fbpx
Browsing Category

Featured

ବିବାହର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଞ୍ଜାବୀରେ କଥା ହୋଇଥିଲେ କାଟ୍ରିନା କୈଫ୍, ଜାଣନ୍ତୁ କଣ କହିଲେ ଭିକିଙ୍କ ସମ୍ପର୍କିୟ ଭଉଣୀ

ନୂଆଦିଲ୍ଲୀ: ନିକଟରେ ଭିକି ଓ କାଟ୍ରିନାଙ୍କ ରାଜକୀୟ ବିବାହ ସମ୍ପନ୍ନ ହୋଇଛି । ସେମାନଙ୍କ ବିବାହ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଡିସେମ୍ବର ୯ ତାରିଖରେ ବିବାହପରେ ଭିକି ଓ କ୍ୟାଟ୍ ଅଫିସିଆଲ୍…

ଖାଲି ପଡ଼ୁଛି ଶିକ୍ଷକ ପଦବୀ, ରାଜ୍ୟରେ ନାହାନ୍ତି ଯୋଗ୍ୟ ପ୍ରାର୍ଥୀ: ଗଣଶିକ୍ଷା ମନ୍ତ୍ରୀ କ’ଣ କହୁନ୍ତି ଦେଖନ୍ତୁ VIDEO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷକ ପଦବୀ ଖାଲି ପଡ଼ିବା ଶିକ୍ଷା ବ୍ୟବସ୍ଥା ପ୍ରତି ଏକ ଶକ୍ତ ପ୍ରହାର । ସରକାରୀ ହାଇସ୍କୁଲଗୁଡ଼ିକରେ ୩୨୩୬ ବିଜ୍ଞାନ ଶିକ୍ଷକ ଓ ୧୫୪୮ ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡ଼ିଛି ।…

ଓମିକ୍ରନକୁ ନେଇ ଚେତାବନୀ: ଏପ୍ରିଲ୍ ମାସ ସୁଦ୍ଧା ହୋଇପାରେ ୭୫ହଜାର ମୃତ୍ୟୁ, ଭୟଙ୍କର ଦର୍ଶାଇଲା ଡବ୍ଲୁଏଚଓ

ଲଣ୍ଡନ: ବ୍ରିଟେନ୍ ରେ ଦୁନିଆର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଇଛି । ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଏନେଇ ସୂଚନା ଦେଇଛନ୍ତି । ସେ ଏନେଇ ଚେତାବନୀ ଜାରି କରିଛନ୍ତି । ସେ କହିଛନ୍ତି ଯେ, କରୋନାର ନୂତନ…

ବିବାହ କାର୍ଯ୍ୟ ସାରି ଫେରୁଥିବା ବେଳେ ଓଲଟିଲା କନ୍ୟାଯାତ୍ରୀ ବସ୍: ୩୦ ଆହତ, ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ନିକଟରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି । ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଫେରୁଥିବା ଏକ କନ୍ୟାଯାତ୍ରୀ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏହି…

ମାହେଲା ଜୟବର୍ଦ୍ଧନେ ଶ୍ରୀଲଙ୍କା ଜାତୀୟ କ୍ରିକେଟ ଦଳର ପରାମର୍ଶଦାତା

କଲମ୍ବୋ: ପୂର୍ବତନ ଟେଷ୍ଟ ହିରୋ ମାହେଲା ଜୟବର୍ଦ୍ଧନେ ଶ୍ରୀଲଙ୍କା ଜାତୀୟ କ୍ରିକେଟ ଦଳର ପରାମର୍ଶଦାତା କୋଚ ଭାବେ ନିଯୁକ୍ତି ହୋଇଛନ୍ତି । ଶ୍ରୀଲଙ୍କା କ୍ରିକେଟ ବୋର୍ଡର କାର୍ଯ୍ୟନିର୍ବାହୀ କମିଟି ଓ ଟେକନିକାଲ…

କୋଇଲା ଚୋରା ଚାଲାଣ ମାମଲା: ତ୍ରିଶକ୍ତି ସିପିଙ୍ଗର ପରିଚାଳକ ଗିରଫ

ପାରାଦୀପ (ଭାସ୍କର ନ୍ୟୁଜ୍‌): ବହୁ ଚର୍ଚ୍ଚିତ ପାରାଦୀପ କୋଇଲା ଚୋରା ଚାଲାଣ ମାମଲାରେ ପାରାଦୀପ ପୋଲିସ୍‌ ତ୍ରିଶକ୍ତି ସିପିଙ୍ଗ ପ୍ରାଇଭେଟ୍‌ ଲିମିଟେଡ୍‌ର ସ୍ଥାନୀୟ ପରିଚାଳକ ତଥା ନିକଟସ୍ଥ କୁଜଙ୍ଗ ଥାନା ଅନ୍ତର୍ଗତ…

ବାରଣାସୀରେ ଅଧରାତିରେ ବିକାଶ କାର୍ଯ୍ୟର ନିରୀକ୍ଷଣ କଲେ ମୋଦୀ-ଯୋଗୀ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀରେ ପ୍ରମୁଖ ବିକାଶମୂଳକ କାର୍ୟ୍ୟର ଯାଞ୍ଚ କରି କହିଛନ୍ତି ଯେ ଏହି ପବିତ୍ର ସହର ପାଇଁ ସର୍ବୋତ୍ତମ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିଛି…

(VIDEO) ସୁମିତଙ୍କ ନିରବତା ଝଡ଼ର ପୂର୍ବବର୍ତ୍ତୀ ଲକ୍ଷଣ ନୁହେଁ ତ, କାହିଁକି ସେ ତପସ୍ୱିନୀଙ୍କଠାରୁ ଦୂରେଇ ରହୁଛନ୍ତି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ବିବାଦ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୧୦ ତାରିଖ ଠାରୁ ଫେରାର ହେବା ପରେ ଏହି ଘଟଣା ନୂଆ ମୋଡ଼ ନେଇଥିଲା । ତେବେ ସୁମିତ…

ସୁପରସୋନିକ୍‌ ମିସାଇଲ୍‌ ଟରପିଡୋର ସଫଳ ପରୀକ୍ଷଣ, ଭାରତୀୟ ନୌସେନାକୁ ମିଳିଲା ଆଉ ଏକ ମହାଶକ୍ତି

ମୁମ୍ବାଇ: ଭାରତ ଦୀର୍ଘ ଦୂରଗାମୀ ସୁପରସୋନିକ୍‌ କ୍ଷେପଣାସ୍ତ୍ର ସହାୟକ ଟର୍ପେଡୋର ସଫଳ ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ର ଓଡିଶାର ବାଲେଶ୍ୱର ଉପକୂଳ ଉତକ୍ଷେପଣ କେନ୍ଦ୍ରରୁ ପରୀକ୍ଷା କରାଯାଇଛି । ଏନେଇ ସୂଚନା…

ଏଲନ୍ ମସ୍କ ହେଲେ ‘ଟାଇମ୍ସ ପର୍ସନ୍ ଅଫ୍ ଦ ଇୟର୍’, ମହାକାଶ ପର୍ଯ୍ୟନ୍ତ ରହିଛି ତାଙ୍କର କନେକ୍ସନ୍…

ନୂଆଦିଲ୍ଲୀ: ଚଳିତ ବର୍ଷ ଏଲନ୍ ମସ୍କ 'ଟାଇମ୍ସ ପର୍ସନ୍ ଅଫ୍ ଦ ଇୟର୍' ଭାବରେ ନାମିତ ହୋଇଛନ୍ତି । ଟାଇମ୍ ମାଗାଜିନ୍ ପକ୍ଷରୁ ଏନେଇ ଘୋଷଣା କରିଛି । ଏଲନ୍ ମସ୍କଙ୍କୁ ଟାଇମ୍ ମାଗାଜିନ୍ ପ୍ରତିଭାଶାଳୀ, ଦୁରଦର୍ଶୀ,…