Browsing Category

Featured

୩ ଦିନ ପରେ ଏହି ରାଶିର ଲୋକଙ୍କ ଖରାପ ସମୟ ଆରମ୍ଭ ହେବ, ବ୍ୟବସାୟରେ ପ୍ରବଳ କ୍ଷତି: ଜାଣନ୍ତୁ କାରଣ

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ନିଜ ସମୟରେ ଉଦୟ ଓ ଅସ୍ତ ହୁଅନ୍ତି । ଏହାର ଶୁଭ ଓ ଅଶୁଭ ପ୍ରଭାବ ୧୨ ରାଶଷିର ଲୋକଙ୍କ ଉପରେ ଦେଖିବାକୁ ମିଳିଥାଏ । ଗ୍ରହମାନଙ୍କ ରାଜକୁମାର ବୁଧ ୧୦ ମେ ୨୦୨୩ରେ ରାତି…

ଆପଣ ପିଉଥିବା କ୍ଷୀର ଶୁଦ୍ଧ କି ? ବାସ ଏହି ଦୁଇଟି ଉପାୟରେ ଘରେ ହିଁ ଯାଞ୍ଚ କରନ୍ତୁ, ଆପଣ ବଜାରରୁ ଆଣୁଥିବା କ୍ଷୀର ଶୁଦ୍ଧ ନା ମିଶ୍ରିତ

ନୂଆଦିଲ୍ଲୀ : ସୁସ୍ଥ ଶରୀର ଅବା କିଏ ଚାହେଁ ନାହିଁ । ଆଉ ଏଭଳି ସୁସ୍ଥ ରହିବାକୁ ହେଲେ ଆମକୁ ପ୍ରତିଦିନ ଭଲ ଖାଦ୍ୟ ଖାଇବା ଆବଶ୍ୟକ ହେଇଥାଏ। ସାଧାରଣତଃ କ୍ଷୀର ଆମେ ପ୍ରତିଦିନ ଆମ ଡେଲି ରୁଟିନରେ ସାମିଲ କରିଥାଉ ।…

କେଉଁ ସମୟରେ ବ୍ୟାୟାମ କରିବା ଦ୍ୱାରା ମିଳିଥାଏ ଫାଇଦା ? ଜାଣନ୍ତୁ

ବ୍ୟାୟାମ କରିବାକୁ ଅଧିକାଂଶ ଲୋକ ଭଲପାଆନ୍ତି । ଜୀବନଶୈଳୀରେ ଏକ ସ୍ଥିରତା ଏବଂ ଫିଟ୍ ରହିବା ପାଇଁ ଲୋକେ ନିୟମିତ ବ୍ୟାୟାମ କରନ୍ତି । କିନ୍ତୁ କେଉଁ ସମୟରେ ବ୍ୟାୟାମ କଲେ ଏହା ଶରୀର ପାଇଁ ଅଧିକ ଲାଭଦାୟକ । ଏହାକୁ ନେଇ…

ଦୋହା ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ଦମଦାର ପ୍ରଦର୍ଶନ, ଟାଇଟଲ ଜିତିବା ସହ ପୂର୍ବ ପରାଜୟର ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରା ଫିଟ୍ ହେବା ପରେ ଏକ ନୂତନ ୭ଜଣ ସିଜନ ଆରମ୍ଭ କରିଛନ୍ତି। ଦୋହା ଡାଇମଣ୍ଡ ଲିଗରେ ନୀରଜ ଭଲ ପ୍ରଦର୍ଶନ କରିବା ସହିତ ଏଠାରେ ବିଜୟ ମୁକୁଟ ପିନ୍ଧିଥିଲେ। କତାରର…

ଫ୍ରିଜରେ ରଖନ୍ତୁ ନାହିଁ ଏସବୁ ପନିପରିବା, ସ୍ୱାଦରେ ହୋଇଯିବ ପରିବର୍ତ୍ତନ

ପନିପରିବା ଓ ଫଳକୁ ସତେଜ ରଖିବା ପାଇଁ ଅନେକ ଲୋକ ଫ୍ରିଜ୍ ବ୍ୟବହାର କରନ୍ତି । ଫ୍ରିଜରେ ରଖିବା ଦ୍ୱାରା ଫଳ ଏବଂ ପନିପରିବା ଦୀର୍ଘ ସମୟ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ । ଏହା ସତ ଯେ ଫ୍ରିଜ୍ ଆପଣଙ୍କ ଫଳ ଏବଂ ପନିପରିବାକୁ…

ରଜୌରୀ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ଚାଲିଛି ଗୁଳିବିନିମୟ; ସଫା ହେବେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ରଜୌରୀରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି, ଶନିବାର ବାରମୂଳା ଏନକାଉଣ୍ଟରରେ ଏକ ପୃଥକ ମୁକାବିଲାରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। କାଶ୍ମୀର ଜୋନ୍…

ରାଜଧାନୀରେ ରୋଡ୍ ରୋମିଓଙ୍କ ଲଙ୍କାକାଣ୍ଡ; ଝିଅଙ୍କୁ କମେଣ୍ଟ ମାରିବା ସହିତ ଘରୋଇ ହଷ୍ଟେଲ୍ ରେ ପଶି କରୁଛନ୍ତି ଭଙ୍ଗାରୁଜା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ପିଲାମାନଙ୍କୁ ଅଧିକ ଶିକ୍ଷା ଆଉ ଚାକିରୀ ଆଶାରେ ପିତାମାତା ମାନେ ଗାଁ ରୁ ବଡ଼ ବଡ଼ ସହରକୁ ପଠେଇଥାନ୍ତି । କିନ୍ତୁ ବେଳେ ବେଳେ ଆପଣଙ୍କ ପିଲାମାନଙ୍କୁ ବେପରୁଆ ଲୋକ ମାନଙ୍କର ସାମ୍ନା…

ଶୌଚାଳୟକୁ ମୋବାଇଲ ନେଇ ଯିବା ହୋଇପାରେ ଘାତକ ! ରିସର୍ଚ୍ଚରୁ ଖୁଲାସା

ଆଜିକାଲି ଛୋଟ ଠାରୁ ବଡ ପିଲା ପର୍ଯ୍ୟନ୍ତ ସକାଳୁ ଉଠିବା ମାତ୍ରେ ମୋବାଇଲକୁ ଖୋଜନ୍ତି । ଏମିତି କି ମୋବାଇଲ ଧରି ଖାଇବା ଛୋଟ ପିଲା ଠାରୁ ବୁଢ଼ାଯାଏଁ ଏହି ଅଭ୍ୟାସରେ ପଡିଯାଇଛନ୍ତି । କିନ୍ତୁ ବାସ୍ତବରେ ଏହା ଯେ କେତେ…

ଆସିକାର ବିଭିନ୍ନ ଲଜରେ ଖୁଲମଖୁଲା ଚାଲିଛି ଦେହ ବ୍ୟବସାୟ

ଆସିକା : ଆସିକାର ବିଭିନ୍ନ ଲଜରେ ଚାଲିଛି ଦେହ ବ୍ୟବସାୟ । କିଛି ଦିନ ହେଲା ଆସିକା କଳିଙ୍ଗ ରୋଡ଼ରେ ଥିବା ବହୁ ତଳ ବିଶିଷ୍ଠ ଲଜ୍ ଏଣ୍ଡ ହୋଟେଲ ଗୁଡିକରେ ଚାଲିଛି ଖୁଲମଖୁଲା ଦେହ ବ୍ୟାପର । ଗୁରୁବାର ଏହିଭଳି ଏକ ଘଟଣା…

ପାର୍ଟନରଙ୍କୁ ଯୁବତୀ କେବେ କୁହନ୍ତି ନାହିଁ ଏହିସବୁ କଥା: ଜାଣ ଜାଣି ଲୁଚାଇ ରଖନ୍ତି

ଆପଣ ଆପଣଙ୍କ ଲାଇଫ୍ ପାର୍ଟନରଙ୍କୁ ଅନେକ ବିଶ୍ୱାସ କରିଥାନ୍ତି । ଆମ ପାର୍ଟନର ଆମ ସହ ପ୍ରତ୍ୟେକ ବିଷୟ ସେୟାର କରିଥାନ୍ତି ବୋଲି ପୁରୁଷମାନେ ଭାବିଥାନ୍ତି । ଏପରିକି ସେମାନଙ୍କ କଥାକୁ ଆଖି ବୁଜି ବିଶ୍ୱାସ କରିଥାନ୍ତି ।…