fbpx
Browsing Category

Featured

ଭାଇରସ୍ ବିରୋଧରେ କାମ କରୁନାହିଁ ଭ୍ୟାକ୍ସିନ୍, ତେଣୁ ଟିକାକରଣ ଧିମେଇ ଯାଇଛି ବୋଲି ସୂଚନା ଦେଲେ ଡାକ୍ତର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଘାତକ କରୋନା ଭାଇରସ୍ ସାର୍ସ-କୋଭ-୨ ବିରୋଧରେ ଭ୍ୟାକ୍ସିନ କାମ କରୁନାହିଁ । ଏନେଇ କୋଭିଡ୍ ଟିକା ସେପରି ଫଳପ୍ରଦ ହେଉନଥିବା ଜଣାପଡ଼ିଛି । ଫଳରେ ଦକ୍ଷିଣ ଆଫ୍ରିକାରେ…

ଓଡିଶାରୁ ଆଜି ୩୩ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ?

ଭୁବନେଶ୍ୱର(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ପୁଣି ବଢିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ…

‘ଜନତାଙ୍କ ମଙ୍ଗଳ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ, କିନ୍ତୁ ଏପରି ଅପମାନକୁ ମୁଁ ସହ୍ୟ କରିପାରିବି…

କୋଲକାତା: ବାତ୍ୟା ‘ୟଶ୍’କୁ ନେଇ ନକଲି ଓ ଏକପାଖିଆ ଖବର ପ୍ରଚାର କରାଯାଉଛି । ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ର ସରକାର ରାଜନୀତିକ ବୟାନବାଜୀ କରୁଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜ ଏହାକୁ ବିରୋଧ କରି…

ଓଡିଶାରେ ପୁଣି ବଢିଲା ସଂକ୍ରମଣ: ଆଜି ୯,୫୪୧ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ପୁଣି ଉପରମୁହାଁ ହେବାରେ ଲାଗିଛିି । ଗତ ୨୪ ଘଣ୍ଟା ରାଜ୍ୟରେ ୯ ହଜାର ୫୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୩୪୩ ଜଣ…

‘ଦେଶ ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଚିନି ମିଳି ନାହିଁ’, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତଙ୍କ ବିବାଦୀୟ ବୟାନ୍ ପୁଣି ଥରେ…

ଡେରାଡୁନ୍: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ଉତ୍ତରକାଶୀ ଗସ୍ତ ଅବସରରେ ପୁଣି ଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ଦେଶ ସ୍ୱାଧୀନତା ପରେ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ଚିନି ମିଳି ନାହିଁ ବୋଲି ସେ କହିଛନ୍ତି…

କରୋନା ମୃତ୍ୟୁସଂଖ୍ୟା ୩୫ ଲକ୍ଷ ୪୭ ହଜାର ଟପିଲା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୫ ଲକ୍ଷ ୪୭ ହଜାର ୮୭୩ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୬ ଲକ୍ଷ ୧୦…

ସ୍ବର୍ଗତଃ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ, କରୋନା ନେଲା ଜୀବନ

ପିପିଲି(ଓଡିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ତଥା ସ୍ବର୍ଗତଃ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କର ଆଜି ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ…

ସେନାରେ ସାମିଲ୍‌ ହେଲେ ପୁଲୱାମା ଶହୀଦଙ୍କ ପତ୍ନୀ, ସ୍ୱାମୀଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମୟରେ ଆତଙ୍କବାଦୀଙ୍କ ସହ ଲଢ଼ି ବୀରଗତି ପ୍ରାପ୍ତ ହୋଇଥିଲେ ମେଜର ବିଭୂତି ଶଙ୍କର ଧୌଣ୍ଡିଆଲ । ତାଙ୍କ ମର ଶରୀର ପାଖରେ ସେତେବେଳେ ଅଶ୍ରୁ ଗଡ଼ାଇ ସାଲ୍ୟୁଟ…

ଆହୁରି ୭ ଦିନ ବଢିଲା ଲକ୍‌ଡାଉନ୍‌, ମେ’ ୩୧ରେ ଶେଷ ହୋଇଥାନ୍ତା ତାଲାବନ୍ଦ

ପାଣାଜୀ (ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବାରେ ଲାଗିଛନ୍ତି । ଏହି ତାଲିକାରେ ଏବେ ଗୋଆ ଯୋଡ଼ି ହୋଇଯାଇଛି । ଗୋଆ ମୁଖ୍ୟମନ୍ତ୍ରୀ…

୫ ହଜାର ‘ଟୁ-ଡିଜି’ ଔଷଧର ଅର୍ଡର ଦେଲେ ଓଡ଼ିଶା ସରକାର, ଖୁବଶୀଘ୍ର ରାଜ୍ୟକୁ ମିଳିବ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): କରୋନା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଡର ଦିଆଯାଇଛି । ୫ ହଜାର ସ୍ୟାଚେଟ୍‌ ଟୁ- ଡିଜି ମେଡିସିନ୍‌ ପାଇଁ ଅର୍ଡର ଦିଆଯାଇଛି ବୋଲି ଶନିବାର ସ୍ୱାସ୍ଥ୍ୟ…