Browsing Category

Featured

ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ କରୋନା ପଜିଟିଭ୍,କୌଣସି ଲକ୍ଷଣ ନଥିବା ସୂଚନା

ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ହ୍ୱାଇଟ୍ ହାଉସ ମଙ୍ଗଳବାର ଏକ ବିବୃତ୍ତି ମାଧ୍ୟମରେ ଏହି ସୂଚନା ଦେଇଛି। ବିବୃତ୍ତି ଅନୁଯାୟୀ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ…

ସୁର କହିଲେ ପିପିସି ସଭାପତି ନିଷ୍ପତି ନବୀନ ନିଅନ୍ତି, ନୋଟିସ ପଠାଇଲେ ନିରଞ୍ଜନ ମାଗିଲେ ଜବାବ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କିଏ ହେବେ ଏହାର ନିଷ୍ପତି ନିଅନ୍ତି ନବୀନ । ଏଭଳି ବିସ୍ପୋରକ ମନ୍ତବ୍ୟ ଦେଇ ରାଜ୍ୟ ରାଜନୀତିରେ  ହଇଚଇ ସୃଷ୍ଟି କରିଥିଲେ ବରିଷ୍ଠ କଂଗ୍ରେସ ବରିଷ୍ଠ ନେତା ତଥା ଜଟଣୀ…

ଖସିଲା ଭୁବନେଶ୍ୱର, ଉଠିଲା ବୌଦ୍ଧ: ୪୩ ଡିଗ୍ରୀ ତାପମାତ୍ରା ଉପରକୁ ଉଠିଲା ରାଜ୍ୟର ୯ଟି ସହର

ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । କମିଛି ପାରଦ । ଫଳରେ ଅସହ୍ୟ ଗରମରୁ ସାମାନ୍ୟ ତ୍ରାହି ପାଇଛନ୍ତି ଭୁବନେଶ୍ୱରର ବାସିନ୍ଦା । ରାଜଧାନୀରେ ଗରମ ସିନା ଟିକିଏ କମିଥାଇ ପାରେ, କିନ୍ତୁ ଅନ୍ୟ…

ପ୍ରଶାନ୍ତ କିଶୋର ଭେଟ ହୋଇ ସିଦ୍ଧୁ ଲେଖିଲେ, ପୁରୁଣା ମଦ ଏବଂ ପୁରୁଣା ବନ୍ଧୁମାନେ ସର୍ବୋତ୍ତମ

ନୂଆଦିଲ୍ଲୀ: କଂଗ୍ରେସରେ ଯୋଗଦେବା ପାଇଁ ମନା କରି ଦେଇଛନ୍ତି ପ୍ରଶାନ୍ତ କିଶୋର । ଏହା ପରେ ରାଜନୈତିକ ମହଲରେ ତାଙ୍କ ନିଷ୍ପତି ନେଇ ପ୍ରତିକ୍ରିୟା ଜାରି ରହିଛି। ଏହି ସମୟରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ…

ବଢୁଛି କରୋନା ସଂକ୍ରମଣ, ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ମାମଲାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ସେ ଆସନ୍ତା କାଲି ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ବୈଠକ କରିବେ ବୋଲି ଏକ…

ଉଡନ୍ତା ବିମାନରେ ପାଇଲଟ ହେଉଥିଲେ ଅଦଳବଦଳ: ତାପରେ ଘଟିଲା ଏମିତି କିଛି ଘଟଣା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମଝି ଆକାଶରେ ଏକ ଭିନ୍ନ ଷ୍ଟଣ୍ଟ କରିବା ପାଇଁ ଚେଷ୍ଟା କରୁଥିଲେ ଦୁଇ ଜଣ ପାଇଲଟ । କିନ୍ତୁ ଭାଗ୍ୟ ସାଥ ଦେଲାନି । ଆଉ ଏମିତି କିଛି ଘଟିଗଲା, ଯାହା ନ ଦେଖିଲେ ବିଶ୍ୱାସ କରିବା ବି କଷ୍ଟ । ଏକ ଅଦ୍ଭୁତ ଆଉ…

ସାପ କାମୁଡ଼ା ଜନିତ ମୃତ୍ୟୁ ଉପରେ ଅଧ୍ୟୟନ କରିବ ଭୁବନେଶ୍ୱର ଏମ୍ସ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସାପ କାମୁଡ଼ା ଜନିତ ମୃତ୍ୟୁ ନେଇ ଅଧ୍ୟୟନ କରିବ ଭୁବନେଶ୍ୱର ଏମ୍ସ । ଏନେଇ ମଙ୍ଗଳବାର ଅଧିକାରୀମାନେ ସୂଚନା ଦେଇଛନ୍ତି । ରାଜ୍ୟରେ ବର୍ଷକୁ ବର୍ଷ ସାପ କାମୁଡ଼ା ଜନିତ ମୃତ୍ୟୁ ବଢି ଚାଲିଛି…

ରାଜ୍ୟପାଳ କେବଳ ଜଣେ ପୋଷ୍ଟମ୍ୟାନ, ଚିଠି ଖୋଲିବାର ଅଧିକାର ମଧ୍ୟ ତାଙ୍କର ନାହିଁ-ଏମ.କେ ଷ୍ଟାଲିନ କହିଛନ୍ତି

ତାମିଲନାଡ଼ୁ: ରାଜ୍ୟପାଳ ହେଉଛନ୍ତି ରାଜ୍ୟରେ କେନ୍ଦ୍ର ରାଷ୍ଟ୍ରପତିଙ୍କ ପ୍ରତିନୀଧି । ସେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମ୍ପର୍କ ରକ୍ଷା କରନ୍ତି । ତେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ…

କଂଗ୍ରେସ ଅଫରକୁ ନା କହିଲେ ପ୍ରାଶାନ୍ତ କିଶୋର, ଟ୍ୱିଟ୍ କରି ସୂଚନା ଦେଲେ ସୁରଜେବାଲା

ନୂଆଦିଲ୍ଲୀ: ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସ ପାର୍ଟିରେ ସାମିଲ ହେବାକୁ ମନା କରି ଦେଇଛନ୍ତି । କଂଗ୍ରେଶ ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେବାଲା ଏନେଇ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।…

କରାଚୀ ବିଶ୍ୱବିଦ୍ୟାଳୟରେ ହେଲା ଭୟଙ୍କର ବିସ୍ଫୋରଣ: ୪ ଜଣଙ୍କ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ: ପାକିସ୍ତାନର କରାଚୀ ବିଶ୍ୱବିଦ୍ୟାଳୟରେ ଘଟିଛି ଏକ ଭୟଙ୍କର ବିସ୍ଫୋରଣ । ଏହି ଧମାକାର ଶବ୍ଦରେ ଥରି ଯାଇଛି ସାରା ସହର । ଦେଶରେ ଏଭଳି ଏକ ଭୟଙ୍କର ବିସ୍ଫୋରଣର କାରଣ କ’ଣ ଏବେ ଚର୍ଚ୍ଚାର ପିଷୟ ପାଲଟିଛି ।…