Browsing Category

Featured

ଧନ୍ଵନ୍ତରୀରେ ଭୁଲରେ ବି କିଣନ୍ତୁ ନାହିଁ ଏହି ପାଞ୍ଚଟି ଜିନିଷ, ନଚେତ ହୋଇଯିବେ କାଙ୍ଗାଳ

ହିନ୍ଦୁ ଧର୍ମର ପର୍ବପର୍ବାଣୀ ମଧ୍ୟରୁ ଦୀପାବଳୀ ଅନ୍ୟତମ । ଚଳିତ ବର୍ଷ ଦୀପାବଳୀ ନଭେମ୍ବର ୧୨ରେ ପାଳନ କରାଯିବ । ଦୀପାବଳିର ଠିକ ଦୁଇ ଦିନ ପୂର୍ବରୁ ଅର୍ଥାତ ନଭେମ୍ବର ୧୦ ତାରିଖ ଦିନ ଧନ୍ଵନ୍ତରୀ ପଡେ । ଏହି ଦିନ…

କରାମତି କୀଟ, ବଞ୍ଚିଥିବା ବେଳେ ନୁହେଁ ମରିଯିବା ପରେ ବଢାଇଥାଏ ମଣିଷର ଶୋଭା

ନୂଆଦିଲ୍ଲୀ: ଆଜି ଆମେ ଏପରି ଏକ ପୋକ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯାହାର ମୂଲ୍ୟ ଜୀବିତ ଅବସ୍ଥାରେ ନୁହେଁ ମୃତ୍ୟୁ ପରେ ବହୁତ ବଢିଯାଏ । ଏହି ପୋକକୁ କିଣିବା ଲାଗି ଲକ୍ଷେ ଟଙ୍କା ଦେଇ ଗ୍ରାହକ ଲମ୍ବା ଧାଡିରେ…

ନିଜ ପସନ୍ଦ ଅନୁସାରେ ବିବାହ କରିବା ପ୍ରତ୍ୟେକ ବ୍ୟକ୍ତିର ସାମ୍ବିଧାନିକ ଅଧିକାର: କୋର୍ଟ

ନୂଆଦିଲ୍ଲୀ: ଗୁରୁବାର ଦିନ ଦିଆଯାଇଥିବା ନିଷ୍ପତ୍ତିରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ସମସ୍ତଙ୍କ ନିଜ ପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିବାର ସାମ୍ବିଧାନିକ ଅଧିକାର ରହିଛି। ଏପରିକି ପରିବାର ସଦସ୍ୟ ମଧ୍ୟ ଏପରି…

ନବରାତ୍ର ପରେ ଓଡ଼ିଶା ଦେଖିଲା ନାରୀ ଶକ୍ତିର ଭିନ୍ନ ଏକ ଉଦାହରଣ; ଚିକିତ୍ସା ପାଇଁ ବାପାଙ୍କୁ ଟ୍ରଲିରେ ଧରି ୩୫କିମି ଆଣିଲା ୧୪ବର୍ଷୀୟା ଝିଅ

ଭଦ୍ରକ: (ଓଡ଼ିଶା ଭାସ୍କର) କଥାରେ ଅଛି ନାରୀ ତୁ ନାରାୟଣୀ...ରାଗିଲେ ଦୂର୍ଗା, ଶାନ୍ତରେ ଲକ୍ଷ୍ମୀ... ନବରାତ୍ର ପରେ ଏମିତି ଏକ ଦେବୀର ଉଦାହରଣ ସାଜିଛନ୍ତି ଏହି କନ୍ୟା । ନବରାତ୍ରରେ ଅନେକ ଲେକ କନ୍ୟା ପୂଜନ କରୁଥିବା…

୮ ଜଣ ପୂର୍ବ ଭାରତୀୟ ନୌସେନାଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ କାତାର କୋର୍ଟ ,ଗୁପ୍ତଚର କାର୍ଯ୍ୟ କରୁଥିବା ନେଇ ଲାଗିଥିଲା ଅଭିଯୋଗ

ନୂଆଦିଲ୍ଲୀ: କାତାର କୋର୍ଟ ଏକ ବର୍ଷରୁ ଅଧିକ ସମୟ ଧରି ଜେଲ୍‌ରେ ବନ୍ଦୀ ଥିବା ୮ ଜଣ ପୂର୍ବ ଭାରତୀୟ ନୌସେନା କର୍ମୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଏମାନଙ୍କ ଉପରେ ଗୁପ୍ତଚର କାର୍ଯ୍ୟ କରୁଥିବାର ଅଭିଯୋଗ…

ରାସନ ବଣ୍ଟନ ଦୁର୍ନୀତି ମାମଲା; ‘ସେମାନେ ପ୍ରାଇଭେଟ୍ ପାର୍ଟକୁ ଆଘାତ ଦେଉଛନ୍ତି, ହଉ ଦେଖିବା ଆଗକୁ କ’ଣ ହେଉଛି ?’

କୋଲକାତା: (ଓଡ଼ିଶା ଭାସ୍କର) ମୋଦୀ ସରକାରଙ୍କୁ ତୀବ୍ର ସମାଲୋଚନା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଅଭିଯୋଗ କରିଛନ୍ତି ଯେ ବିଜେପି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ବ୍ୟବହାର କରି…

ଶରଦ ପୂର୍ଣ୍ଣିମାରେ ଲାଗୁଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଏହି ଦୁଇ ରାଶିକୁ ରହିବାକୁ ପଡିବ ବିଶେଷ ସତର୍କ

ନୂଆଦିଲ୍ଲୀ: ପ୍ରତି ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିର ପରବର୍ତ୍ତୀ ଦିନ ଶରଦ ପୂର୍ଣ୍ଣିମା ପାଳନ କରାଯାଏ । ଏହି ଅନୁସାରେ ଚଳିତ ବର୍ଷ ୨୮ ଅକ୍ଟୋବରରେ ଶରଦ ପୂର୍ଣ୍ଣିମା ପଡୁଛି । ସନାତନ ଧର୍ମରେ…

ଘରୋଇ କଳହର କରୁଣ ପରିଣତି : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ : ଦିନକୁ ଦିନ ହତ୍ୟାର ମାମଲା ବଢିବାରେ ଲାଗିଛି । ଆଜି ଏକ ପରିବାର କଳହର ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଶୁଣିବା ପରେ ଲୋମ ଟାଙ୍କୁରୀ ଉଠିବ । ଦମ୍ପତିଙ୍କ ମଧ୍ୟରେ କୌଣସି କାରଣରୁ କଳହ…

ଏହି ଦେଶରେ ପାଣି ବୋତଲ ଦୁନିଆର ସବୁଠାରୁ ମହଙ୍ଗା, କେବଳ ଶୋଷ ମେଣ୍ଟାଇବା ପାଇଁ ଖର୍ଚ୍ଚ ହେବ ହଜାରେ ଟଙ୍କା

'ଜଳ ହେଉଛି ଜୀବନ' ... ଆମେ ସମସ୍ତେ ପିଲାଦିନରୁ ଏହି କଥା ଶୁଣିଆସୁଛୁ। ବାସ୍ତବରେ, ବଞ୍ଚିବା ପାଇଁ ଜଳ ଏତେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ଯେ, ଏହାକୁ ଜୀବନ ସହିତ ସମକକ୍ଷ ବୋଲି କହିବା ଅତ୍ୟୁକ୍ତି…

ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାରେ ‘ଆମ ଓଡ଼ିଶା- ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତ୍‍ସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାରେ ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀ ପାଇଁ ୯୫ କୋଟି…