ…
ଓଡ଼ିଶା ହାଇକୋର୍ଟ: ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପତ୍ନୀ ଗ୍ରହଣ କରିଥିବା ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ପୁଅଙ୍କୁ ମିଳିପାରିବ ଅନୁକମ୍ପାମୂଳକ…
ଏପ୍ରିଲ ୨୯ରୁ ମେ ୭ ପର୍ଯ୍ୟନ୍ତ ହେବାକୁ ଥିବା ଲିଖିତ ପରୀକ୍ଷାର ସେଣ୍ଟର ବଦଳିଲା: ନୂଆ ସେଣ୍ଟରରେ ହେବ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟଗାର୍ଡ ପଦକୁ ନେଇ ଆସିଛି ଏକ ବଡ଼ ଖବର । ଏହି ସମସ୍ତ ପଦ ପାଇଁ ପରୀକ୍ଷା…
SEBI ବଦଳାଇବ ଦୁଇଟି ନିୟମ: ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିଲେ ଜରୁରୀ ଖବର
ନୂଆଦିଲ୍ଲୀ: ଆପଣମାନେ ଯଦି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି ତେବେ ଏ ନେଇ ଆସିଛି ଏକ ବଡ଼ ଖବର । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମ୍ୟୁଚୁଆଲ ଫଣ୍ଡକୁ ନେଇ କରିବାକୁ ଯାଉଛି ଦୁଇଟି ବଡ଼ ପରିବର୍ତ୍ତନ ।…
ଜିମରେ ଏକ୍ସରସାଇଜ କରୁଥିବା ବେଳେ ଚାଲିଗଲା ୩୨ ବର୍ଷୀୟ ଯୁବକଙ୍କ ପ୍ରାଣ, ମୁଣ୍ଡ ବୁଲାଇଲା ପରେ ତଳେ ପଡିଯାଇ ଛଟପଟ ହେଲେ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀରେ ଜିମ କରୁଥିବା ଯୁବକଙ୍କର ପ୍ରାଣହାନି ଘଟିଛି । ଏହି ୩୨ ବର୍ଷୀୟ ଯୁବକ ଜଣକ ଜିମରେ ଏକ୍ସରସାଇଜ କରୁଥିଲେ । ଏହି ସମୟରେ ତାଙ୍କ ମୁଣ୍ଡ ବୁଲାଇଲା ଏବଂ ସେ ତଳେ ପଡିଯାଇ କଷ୍ଟ…
ଟାଣ ଖରାରେ ଘରକୁ ଫେରିଛନ୍ତି କି ? ଏହି କାମ ଠାରୁ ଦୂରେଇ ରୁହନ୍ତୁ
ଓଡ଼ିଶା ଭାସ୍କର: ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ । ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଏକପ୍ରକାର ଅସ୍ତବ୍ୟସ୍ତ କରିଦେଇଛି । କେବଳ ଅଫିସ୍, ସ୍କୁଲ ଏବଂ ଜରୁରୀ କାମ ବ୍ୟତୀତ ଘରୁ ବାହାରିବା କଷ୍ଟକର…
ବିଜେପିରେ ସାମିଲ ହେଲେ ଦୁଲାଲ ପ୍ରଧାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି…
ଆଜିଠାରୁ ଆରମ୍ଭ ହେଉଛି ପଞ୍ଚକ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଭୁଲରେ ବି କରନ୍ତୁନି ଏହି ପାଞ୍ଚଟି କାମ
ଓଡ଼ିଶା ଭାସ୍କର: ସନାତନ ଧର୍ମରେ ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଶୁଭ-ଅଶୁଭ ଯୋଗ ଦେଖିବାର ପରମ୍ପରା ରହିଛି । ଯେଭଳି ବିବାହ ପାଇଁ ଶୁକ୍ର ବା ଗୁରୁ ଗ୍ରହର ଶୁଭ ସ୍ଥିତି ଦେଖାଯାଏ । ତେବେ ପ୍ରତ୍ୟେକ ମାସରେ…
ବ୍ରିଟେନ ଓ ଆମେରିକାରେ ଗୁଗଲ ସର୍ଚ୍ଚ ଇଞ୍ଜିନ ସମସ୍ୟା; ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ
ନୂଆଦିଲ୍ଲୀ: ବ୍ରିଟେନ ଓ ଆମେରିକାରେ ଗୁଗଲ ସର୍ଚ୍ଚ ଇଞ୍ଜିନ ସମସ୍ୟା, ୫୦୨ଟି ତ୍ରୁଟି ଦେଖୁଛନ୍ତି ୟୁଜର୍ସ । ୟୁଜର୍ସଙ୍କ କହିବା ଅନୁଯାୟୀ, ଗୁଗଲ ସର୍ଚ୍ଚ ଇଞ୍ଜିନ କାମ କରୁନାହିଁ । ସେମାନେ ଗୁଗୁଲ ସହିତ ଗୁଗୁଲର…