fbpx
Browsing Category

Featured

କପ୍ତିପଦାରେ କରୋନା ବିସ୍ଫୋରଣ: କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ୪୦ ଛାତ୍ରୀ ପଜିଟିଭ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କପ୍ତିପଦାରେ ଘଟିଛି କରୋନା ବିସ୍ଫୋରଣ । ସମଗ୍ର ବିଶ୍ୱରେ କରୋନାର ଓମିକ୍ରନ ଭାରିଆଣ୍ଟ ଏହାର କାୟା ବିସ୍ତାର କରିଥିବା ବେଳେ କପ୍ତିପଦାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ୪୦ ଜଣ…

୨୭୦ ଟଙ୍କାର ଲଟେରୀ ଟିକେଟରେ ବନିଲେ କୋଟିପତି: ଜାଣନ୍ତୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସଫଳତା କାହାଣୀ

ନୂଆଦିଲ୍ଲୀ: ମାତ୍ର ୨୭୦ ଟଙ୍କାର ଲଟେରୀ ଟିକେଟ କିଣି କୋଟିପତି ହୋଇଯାଇଛନ୍ତି ଜଣେ ଆମ୍ବୁଲାନ୍ସ ଡ୍ରାଇଭର । କୁହାଯାଏ ସଫଳତା ଆସିବା ପାଇଁ ଏକ ସମୟ ଲାଗିଥାଏ ତେବେ ପଶ୍ଚିମବଙ୍ଗର ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ…

୪୮ ଲକ୍ଷ ହଡପ ମାମଲାରେ ପୂର୍ବତନ PEO ଗିରଫ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଅର୍ଥ ହଡପ ମାମଲାରେ ଗିରଫ ହୋଇଛନ୍ତି ପୂର୍ବତନ ପିଇଓ । ୪୮ ଲକ୍ଷ ଟଙ୍କା ହଡପ ମାମଲାରେ ଜୟପୁର ବ୍ଲକ କାଳିଆଗାଁ ପଞ୍ଚାୟତତ ପିଇଓ ଦର୍ଶନ ଖରାଙ୍କୁ ଗିରଫ କରାଯାଇଛି । ଉନ୍ନୟନ ମୂଳକ…

ଟିମ୍ ଇଣ୍ଡିଆକୁ ବଡ ଝଟକା, ଉପ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ସିରିଜରୁ ବାଦ୍, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ମୁମ୍ଵାଇ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପ୍ରସ୍ତୁତି ଚଳାଇତିବା ଭାରତୀୟ ଦଳକୁ ଲାଗିଲା ବଡ ଝଟକା। ଆଙ୍ଗୁଳିରେ ଆଘାତ ଲାଗିବାରୁ ଟେଷ୍ଟ ଦଳର ଉପ ଅଧିନାୟକ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍…

ଡେଲିଭରୀ ବୟ ପରି କାମ କରୁଥିବା ଲୋକଙ୍କ ପାଇଁ କଣ ରହିଛି ସୁବିଧା ? ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଓଲା, ଉବେର, ସ୍ଵିଗି, ଜୋମାଟୋ ପରି କମ୍ପାନୀ ପାଇଁ ଡେଲିଭରୀ ବୟ ଭାବେ କାମ କରୁଥିବା ଲୋକଙ୍କ ପାଇଁ ସାମାଜିକ ସୁରକ୍ଷାର କୌଣସି ଉପାୟ ଅଛି କି ? କେନ୍ଦ୍ର ସରକାରଙ୍କୁ ଏହି ପ୍ରଶ୍ନ କରିଛନ୍ତି…

CBSE ଦଶମ ଟର୍ମ-୧ ଇଂଲିଶ ପ୍ରଶ୍ନପତ୍ରରେ ତ୍ରୁଟି

ନୂଆଦିଲ୍ଲୀ: ଦଶମ ଟର୍ମ-୧ ଇଂଲିଶ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ସ୍ୱୀକାର କରିଛି CBSE ବୋର୍ଡ । ପ୍ରଶ୍ନପତ୍ରରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ୟାସେଜ୍ ବୋର୍ଡ ଗାଇଡଲାଇନ୍ ବାହାରେ ଆସିଛି । ତେଣୁ ଏହି ପ୍ୟାସେଜ ପାଇଁ ଥିବା…

କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୨୧ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କ ଦ୍ଵାରା ଉଦଯାପିତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ସହରାଞ୍ଚଳ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ କଳିଙ୍ଗ ସାହିତ୍ୟ ମହୋତ୍ସବର ଅଷ୍ଟମ ସଂସ୍କରଣକୁ ରବିବାର ସଂଧ୍ୟାରେ ଉଦଯାପିତ…

ଓମିକ୍ରନ ଚିହ୍ନଟ କରିଥିବା ବୈଜ୍ଞାନିକଙ୍କୁ ମିଳିଲା ହତ୍ୟା ଧମକ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଯେଉଁ ବୈଜ୍ଞାନିକ ପ୍ରଥମେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନକୁ ଚିହ୍ନଟ କରିଥିଲେ, ତାଙ୍କୁ ଜୀବନରୁ ମାରିଦେବାକୁ ହତ୍ୟା ଧମକ ମିଳିଛି । ଏହି ବିଷୟରେ ଏକ ଚିଠି ଦକ୍ଷିଣ…

ମୁଖିଆଙ୍କୁ ଭୋଟ ଦେଲେନି ବୋଲି…: ଦଳିତଙ୍କୁ ଉଠ୍ ବସ କରିବା ସହିତ ଛେପ ଚଟେଇଲେ,ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ବିହାରର ଔରଙ୍ଗାବାଦ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ସବର୍ଣ୍ଣ ବ୍ୟକ୍ତି କିଭଳି ଦଳିତଙ୍କ ଉପରେ ଅତ୍ୟାଚାର କରୁଛନ୍ତି ତାର ଏକ…

ବିଟ୍ରେନରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ, ପ୍ରଧାନମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ସୃଷ୍ଟି ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଭାରତ, ବ୍ରିଟେନ୍, ବ୍ରାଜିଲ ଓ ଚୀନ ସମେତ ଅନେକ ବଡ଼ ବଡ଼ ଦେଶରେ ପହଞ୍ଚିସାରିଛି । ଏହାରି ମଧ୍ୟରେ ବ୍ରିଟେନରୁ ଆସିଛି ଏକ ବଡ଼ ଖବର…