Browsing Category
Featured
(Video)ବିଶ୍ୱର ସବୁଠୁ ଲମ୍ବା କାର୍, ଏକାବେଳକେ ବସି ପାରିବେ ୭୫ ଜଣ
ନୂଆଦିଲ୍ଲୀ: ଆପଣ ମାନେ ରାସ୍ତାରେ ଅନେକ ପ୍ରକାର ଗାଡ଼ି ଦେଖିଥିବେ । ସମୟେ ସମୟେ ଆମେ ଗାଡ଼ି ସବୁର ଡିଜାଇନ୍ ଦେଖି ଆଶ୍ଚର୍ଯ୍ୟ ହୋଇଥାଉ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ରାସ୍ତାରେ ଚାଲୁଥିବା ଗାଡ଼ି ବିଷୟରେ…
ସେଭେନ୍ ଅପ୍ ଥଣ୍ଡା ବୋତଲ ଭିତରେ ଔଷଧ ଖୋଳ, ଅଭିଯୋଗ କଲେ ଗ୍ରାହକ
ବାରଙ୍ଗ(ଭାସ୍କର ନ୍ୟୁଜ୍): ସିଲଥିବା ଥଣ୍ଡା ପାନୀୟ ବୋତଲରେ ଔଷଧ ଖୋଳ ପସିଥିବା ଦେଖିବାକୁ ମିଳିଥିବା ଘଟଣାଟି ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ ବାରଙ୍ଗ ଥାନା ନିକଟବର୍ତ୍ତୀ ଏକ ଦୋକାନରେ ଥଣ୍ଡା…
ବଦଳିଲା ବିଗ୍ ବଜାର ନାଁ, ଏବେ ହେଲା ‘ସ୍ମାର୍ଟ ବଜାର’:ଗୋଟିଏ ମାସରେ ଖୋଲିବ ୧୦୦ରୁ ଅଧିକ ନୂଆ ଷ୍ଟାେର
ନୂଆଦିଲ୍ଲୀ: ଫ୍ୟୁଚର୍ ଗ୍ରୁପ୍ ଅଧୀନରେ ଥିବା ବିଗ୍ ବଜାରକୁ ମୁକେଶ ଅମ୍ବାନୀଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗତ ସପ୍ତାହରେ ନିଜ ନିୟନ୍ତ୍ରଣକୁ ନେଇଥିଲା । ନିୟନ୍ତ୍ରଣକୁ ଯିବା ପରେ ଫ୍ୟୁଚର ଗ୍ରୁପ୍ର ଏହି…
କିଭରେ ରୁଷ ସୈନ୍ୟଙ୍କ ଗୁଳିମାଡ଼: ଶିଶୁ ସମେତ ୭ ମୃତ
କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିରହିଛି । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ରୁଷ । କିଭରେ ରୁଷ ସୈନ୍ୟଙ୍କ ଦ୍ୱାରା ହୋଇଥିବା ଗୁଳିମାଡ଼ରେ ଜଣେ ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।…
ଫୋନ୍ ଟ୍ୟାପିଙ୍ଗ୍ ମାମଲା: ରବିବାର ସକାଳ ୧୧ଟା ସୁଦ୍ଧା ଥାନାରେ ହାଜାର ହେବାକୁ ଫଡନାବିସଙ୍କୁ ନୋଟିସ୍
ମୁମ୍ୱାଇ: ଫୋନ୍ ଟ୍ୟାପିଂ ମାମଲାରେ ମୁମ୍ୱାଇ ପୋଲିସ୍ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପର୍ଡନାଭିସ୍ଙ୍କୁ ନୋଟିସ୍ ପଠାଇଛି । ନୋଟିସ୍ରେ ତାଙ୍କୁ ରବିବାର ସକାଳ ୧୧ଟାରେ…
ପୁଟିନଙ୍କୁ ଆମେରିକାର ଚେତାବନୀ, ରାସାୟନିକ ଅସ୍ତ୍ର ବ୍ୟବହାର କଲେ ପରିଣାମ ଭୟଙ୍କର ହେବ
ୱାଶିଂଟନ : ଦୀର୍ଘ ୧୮ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ୟୁକ୍ରେନ ଉପରେ ଋଷ ଲଗାଦାର ଆକ୍ରମଣ ଜାରି ରଖିଛି । ଶନିବାର ଋଷସେନା ୟୁକ୍ରେନର ବିଭିନ୍ନ ସ୍ଥାନରେ ବୋମାମାଡ ଜାରି ରଖିଥିବା ବେଳେ…
“ଓଡ଼ିଶା ଭାସ୍କର’ର ସ୍ୱନକ୍ଷତ୍ର ଉତ୍ସବ ପାଳିତ: ସାମ୍ବାଦିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ: ମାନସ ମଙ୍ଗରାଜ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଉତ୍ସର୍ଗୀକୃତ ସେବା ମନୋଭାବ ଓ ନିଷ୍ଠାପରତାକୁ ପାଥେୟ କରି ସାମ୍ବାଦିକମାନେ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିଥାନ୍ତି । ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ କଷଟିଥରରେ କଷି…
ରାଶିଫଳ(ରବିବାର,୧୩ ମାର୍ଚ୍ଚ,୨୦୨୨)
ମେଷ - ସୁବିଧା ସୁଯୋଗ ଲାଭ ହେବ, ମହିଳା ଏବଂ ପିଲାମାନଙ୍କୁ ମନମୁତାବକ ପରିବେଷ ମିଳିବ, ନୂତନ କର୍ମସଂସ୍ଥାନ ଆରମ୍ଭ କରିବେ, ପୂରାତନ ଋଣ ପରିଷୋଧ କରିବାର ସୁଯୋଗ ପାଇବେ, ଶୁଭଦିନଟିଏ ରହିବ, କର୍ମଜୀବିମାନେ କମକ୍ଷେତ୍ରରେ…
ଆତଙ୍କବାଦୀଙ୍କ ବର୍ବରତା, ଛୁଟିରେ ଯାଇଥିବା ସିଆରପିଏଫ ଯବାନଙ୍କ ଗୁଳିମାରି କଲେ ହତ୍ୟା
ଜମ୍ମୁ-କଶ୍ମୀର ସୋପିଆନରେ ଆତଙ୍କବାଦୀମାନେ ଜଣେ ସିଆରପିଏଫ୍ ଯବାନଙ୍କୁ ଗୁଳିମାରି ହତ୍ୟା କରିଛନ୍ତି । ଯବାନ ଜଣକ ଛୁଟିରେ ଥିବା ସମୟରେ ତାଙ୍କୁ ଗୁଳିମାରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଯବାନଙ୍କୁ ହସ୍ପିଟାଲ ନେବା…
ଋଷ-ୟୁକ୍ରେନ ଯୁଦ୍ଧ: ଜେରୁଜେଲମରେ ଭେଟିବାକୁ ପୁଟିନଙ୍କୁ ଜେଲେନସ୍କିଙ୍କ ପ୍ରସ୍ତାବ
ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଭେଟିବାକୁ ପ୍ରସ୍ତାବ ଦେଲେ ୟୁକ୍ରେନ ରାଷ୍ଟ୍ରପତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କୀ ଜେରୁଜେଲମଠାରେ ଭେଟିବାକୁ ପୁଟିନଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହା ସହ ସେ ଇସ୍ରାଏଲ…