Browsing Category

Featured

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ: ୨ ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହି ବର୍ଷା ହେବ ବୋଲି ଆଶଙ୍କା ରହିଛି । ଭୁବନେଶ୍ୱର ସ୍ଥିତ ପାଣିପାଗ…

ତାପମାତ୍ରା ବୃଦ୍ଧିକୁ ନେଇ ବୈଜ୍ଞାନିକଙ୍କ ଉଦବେଗ: ଆଉ ୨ଡିଗ୍ରୀ ବଢ଼ିଲେ ପ୍ରଳୟ, ଧ୍ୱଂସ ହୋଇଯିବ…

ନୂଆଦିଲ୍ଲୀ: ତାପମାତ୍ରା ବୃଦ୍ଧିକୁ ନେଇ ସାରା ବିଶ୍ୱରେ ଗଭୀର ଉଦ୍ବେଗ ପ୍ରକାଶ ପାଉଥିବା ବେଳେବୈଜ୍ଞାନିକମାନେ ମଧ୍ୟ ଏ ନେଇ ଚିନ୍ତା ପ୍ରକଟ କରୁଛନ୍ତି । ଯଦି ବିଶ୍ୱ ତାପମାତ୍ରାଆଉ ୨ଡିଗ୍ରୀ ସେଲ୍ସିଅସ୍ ବଢ଼େ, ତେବେ…

ହାଇ ଆଲର୍ଟରେ ରହିବ ରାଜଧାନୀ, ଜାଣନ୍ତୁ କେଉଁ ୧୨ଟି ରାସ୍ତାକୁ ବନ୍ଦ ରଖାଯାଉଛି…

ନୂଆଦିଲ୍ଲୀ; ଆସନ୍ତା ମାସ ସେପ୍ଟେମ୍ବର ୯ ତାରିଖରୁ ୧୦ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ର ମହା ସମ୍ମିଳନୀ । ଏହା ପୂର୍ବରୁ ଦିଲ୍ଲୀ ସରକାର ଶିକ୍ଷାନୁଷ୍ଠାନ ତଥା ସରକାରୀ ତଥା ବେସରକାରୀ କାର୍ୟ୍ୟାଳୟ…

(Video) Super Blue Moon: ଦୀର୍ଘଦିନ ପରେ ଆକାଶରେ ଦୃଶ୍ୟମାନ ହେଲା ଚନ୍ଦ୍ରର ଦୁର୍ଲ୍ଲଭ ଦୃଶ୍ୟ

ନୂଆଦିଲ୍ଲୀ: ଦୀର୍ଘଦିନ ପରେ ଆକାଶରେ ଏକ ଦୁର୍ଲ୍ଲଭ ସୁପର ବ୍ଲୁ ମୁନ ଦେଖିବାକୁ ମିଳିଛି । ଏଥିସହିତ ଏକ ନିଆରା ଓ ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟ ଘଟିଛି । ବିହାର, ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ସ୍ଥାନରେ ଏହି ବିରଳ…

ବ୍ୟାଙ୍କ କର୍ମଚାରୀଙ୍କୁ ବଡ଼ ଉପହାର: ଏଣିକି କର୍ମଚାରୀଙ୍କୁ ମିଳିବ ୧୪୦ ଦିନର ପିତୃତ୍ୱ ଛୁଟି, ସେପ୍ଟେମ୍ବର ପହିଲାରୁ ଲାଗୁ

ନୂଆଦିଲ୍ଲୀ: ଜୀବନରେ ପିତୃତ୍ୱ ଓ ମାତୃତ୍ୱର ଅଧିକାରୀ ହେବା ପ୍ରତ୍ୟେକ ପୁରୁଷ ଓ ମହିଳାଙ୍କ ପାଇଁ ନିଶ୍ଚିତ ଭାବେ ଏକ ସୌଭାଗ୍ୟର କଥା । ଏହି ଅବସରେ ଚାକିରି କାରଣରୁ ଅନେକ ଯୁବକ, ଯୁବତୀ ଅଧିକ ଦିନ ପାଇଁ ଛୁଟି ନେଇ…

‘INDIA’ ମେଣ୍ଟ ଦଳରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ? ଜାଣନ୍ତୁ, ଏହାକୁ ନେଇ କେଉଁ ଦଳ କଣ କହୁଛନ୍ତି…

ଓଡିଶା ଭାସ୍କର; ୨୦୨୪ରେ ବିଜେପି ସରକାରଙ୍କୁ ପରାସ୍ତ କରିବା ଆଶାରେ ରହିଛନ୍ତି ବହୁ ପ୍ରମୁଖ ବିରୋଧୀ ଦଳ । ଏହାକୁ ନେଇ ସମସ୍ତ ମୋଦି ବିରୋଧୀ ଦଳ ମେଣ୍ଟ ମଧ୍ୟ ବାନ୍ଧି ସାରିଛନ୍ତି । ଏହି ବିରୋଧୀ ମେଣ୍ଟର ନାମ 'ଇଣ୍ଡିଆନ…

(Video) ଫିଲ୍ମ ସୁଟିଂ ବେଳେ କାଠଯୋଡ଼ିରେ ବୁଡ଼ି ଯାଉଥିଲେ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ: ବଞ୍ଚାଇଦେଲେ ସହକର୍ମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଫିଲ୍ମ ଶୁଟିଂ ସମୟରେ କିଛି ଅଘଟଣ ଦେଖିବାକୁ ମିଳିଥାଏ । ତେବେ ନିକଟରେ ଏକ ଓଡ଼ିଆ ଫିଲ୍ମ ଶୁଟିଂ ବେଳେ ଘଟିଥିଲା ଏପରି ଏକ ବଡ଼ ଅଘଟଣ । ଶୁଟିଂ ସମୟରେ ଫିଲ୍ମର ଅଭିନେତା ଓ…

ଖୁସି ଖବର; ସ୍କୁଲକୁ ଆସିପାରୁନଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଚିନ୍ତା ଦୂର କରିବେ ରାଜ୍ୟ ସରକାର…

ଭୁବନେଶ୍ୱର; ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି ଓଡିଶା ସରକାର । ସ୍କୁଲକୁ ଆସିପାରୁନଥିବା ୬ ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରି ସେମାନଙ୍କ…

Asia Cup 2023: ପ୍ରଥମ ମୁକାବିଲାରେ ପାକିସ୍ତାନର ରେକର୍ଡ ବିଜୟ, ନେପାଳ ୧୦୪ ରନରେ ଅଲଆଉଟ୍

ନୂଆଦିଲ୍ଲୀ: ଏସିଆ କପ ୨୦୨୩ର ପ୍ରଥମ ମ୍ୟାଚ ମୁଲତାନଠାରେ ପାକିସ୍ତାନ ଓ ନେପାଳ ମଧ୍ୟରେ ଅୟୋଜିତ ହୋଇଥିଲା । ତେବେ ଏହି ମ୍ୟାଚରେ ନେପାଳ ଅତ୍ୟନ୍ତ ଲଜ୍ଜାଜନକ ଭାବେ ପରାଜୟ ବରଣ କରିଛି । ଅନ୍ୟପକ୍ଷରେ ପାକିସ୍ତାନରେ ୨୩୮…

ISROର ଶକ୍ତି ଦେଖିଲା ବିଶ୍ୱ: ଚନ୍ଦ୍ରଯାନ-୩ର ସହଯୋଗରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବ ଜାପାନ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରି ଭାରତ ଇତିହାସ ରଚିଥିଲା । ତେବେ ଭାରତ ପରବର୍ତ୍ତୀ ମୁନ ମିଶନ ପାଇଁ ଜାପାନକୁ ମଧ୍ୟ ସାଉଥ ପୋଲକୁ ନେଇକରି ଯିବ । ଏନେଇ ଦୁଇଦେଶ…