Browsing Category
Featured
ଶୀତଦିନେ ଏହି ଜିନିଷ ଖାଇବା ଦ୍ୱାରା ହୋଇଥାଏ ଅଧିକ କ୍ଷତି, ତୁରନ୍ତ ବଦଳାନ୍ତୁ ଅଭ୍ୟାସ
ନୂଆଦିଲ୍ଲୀ: ଶୀତ ଋତୁରେ କିଛି ଜିନିଷ ଖାଇବା ଦ୍ୱାରା ଆପଣଙ୍କୁ ଅନେକ କ୍ଷତି ସହିବାକୁ ପଡିଥାଏ । ଏହା ଆପଣଙ୍କ ଓଜନକୁ ମଧ୍ୟ ବଢ଼ାଇଥାଏ । ଯଦି ଆପଣ ଡାଏଟିଂ କରୁଛନ୍ତି ତେବେ ଏହି ଜିନିଷ ଭୁଲରେ ବି ଖାଆନ୍ତୁ ନାହିଁ ।…
ବିନା ପରୀକ୍ଷାରେ BHELରେ ମିଳିବ ସରକାରୀ ଚାକିରି; ଏମିତି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ(ଭେଲ୍) ପକ୍ଷରୁ ଯୁବକଙ୍କ ପାଇଁ ନିଯୁକ୍ତିର ବଢିଆ ସୁଯୋଗ ପ୍ରଦାନ କରାଯାଉଛି । ଭେଲ୍ ପକ୍ଷରୁ ୨୦୨୧ ପାଇଁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି । ଇଞ୍ଜିନିୟର ଓ ସୁପର…
ସେୟାର ବଜାରରେ ଝଡ଼!, ଦିନକରେ ୧୬୦୦ ପଏଣ୍ଟ ଖସିଲା ସେନସେକ୍ସ, ସାଢ଼େ ୬ ଲକ୍ଷ କୋଟି ହରାଇଲେ ନିବେଶକ
ନୂଆଦିଲ୍ଲୀ: ଶୁକ୍ରବାର ସେୟାର ମାର୍କେଟରେ ଦେଖିବାକୁ ମିଳିଛି ବଡ଼ ଧରଣର ହ୍ରାସ । ଶୁକ୍ରବାର କାରବାରରେ ସାଢ଼େ ୬ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କ୍ଷତି ହୋଇଛି । ସାତ ମାସ ପରେ ଏହା ସବୁଠୁ ବଡ଼ କ୍ଷତି ବୋଲି କୁହାଯାଉଛି…
୩ ପତ୍ନୀଙ୍କ କାରଣରୁ ଚାକିରିରୁ ଇସ୍ତଫା ଦେଲେ ଯବାନ, କମାଣ୍ଡର ନେଲେ ନିଆରା ନିଷ୍ପତ୍ତି
ନୂଆଦିଲ୍ଲୀ: ସୀମାରେ ଦେଶର ସୁରକ୍ଷା ଭାର ଓ ଘର-ପରିବାରରେ ପତ୍ନୀ-ଛୁଆପିଲାଙ୍କ ଚିନ୍ତା, ଏହି ୨ଟି ଯାକ ପ୍ରତ୍ୟେକ ଯବାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ଇରାକରେ ଏହିପରି ଜଟିଳ ପରିସ୍ଥିତି ଦେଇ ଗତି…
ସହଯୋଗର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ: NITରେ ପଢିବେ ବଲାଙ୍ଗୀର ପୁଅ ତାରାଚାନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଲାଙ୍ଗୀର ବଙ୍ଗମୁଣ୍ଡା ତହସିଲର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ…
ଫୋନରେ କାହା ସହ କଥା ହେଉଥିଲେ ଭାଉଜ, ରାଗରେ ବେକ କାଟିଦେଲା ଦିଅର
ନୂଆଦିଲ୍ଲୀ: ମଧପ୍ରଦେଶରର ଜବଲପୁର ସହରରେ ଜଣେ ୩୦ ବର୍ଷୀୟ ବ୍ୟକ୍ତି ତାଙ୍କ ଭାଉଜଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକି, ଭାଉଜ ଫୋନରେ କାହା ସହ କଥା ହେଉଥିଲେ । କିନ୍ତୁ ମୋବାଇଲରେ ଗପୁଥିବା…
ସରକାର ବଢ଼ାଇବାକୁ ଯାଉଛନ୍ତି GST: ଜାଣନ୍ତୁ କେଉଁ ସବୁ ସାମଗ୍ରୀ ହୋଇଯିବ ମହଙ୍ଗା
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ ପେଟ୍ରୋଲ, ଡିଜେଲ, ଖାଇବା ତେଲ, ରନ୍ଧନ ଗ୍ୟାସର ଦରବୃଦ୍ଧି ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ତେବେ ନିକଟରେ ତୈଳ ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ଏବେ ଗୁଡସ ଆଣ୍ଡ…
ଆସନ୍ତା ୩ ମାସ ମଧ୍ୟରେ କରୋନା ନେବ ୭ ଲକ୍ଷ ଜୀବନ: ଭାରତକୁ ଗତ ଏପ୍ରିଲ-ମେର ଅବସ୍ଥା ପୁଣି ଫେରିବ-ରିପୋର୍ଟ
ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରୁ ବିଦାୟ ନେବାର ନାଁ ଧରୁନାହିଁ । ତେବେ ମହାମାରୀ ଦୁର୍ବଳ ହୋଇ ଯାଇଛି, ଏହା ଭାବିବା ଜନତାଙ୍କ ପାଇଁ ବୋକାମି ଛଡ଼ା ଆଉ କିଛି ନୁହେଁ । ଇତିମଧ୍ୟରେ ବ୍ରିଟେନ, ଜର୍ମାନୀ,…
ଭିଜିଲାନ୍ସର ଟପ୍-୭ ରେଡ୍: ୪୧ ଲକ୍ଷ ସହିତ ସବୁଠୁ ଆଗରେ ସନ୍ତୋଷ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଇତିହାସରେ ନୂଆ ରେକର୍ଡ କଲେ ସନ୍ତୋଷ ଦାସ । ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ ସନ୍ତୋଷ ଦାସ ରେକର୍ଡ କରିଛନ୍ତି । ଘର ନଗଦ ଟଙ୍କା ମିଳିବାରେ ସମସ୍ତଙ୍କୁ…
୨୬/୧୧ ହମଲା: ଆତଙ୍କବାଦୀ କସାବର ଫୋନ୍ ନଷ୍ଟ କରିଥିଲେ ପରମବୀର ସିଂହ! ପୂର୍ବତନ ଏସିପି ଶମଶେର୍ ଖାନ୍ ଆଣିଲେ ଅଭିଯୋଗ
ମୁମ୍ବାଇ: ୨୬/୧୧ ମୁମ୍ବାଇ ହମଲାର ଘଟଣାର ଦୁଃଖ ଆଜିବି ତାଜା ରହିଛି । ସେହି କାଳରାତ୍ରିର କଥା ମନେ ପଡ଼ିଲେ ଆଜିବି ଲୋମଟାଙ୍ଗୁରୀ ଉଠେ । ତେବେ ଆଜି ଏହି ଆକ୍ରମଣକୁ ୧୩ ବର୍ଷ ପୂରିଛି । ତେଣୁ ଏହି ହମଲାରେ ସହିଦ୍…