Browsing Category
Featured
ଭାରତୀୟ ଦଳରୁ ଏହି ଖେଳାଳିଙ୍କୁ ଦିଆଗଲା ବିଶ୍ରାମ, ପିଙ୍କ୍ ବଲ୍ ଟେଷ୍ଟରେ ମିଳିନଥିଲା ସୁଯୋଗ
ବେଙ୍ଗାଲୁରୁ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯାଉଛି ପିଙ୍କ ବଲ୍ ଟେଷ୍ଟ। ଦୁଇ ଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଏହା ହେଉଛି ଶେଷ ମୁକାବିଲା। ଏହି…
Congressର ସ୍ଥିତି ଏପରି: ପୂର୍ବରୁ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ହରାଇଥିଲା, ଏବେ ରାଜ୍ୟସଭାରେ ସମଦଶା ଭୋଗିବ
ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ୫ଟି ରାଜ୍ୟର ନିର୍ବାଚନର ଫଳାଫଳ ଅନେକ କିଛି ସୂଚନା ପ୍ରଦାନ କରୁଛି । ଗୋଟିଏ ପଟେ ବିଜେପି ଜାତୀୟ ସ୍ତରରେ ନିଜର ପ୍ରାଧାନ୍ୟ ବିସ୍ତାର କରି ଚାଲିଥିବା ବେଳେ ଆମ ଆଦମୀ ପାର୍ଟି…
(Video)ଆମେରିକା ଦୂତାବାସ ଉପରେ ୧୨ଟି ମିସାଇଲ୍ ମାଡ଼
ୱାଶିଂଟନ୍: ଇରାକରେ ଆମେରିକା ଦୂତାବାସ ଉପରେ ଆକ୍ରମଣ ହୋଇଛି । ଦୂତାବାସ ଉପରେ ୧୨ଟି ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରାଯାଇଥିବା ସୂଚନା ମିଳିଛି । ଇରବିଲ୍ ସ୍ଥିତ ଦୂତାବାସ ଉପରେ ମିସାଇଲ୍ ମାଡ଼ କରାଯାଇଥିବା ସୂଚନା ରହିଛି…
କିଭ୍ କୁ ତିନିପଟରୁ ଘେରିଲାଣି ରୁଷ
ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧୮ ଦିନ ବିତିଗଲାଣି । କିଭ୍ ଦଖଲ ପାଇଁ ରୁଷିଆ ସେନାର ନିର୍ଣ୍ଣାୟକ ଲଢ଼େଇ । ବର୍ତ୍ତମାନ କିଭ୍ ଆଡକୁ ଦ୍ରୁତ ଗତିରେ ଅଗ୍ରସର ହେଉଛି ରୁଷିଆ । କିଭ୍ ସହରର ଓବ୍ଲାଷ୍ଟ୍ ଉପରେ…
(ଦେଖନ୍ତୁ Video) ଏକାସାଙ୍ଗରେ ୮୧ ଜଣ ଲୋକଙ୍କୁ ଦିଆଗଲା ଫାଶୀ: ଜାଣନ୍ତୁ କ’ଣ ଥିଲା ଅପରାଧ
ଦୁବାଇ: ହତ୍ୟା ଓ ଆତଙ୍କବାଦ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛି ସାଉଦି ଆରବ । ଆତଙ୍କୀ ସହ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ୮୧ ଜଣ ଲୋକଙ୍କୁ ସାମୂହିକ…
Oneplus ଆଣୁଛି ସବୁଠାରୁ ଫାଷ୍ଟ୍ ଚାର୍ଜିଂ ସ୍ମାର୍ଟଫୋନ୍! ୧୫ ମିନିଟ୍ ରେ ହୋଇଯିବ ଫୁଲ୍ ଚାର୍ଜ
ନୂଆଦିଲ୍ଲୀ: ଚୀନର ସ୍ମାର୍ଟଫୋନ୍ ମେକର୍ ଓପ୍ପୋ ନିକଟରେ ଆୟୋଜିତ କରିଥିବା ଏମଡବ୍ଲୁସି(ମୋବାଇଲ୍ ୱର୍ଲ୍ଡ କଂଗ୍ରେସ) ୨୦୨୨ ଇଭେଣ୍ଟ୍ ରେ 150W SuperVOOC ଫ୍ଲାସ୍ ଚାର୍ଜ ଟେକ୍ନିକ୍ ଆଣିଛି । ବର୍ତ୍ତମାନର ରିପୋର୍ଟ…
ରେଳବାଇର ଖାଲି ଜାଗାରେ ଖୋଲିବ ଫୁଡ ପ୍ଲାଜା, ୧୭ଟି ଜୋନକୁ ମଞ୍ଜୁରୀ ପ୍ରଦାନ କଲା ବୋର୍ଡ
ନୂଆଦିଲ୍ଲୀ: ରେଳବାଇ ଖାଲି ପଡ଼ିଥିବା ସ୍ଥାନର ଉପଯୁକ୍ତ ବ୍ୟବହାର କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ଖାଲି ସ୍ଥାନଗୁଡ଼ିକରେ ରେଳବାଇ ଫୁଡ ପ୍ଲାଜା, ରେଷ୍ଟୁରାଣ୍ଟ, ଫାଷ୍ଟ ଫୁଡ ୟୁନିଟ ଆଦି ଖୋଲିବ । ଏହି କାର୍ଯ୍ୟର ଭାର…
ପାନ୍ କାର୍ଡ ୟୁଜର୍ସଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା! ଏହି ଭୁଲ ଦ୍ୱାରା ଲାଗିପାରେ ୧୦ ହଜାର ଟଙ୍କାର ଜରିମାନା
ନୂଆଦିଲ୍ଲୀ: ଆଜି ଯୁଗରେ ପାନ୍ କାର୍ଡ ଏକ ବାଧ୍ୟତାମୂଳକ ଡକ୍ୟୁମେଣ୍ଟ । ଏହା ବିନା କୌଣସି ଆର୍ଥିକ କାରବାର ହୋଇପାରିବ ନାହିଁ । ଏହାର ଆବଶ୍ୟକତା ପ୍ରତ୍ୟେକ ଆର୍ଥିକ ଟ୍ରାଞ୍ଜାକ୍ସନ କରିବା ଓ ବ୍ୟାଙ୍କରେ ଆକାଉଣ୍ଟ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮୬ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…
PF ସୁଧ ହ୍ରାସ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି କେନ୍ଦ୍ର ସରକାର, ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ
ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ)ର ସମସ୍ତ କର୍ମଚାରୀଙ୍କୁ ଏକ ଜବରଦସ୍ତ ଝଟକା ମିଳିଥିଲା । ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ଦ୍ୱାରା ପିଏଫ…