Browsing Category

Featured

ଚୀନ୍‌ରେ ହିନ୍ଦୀରେ କଥା ହେଉଛି ମେସିନ୍‌, ଭାରତୀୟଙ୍କୁ ଦେଖିବା ମାତ୍ରେ ଚିହ୍ନି ଦେଉଛି, X ରେ ଫଟୋ ସେୟାର

ନୂଆଦିଲ୍ଲୀ: ଚୀନ୍‌ରେ ପହଞ୍ଚିଥିବା ଭାରତର ଏକ ଯାତ୍ରୀ ସେତେବେଳେ ଚକିତ ହୋଇଯାଇଥିଲେ ଯେତେବେଳେ ତାଙ୍କୁ କେହି ହିନ୍ଦୀ କହୁଥିବାର ଶୁଣାଯାଇଥିଲା । ଏହାଠାରୁ ଆହୁରି ଅଧିକ ଖାସ୍ ଥିଲା କି ଏହି ହିନ୍ଦୀ ମେସିନର ଭାଷା…

ସାଇବର ଅପରାଧୀଙ୍କ ବିରୋଧରେ କଡ଼ା ଆକ୍ସନ: ସିଲ୍ ହେଲା ୮୬୦୦ ରୁ ଅଧିକ ବ୍ୟାଙ୍କ ଆକାଉଁଣ୍ଟ

ନୂଆଦିଲ୍ଲୀ: ଝାଡଖଣ୍ଡରେ ସାଇବର ଅପରାଧ ସହ ଜଡିତ ଥିବା ୮୬୭୪ ବ୍ୟାଙ୍କ ଆକାଉଣ୍ଟକୁ ସିଲ୍ କରାଯାଇଛି। ପୋଲିସ ସନ୍ଦେହ କରୁଛି ଯେ, ସେମାନେ ଲୋକଙ୍କୁ ନକଲି କରିବା ପାଇଁ ବ୍ୟବହାର କରୁଛନ୍ତି। ମଙ୍ଗଳବାର ଦିନ ଏ ସମ୍ପର୍କରେ…

ଏଭଳି ଖାଦ୍ୟ ଖାଇବା ଦ୍ଵାରା ଦେଖାଦିଏ ଭୁଲି ଯିବା ଭଳି ରୋଗ: ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

ଏପରି ଅନେକ ଖାଦ୍ୟ ରହିଛି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବିଷ ସହିତ ସମାନ ହୋଇଥାଏ । କିନ୍ତୁ ଏହାକୁ ଆମେ ପ୍ରତିଦିନ ଖାଇଥାଉ । ଏକ ରିସର୍ଚ୍ଚରୁ ସାମ୍ନାକୁ ଆସିଛି,ଯେ ଏହି ପ୍ରକାର ଖାଦ୍ୟ ଖାଇଲେ ଆମର ଭୁଲି ଯିବା ପରି ରୋଗ…

UGC ଜାରି କଲା ବିଜ୍ଞପ୍ତି: ଓଡ଼ିଆ ସମେତ ୧୨ଟି ଭାଷାରେ ଲେଖକଙ୍କୁ ମିଳିବ ନିଯୁକ୍ତି

ଯଦି ଆପଣଙ୍କର ଲେଖିବାର ସଉକ ଅଛି ତେବେ ଆପଣଙ୍କ ଆସିଛି ଏକ ବଢ଼ିଆ ଖୁସି ଖବର । ବିଶ୍ୱବିଦ୍ୟାୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଓଡ଼ିଆ ସମେତ ୧୨ଟି ଭାଷାରେ ଲେଖକଙ୍କୁ ନିଯୁକ୍ତି ଦିଆଯିବ । ଭାରତରେ ପ୍ରଚଳିତ ହେଉଥିବା…

ଆସିଲା ଜିଓର ରିପବ୍ଲିକ ଡେ’ ରିଚାର୍ଜ ପ୍ଲାନ୍‌; ବର୍ଷକର ଭାଲିଡିଟି, ପ୍ରତିଦିନ ୨.୫ଜିବି ଡାଟା ସହିତ ବହୁ ଜବରଦସ୍ତ ଅଫର

ନୂଆଦିଲ୍ଲୀ: ଜିଓ ଏହାର ରିପବ୍ଲିକ୍ ଡେ’ ଅଫର ବିଷୟରେ ଘୋଷଣା କରିଛି । ଲମ୍ବା ଭାଲିଡିଟି ବାଲା ଏହି ପ୍ଲାନ ସହିତ ରିଚାର୍ଜ କରିବା ପରେ ୟୁଜର୍ସଙ୍କୁ ଜିଓ ପକ୍ଷରୁ ମିଳିବ ବହୁ କୁପନ ଯାହାର ଉପଯୋଗ ସେମାନେ ଟ୍ରାଭେଲ୍…

ଆନ୍ଧ୍ରପ୍ରଦେଶର PCC ମୁଖ୍ୟ ଭାବେ ନିଯୁକ୍ତି ପାଇଲେ ୱାଇ.ଏସ ଶର୍ମିଲା: ଆଗାମୀ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ସବୁ ପୂର୍ବାନୁମାନ ସତ ହୋଇଛି । ଶେଷରେ ଆନ୍ଧ୍ରପ୍ରଦେଶକୁ ନେଇ କଂଗ୍ରେସ ହାଇକମାଣ୍ଡ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ମୁଖ୍ୟ ଭାବେ ୱାଇ.ଏସ ଶର୍ମିଲା ରେଡ୍ଡୀଙ୍କୁ…

IB ACIO-Grade II ପଦକୁ ନେଇ ଅପଡେଟ୍: ଜାରି ହେଲା ଆଡମିଟ୍ କାର୍ଡ

ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ଗତ ବର୍ଷ ନଭେମ୍ବର ମାସରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ୯୯୫ଟି ଆସିଷ୍ଟାଣ୍ଟ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର (ଏସିଆଇଓ)- ଗ୍ରେଡ ୨/ ଏଗଜିକ୍ୟୁଟିଭ୍…

(Video) ଅଯୋଧ୍ୟାକୁ ସୁଗନ୍ଧିତ କରିବ ଗୁଜରାଟରୁ ଆସିଥିବା ୧୦୮ ଫୁଟ ଅଗରବତୀ, ଦେଖନ୍ତୁ ଜଳାଗଲା ଏପରି

ନୂଆଦିଲ୍ଲୀ: ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ବିଧିମାନ ଆଜିଠାରୁ ଆରମ୍ଭ ହୋଇସାରିଛି । ଏହି ସମୟରେ ଅଯୋଧ୍ୟାରେ ଗୁଜୁରାଟରୁ ଅଣାଯାଇଥିବା ୧୦୮ ଫୁଟ ଅଗରବତୀକୁ ଜଳାଯାଇଛି । ଏହି ଅଗରବତୀ…

Australian Open: ପୁରୁଷ ସିଙ୍ଗଲ୍ସରେ ଇତିହାସ ରଚିଲେ ସୁମିତ ନାଗଲ, ୩୫ ବର୍ଷ ପରେ ବଡ଼ ସଫଳତା ହାସଲ କଲେ ଭାରତୀୟ ଟେନିସ୍ ଷ୍ଟାର

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଷ୍ଟାର ସୁମିତ ନାଗଲ ଇତିହାସ ରଚିଛନ୍ତି । ୩୫ ବର୍ଷ ପରେ ପ୍ରଥମ ଥର ଭାରତ ପାଇଁ ସୁମିତ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଅଷ୍ଟ୍ରେଲିଆନ ଓପନର ପ୍ରଥମ ରାଉଣ୍ଡରେ ଶାନଦାର ପ୍ରଦର୍ଶନ…

Breaking: ବଢିଲା ବିଏସକେୱାଇ ପଞ୍ଜିକରଣ ଅବଧି, ଆଜି ଥିଲା ଶେଷ ତାରିଖ

ଭୁବନେଶ୍ୱର: ବଢିଲା ବିଏସକେୱାଇ ନବୀନ କାର୍ଡ ପଞ୍ଜିକରଣ ଅବଧି । ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଏବେ ଆପଣ ଏଥିପାଇଁ ଜାନୁୟାରୀ ୨୬ ଯାଏ ପଞ୍ଜିକରଣ କରିପାରିବେ । ପଞ୍ଜିକରଣ ପାଇଁ ଆଜି ଅର୍ଥାତ୍ ୧୬ ଜାନୁୟାରୀ ଥିଲା…