
Browsing Category
Featured
‘ଦେଶରେ କମୁଛି ମୁସଲମାନଙ୍କ ଜନସଂଖ୍ୟା’… ମୋହନ ଭାଗବତଙ୍କ ବୟାନ ଉପରେ ଓୱେସୀଙ୍କ ପାଲଟା ଅଭିଯୋଗ
ନୂଆଦିଲ୍ଳୀ: ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦ୍ଦୀନ ଓୱେସୀ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ବୟାନ ଉପରେ ପାଲଟା ଅଭିଯୋଗ କରିଛନ୍ତି । ଓୱେସୀ କହିଛନ୍ତି ମୁସଲମାନଙ୍କ ଜନସଂଖ୍ୟା କମ୍ ହେଉଛି ।…
ବିଭିନ୍ନ ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତ: କାହାକୁ କେଉଁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ, ପରାମର୍ଶଦାତା, ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଛନ୍ତି । କଳିକେଶ ନାରାୟଣ ସିଂହ ଦେଓଙ୍କୁ ଓଡ଼ିଶା ହାଉସିଂ ବୋର୍ଡର…
Whatsapp ର ନୂଆ ଫିଚର: ଖୁବଶୀଘ୍ର ଯୋଡ଼ିପାରିବେ ୧ ହଜାରରୁ ଅଧିକ ଲୋକ
ନୂଆଦିଲ୍ଲୀ: Whatsapp ଏକ ନୂଆ ଫିଚର ଆଣିବାକୁ ପ୍ରସ୍ତୁତ । ଯାହାକି ସାଧାରଣତଃ ଗ୍ରୁପ ପାଇଁ ବେଶ୍ ସହାୟକ ହେବ । ଜଣାପଡ଼ିଛି ଯେ ହ୍ୱାଟ୍ସଆପ୍ ଖୁବଶୀଘ୍ର ଏହାର ପୁରୁଣା ଫିଚରରେ ଅପଡେଟ୍ କରିବାକୁ ଯାଉଛି । ଏହି ନୂଆ…
ବିବାହ ବିଷୟରେ ଜାଣି ସମ୍ପର୍କ ରଖିବା ବଳାତ୍କାର ନୁହେଁ, ଏହା ପ୍ରେମ ଏବଂ ଆବେଗ ଅଟେ: ହାଇକୋର୍ଟ
ନୂଆଦିଲ୍ଲୀ: ବିବାହ ପ୍ରତିଶୃତି ଦେଇ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। ଏନେଇ ଗୁରୁତ୍ୱପୁର୍ଣ୍ଣ ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ। ବିବାହର ମିଥ୍ୟା ପ୍ରତିଶୃତ ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ଦୁଷ୍କର୍ମ…
‘5G Upgrade’ ମେସେଜରୁ ଖାଲି ହୋଇ ଯାଉଛି ଆକାଉଣ୍ଟ: ଏହି ଭୁଲ ନ କରିବାକୁ ପୋଲିସର ଚେତାବନୀ
ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଯାଇଛି ୫ଜି ସେବା । ବିଭିନ୍ନ ସହରରେ ଜିଓ ଏବଂ ଏୟାରଟେଲ ସର୍ଭିସ ଲଞ୍ଚ ହୋଇ ସାରିଥିବା ବେଳେ ସେପଟେ ସ୍କାମର୍ସମାନେ ମଧ୍ୟ ଆକ୍ଟିଭ ହୋଇ ଯାଇଛନ୍ତି । ୫ଜି ସର୍ଭିସ ନାଁରେ ଲୋକମାନଙ୍କୁ…
ମାଂସାହାରୀଙ୍କ ଅପେକ୍ଷା ଶାକାହାରୀମାନେ ଦୁଇ ଗୁଣ ଅଧିକ ଡିପ୍ରେସନରେ ରୁହନ୍ତି- ଷ୍ଟଡି ଖୁଲାସା
ନୂଆଦିଲ୍ଲୀ: ମଣିଷର ସ୍ୱାସ୍ଥ୍ୟ ଓ ଡିପ୍ରେସନକୁ ନେଇ ଏକାଧିକ ତଥ୍ୟ ପୂର୍ବରୁ ସାମ୍ନାକୁ ଆସିଛି । ତେବେ ଶାକାହାରୀମାନେ ମାଂସାହାରୀଙ୍କ ଅପେକ୍ଷା ଅଧିକ ଡିପ୍ରେସନରେ ରହିଥାନ୍ତି । ଭେଜିଟେରିଆନ ଓ ଡିପ୍ରେସନ ମଧ୍ୟରେ…
ମାଗଣା ଅପରେସନ ନାଁରେ କାଢ଼ିନେଲେ ବୃଦ୍ଧଙ୍କ ଆଖି, ଲଗାଇଦେଲେ କାଚର ଗୋଲି
ଝାଡ଼ଖଣ୍ଡରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଡାକ୍ତର ଜଣେ ବୃଦ୍ଧଙ୍କର ମାଗଣାରେ ଆଖି ଅପରେସନ କରିବା ବାହାନାରେ ଅସଲି ଆଖି କାଢ଼ି ତା’ସ୍ଥାନରେ କାଚ ବାଟି ଲଗାଇଦେଇଥିଲେ ଡାକ୍ତର । ଅପରେସନର କିଛି…
ବଏଲ୍ ଯାତ୍ରାରେ ଲାଗିଲା ଭକ୍ତଙ୍କ ଭିଡ଼: ମାନସିକ ପୂରଣ ପାଇଁ ଇଷ୍ଟ ଦେବୀ ମା ଗଙ୍ଗା ଦେଈଙ୍କ ପୀଠ ଚଳଚଞ୍ଚଳ
ଚାରିଆଡେ ଶାରଦୀୟ ପୂଜାର ଉତ୍ସାହ ଲାଗି ରହିଥିବା ବେଳେ ବଡ଼ବାଙ୍କିରେ ପାଳିତ ହୋଇଛି ଇଷ୍ଟଦେବୀ ମାଁ ଗଙ୍ଗା ଦେଇଙ୍କ ଖନ୍ଦା ଚଲାଯ।ତ୍ରା । ଗ୍ରାମବାସୀଙ୍କ ଦ୍ୱାରା ପୂଜା ପାଉଥିବା ଇଷ୍ଟ ଦେବୀ ମାଁ ଗଙ୍ଗା ଦେଇଙ୍କ ବଏଲ୍…
ପାକିସ୍ତାନର ଲୁଣ ଖାଉଛି ଭାରତ: ସର୍ଭେରୁ ଜଣାପଡିଲା ଏହି ରିପୋର୍ଟ
ଆମ ଖାଦ୍ୟରେ ସବୁଠାରୁ ଦରକାରୀ ଜିନିଷ ହେଉଛି ଲୁଣ । ଯାହାକୁ ପ୍ରତ୍ୟେକ ଖାଦ୍ୟରେ ମିଶା ଯାଇପାରେ । ନଚେତ ଖାଦ୍ୟର ସ୍ୱାଦ ସଠିକ ଭାବେ ମିଳିପାରି ନଥାଏ । କିନ୍ତୁ ଏହି ଲୁଣ ଆମର ଶତୃ ରାଷ୍ଟ୍ର ପାକିସ୍ତାନରୁ ଆସୁଛି ।…
ଆମେରିକାର ପାକିସ୍ତାନ ପ୍ରେମ ହଠାତ୍ ବଢ଼ିଗଲା କିପରି: ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛନ୍ତି କି ଦୁଇଦେଶ
ନୂଆଦିଲ୍ଲୀ: ଅତୀତରେ ଆମେରିକା-ପାକିସ୍ତାନର ପ୍ରେମ ବିଷୟରେ କାହାକୁ ଅଛପା ନାହିଁ । ଆମେରିକା ପାକିସ୍ତାନକୁ ସାହାଯ୍ୟ କରିବାର ପରିଣାମ ପରୋକ୍ଷରେ ଭୋଗିଥିଲା ଭାରତ । ତେବେ ଏହା ମଧ୍ୟରେ ଅନେକ ବର୍ଷ ବିତିଯିବା ପରେ…