Browsing Category

Featured

ଦ୍ୱାରକା ଶାରଦା ପୀଠ ଶଙ୍କରାଚାର୍ଯ୍ୟଙ୍କ ପରଲୋକ: ୯୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ

ନୂଆଦିଲ୍ଲୀ: ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦଙ୍କ ୯୯ ବର୍ଷ ବୟସରେ ପରଲୋକ ମଧ୍ୟପ୍ରଦେଶର ନିରସିଂହପୁରରେ ତାଙ୍କର ଦେହାନ୍ତ ହୋଇଛି । ସୂଚନା ମୁତାବକ ସେ ନିଜ ଆଶ୍ରମରେ ଅପରାହ୍ନ ୩ଟା ବେଳେ ଶେଷ…

Maia, the Greek goddess of motherhood: ଏହି ପ୍ରୋଟିନ କରିବ Infertility ଉପଚାର, ବୈଜ୍ଞାନିକଙ୍କୁ ମିଳିଲା ଏକ ନୂଆ ସଫଳତା

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଏକ ବିରଳ ପ୍ରୋଟିନର ସନ୍ଧାନ ପାଇଛନ୍ତି । ଏହା ଶୁକ୍ରାଣୁ-ଅଣ୍ଡାରେ ସଂଘଟିତ ହେଉଥିବା ବିଭିନ୍ନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଇନଫର୍ଟିଲିଟି…

ବିବାହ ବିଷୟରେ ଆଲୋଚନା କଲେ ତାମିଲନାଡୁ ମହିଳା, ଆମୋଦିତ ହେଲେ ରାହୁଲ ଗାନ୍ଧୀ

ଚେନ୍ନାଇ: ଦେଶରେ ନିରନ୍ତର ଭାବରେ ବଢି ଚାଲିଥିବା ଦରଦାମ୍ ଏବଂ ବେରୋଜଗାର ଭଳି ବିଷୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଳର ଅନ୍ୟ ସଦସ୍ୟଙ୍କ ସହିତ ୧୫୦ ଦିନିଆ ଭାରତ ଯୋଡ଼ ଯାତ୍ରାରେ ଏବେ ରହିଛନ୍ତି। ଏହି ଯାତ୍ରା…

ଗୁଗଲ ପ୍ଲେ ଷ୍ଟୋରକୁ ଫେରିଲା ଏହି ଖତରନାକ ଆପ୍ସ, କରନ୍ତୁ ନାହିଁ ଡାଉନଲୋଡ୍

ନୂଆଦିଲ୍ଳୀ: ବିପଜ୍ଜନକ କ୍ଲିନର ଏବଂ ଫେକ୍ ଆଣ୍ଟିଭାଇରସ ଆପ୍ସ ସାର୍କବୋଟ୍ ମାଲୱେୟାର ଗୁଗଲ ପ୍ଲେ ଷ୍ଟୋରକୁ ଫେରିଛି । ଏହି ମାଲୱେୟାର ୟୁଜର୍ସଙ୍କ ବ୍ୟାଙ୍କିଂ ତଥ୍ୟ ଚୋରି କରିଥାଏ । ଏହି ବିପଜ୍ଜନକ ଆପ୍ସରେ ମିଷ୍ଟର…

ବ୍ରହ୍ମାସ୍ତ୍ରର ବକ୍ସ ଅଫିସ୍ କଲେକ୍ସନକୁ ନେଇ କଙ୍ଗନାଙ୍କ ପ୍ରତିକ୍ରିୟା: କହିଲେ ୭୦ ପ୍ରତିଶତ କଲେକ୍ସନ ମିଛ…

ମୁମ୍ବାଇ: ନିଜର କଡ଼ା ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗାନା ରଣାୱତ ପୁଣି ଥିରେ ବ୍ରହ୍ମାସ୍ତ୍ରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ପୁଣି ଥରେ ବ୍ରହ୍ମାସ୍ତ୍ରକୁ ନେଇ କଡ଼ା ମନ୍ତବ୍ୟ…

ରାଜ୍ୟସଭା ଉପ-ନିର୍ବାଚନ: ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ରାଜ୍ୟସଭାକୁ ପଠାଇବ ବିଜେପି

ନୂଆଦିଲ୍ଲୀ: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ରାଜ୍ୟସଭାକୁ ପଠାଇବାକୁ ଚେଷ୍ଟା ଚାଲିଛି। ତାଙ୍କୁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ବିଜେପି ବର୍ତ୍ତମାନ ତାଙ୍କୁ ରାଜ୍ୟସଭା…

NALCOରେ ପୁଣି ବାହାରିଲା ଚାକରି, ଆସନ୍ତା ୨୧ ତାରିଖ ପୂର୍ବରୁ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶାର ଆଶାୟୀମାନେ ଏଥିରେ ଆବେଦନ କରିପାରିବେ । ପୁଣି ଥରେ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଚାକିରି ସୁଯୋଗ ଆସିଛି । ଇଚ୍ଛୁକ…

‘ଘର କାମ କରିବା ସହ ଚାକିରି କରିବାକୁ ଯିବା କ୍ରୁରତା ନୁହେଁ’: ମହିଳାଙ୍କ ମୃତ୍ୟୁ ମାମଲାର ଶୁଣାଣି କରି କହିଲେ ଏହି କୋର୍ଟ

ନୂଆଦିଲ୍ଳୀ: ଘର କାମ ପାଇଁ ସକାଳ ୪ ଟାରେ ଉଠିବା, ପୁଣି ଚାକିରିରେ ଯିବା ଏବଂ ସନ୍ଧ୍ୟାରେ ଫେରି ପୁଣି ଘର କାମ କରିବା କ୍ରୁରତା ନୁହେଁ ବରଂ ଦାୟିତ୍ୱ । ଏହି ଟିପ୍ପଣୀ, ମୁମ୍ବାଇର ଏକ ସେସନ କୋର୍ଟ ଜଣେ ୩୦ ବର୍ଷୀୟ…

ଖୁବ୍ ଶୀଘ୍ର ଦୁବାଇରେ ଖୋଲିବାକୁ ଯାଉଛି ପ୍ରଥମ ଚନ୍ଦ୍ର ଆକୃତିର ବିଳାସପୂର୍ଣ୍ଣ ରିସର୍ଟ: ରିପୋର୍ଟ

ନୂଆଦିଲ୍ଲୀ: ସମୁଦ୍ର କୂଳରେ ଉନ୍ନତମାନର ବୈଜ୍ଞାନିକ ପ୍ରଣାଳିରେ ନିର୍ମିତ ସହର ହେଉଛି ଦୁବାଇ। ଏଠାରେ ଦକ୍ଷ କାରିଗରମାନେ ବିଶ୍ୱର ସର୍ବୋଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ଠାରୁ ଆରମ୍ଭ କରି ସମୁଦ୍ରକୁ ପୋତି ବିଳାସମୟ ସହର…

ଏଣିକି ବିଜିନେସ କରୁଥିବା ଲୋକଙ୍କୁ ମିଳିବ ପେନସନ୍! ନୂଆ ପ୍ଲାନ ଆଣିବ EPFO

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଏକ ନୂଆ ପ୍ଲାନ ଆଣିବା ନେଇ ପ୍ରସ୍ତୁତି ଚାଲିଛି । ଏହି ପ୍ଲାନ ଆଧାରରେ ବିଜିନେସ କରୁଥିବା ଲୋକଙ୍କୁ ପେନସନ ଦିଆଯିବା ନେଇ ବିଚାର ଚାଲିଛି । ପୂର୍ବରୁ…