Browsing Category

Featured

ଆତ୍ମହତ୍ୟାକୁ ରୋକିବା ପାଇଁ ଜାରି ହେବ Help Line Number: ଲୋକଙ୍କ ଦୁଃଖ ବୁଝିବେ ମନସ୍ତତ୍ତ୍ୱବିତ୍, ଡାକ୍ତର ଓ ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କର୍କଟ ରୋଗ ପରି ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି । ଏହା ପ୍ରଶାସନର ନିଦ ହଜାଇ ଦେଇଛି । ରାଜ୍ୟରେ ପ୍ରତ୍ୟେକ ଦିନ ୧୪ରୁ ୧୫ ଜଣ ଲୋକ ଆତ୍ମହତ୍ୟା କରୁଥିବା…

ଭାରତୀୟ ରାଇସମ୍ୟାନ, ଯିଏ ଦୁନିଆକୁ ଖାଇବାକୁ ଦେଲେ ଚାଉଳ, ଜାଣନ୍ତୁ କେମିତି ପାଇଲେ ଉପାଧି

ନୂଆଦିଲ୍ଲୀ: ଆପଣ ସାଧାରଣତଃ ଆଇରନ ମ୍ୟାନ୍, ସ୍ପାଇଡର ମ୍ୟାନ୍, ଶକ୍ତିମାନ ଏପରିକି ପ୍ୟାଡ ମ୍ୟାନ୍ ନାମ ମଧ୍ୟ ଶୁଣିଥିବେ। କଣ କେବେ ଆପଣ ରାଇସ୍ ମ୍ୟାନ୍ ନାମ ଶୁଣିଛନ୍ତି। ଯଦି ଶୁଣି ନାହାନ୍ତି ତେବେ ଚାଲନ୍ତୁ ଜାଣିବା…

EPFO ଦେଉଛି ୭ ଲକ୍ଷର Free Insurance: ସମସ୍ତ ଖାତାଧାରୀ ଆପ୍ଲାଏ କରିପାରିବେ, ଜାଣନ୍ତୁ କ’ଣ ରହିଛି ପ୍ରୋସେସ୍

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଖାତାଧାରୀଙ୍କୁ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯାଇଥାଏ । ତେବେ ଅଧିକାଂଶ ଗ୍ରାହକ ଏନେଇ ଅଜ୍ଞାତ ଥିବାରୁ ସେମାନେ ଏହି ଫାଇଦା ଉଠାଇବାରୁ ବଞ୍ଚିତ…

Covid19 Vaccine: ୫ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଖୁବ ଶୀଘ୍ର ମାର୍କେଟ କୁ ଆସିବା ନାସାଲ୍ କରୋନା ଟିକା

ନୂଆଦିଲ୍ଲୀ :ପାଞ୍ଚରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ନାସାଲ୍ କରୋନା ଟିକା ଖୁବ ଶୀଘ୍ର ମଧ୍ୟ ଉପଲବ୍ଧ ହେବ। ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଭରତ ବାୟୋଟେକ ଡ୍ରଗ୍ ନିୟନ୍ତ୍ରକଙ୍କଠାରୁ ଏଥି ପାଇଁ ଅନୁମତି ମାଗିଛି।…

IMD Warning: ଆସନ୍ତା ୩-୪ ଦିନ ମଧ୍ୟରେ ଓଡ଼ିଶା ସମେତ ୫ଟି ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ମୋସୁମୀ ସକ୍ରିୟ ହୋଇ ଉଠିଛି । ଦେଶର ବିଭିନ୍ନ ରାଜ୍ୟରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଲାଣି । ଆସନ୍ତା ୩-୪ ଦିନ ମଧ୍ୟରେ କିଛି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।…

ଅଲ୍ଲୁ ଅର୍ଜୁନଙ୍କୁ ମିଳିବ ଏହି ପୁରସ୍କାର : ସିମ୍ମାରେ ପୁଷ୍ପାର ଜଲୱା

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲୁଅର୍ଜୁନଙ୍କୁ ଦର୍ଶକ ମନରୁ ଭୁଲି ନଥିବା ବେଳେ ପୁଣି ଥରେ ତାଙ୍କ ଜଲୱା ଦେଖିବାକୁ ମିଳିବ । ତେବେ 'ସିମ୍ମା' ଆୱାର୍ଡରେ ଅଲ୍ଲୁ ଅର୍ଜୁନ 'ପୁଷ୍ପା' ଷ୍ଟାଇଲରେ ନଜର ଆସିଛନ୍ତି । ଏହା…

ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ଭାରତର ୫ଟି ସ୍ଥାନ ବିଷୟରେ ଜାଣନ୍ତୁ

ଭାରତବର୍ଷର ଅନେକ ସ୍ଥାନରେ ଶୀତଋତୁର ଆଗମନରେ ସୌନ୍ଦର୍ଯ୍ୟମୟ ହୋଇ ଉଠିଥାଏ । ଉକ୍ତ ପାହାଡ଼ ପର୍ବତ ଘେରା ଅଞ୍ଚଳମାନଙ୍କରେ ଭୟଙ୍କର ଥଣ୍ଡା ପବନ ସାଙ୍ଗକୁ ତାପମାତ୍ରାରେ ହ୍ରାସ ଘଟି ପ୍ରବଳ ଶୀତ ଅନୁଭୂତ ହୋଇଥାଏ । ଫଳରେ…

ଅଧିକ ସମୟ ପର୍ଯ୍ୟନ୍ତ ଗାଧୋଇଲେ ଶରୀରରେ ପଶିଯିବ ଖରାପ ବ୍ୟାକ୍ଟେରିଆ: ଚର୍ମ ହୋଇଯିବ ରୁକ୍ଷ, କୁଞ୍ଚିତ

ଆମ ସମାଜରେ ବିଭିନ୍ନ ଧରଣର ଲୋକ ବସବାସ କରନ୍ତି । ସମସ୍ତଙ୍କର ଲାଇଫ୍ ଷ୍ଟାଇଲ ଭିନ୍ନ ଭିନ୍ନ ରହିଥାଏ । ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଧୋଇବା ଅନେକଙ୍କର ଅଭ୍ୟାସ ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି ଅଧିକ ସମୟ…

ଗ୍ରାହକଙ୍କୁ ଝଟକା ଦେଲେ ଦେଶର ଦୁଇଟି ସରକାରୀ ବ୍ୟାଙ୍କ: ବଢ଼ିବ କାର, ପର୍ସନାଲ ଓ ହୋମ୍ ଲୋନର EMI

ନୂଆଦିଲ୍ଲୀ: ଦେଶର ଦୁଇଟି ସରକାରୀ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଜବରଦସ୍ତ ଝଟକା ଦେଇଛନ୍ତି । ଏହି ଦୁଇଟି ବ୍ୟାଙ୍କ ପକ୍ଷରୁ ମାର୍ଜିନଲ କଷ୍ଟ ଅଫ୍ ଫଣ୍ଡ ବେସଡ ଲେଣ୍ଡିଂ ରେଟ (ଏମସିଏଲଆର) ବୃଦ୍ଧି କରାଯାଇଛି ।…

ସର୍ଭେରୁ ଆଶ୍ଚର୍ଯ୍ୟକର ଖୁଲାସା: ସ୍ମାର୍ଟ ଫୋନ ପାଇଁ ଚିନ୍ତାରେ ଅବିଭାବକ

ନୂଆଦିଲ୍ଲୀ: ଆଜିକାଲି ପିଲାଙ୍କ ଠାରୁ ଆରମ୍ଭ କରି ବୟଷ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଫୋନରେ ବ୍ୟସ୍ତ ରହିଛନ୍ତି । ଖାସ୍ କରି ଛୋଟ ପିଲାମାନେ ଅତ୍ୟଧିକ ମାତ୍ରାରେ ଏହି ସ୍ମାର୍ଟ ଫୋନରେ ଅଭ୍ୟସ୍ତ ରହୁଛନ୍ତି ।…