Browsing Category

Featured

ବିଶେଷଜ୍ଞଙ୍କ ଦାବି: ସ୍ପର୍ମ କାଉଣ୍ଟ କମ୍ କରିଥାଏ ବାୟୂ ପ୍ରଦୂଷଣ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣର ଯୋଗୁଁ ମଣିଷ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ଯୌନ ସ୍ୱାସ୍ଥ୍ୟକୁ ବି ପ୍ରଭାବିତ କରିପାରେ । ୟୁନିଭରସିଟି ଅଫ୍ ମ୍ୟାରିଲ୍ୟାଣ୍ଡ ସ୍କୁଲ ଅଫ୍ ମେଡିସିନର ଅନୁସନ୍ଧାନକାରୀମାନେ…

ଡିଜାଇନର୍ ସବ୍ୟସାଚୀଙ୍କ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ହଙ୍ଗାମା, ଅଣ୍ଡରଗାର୍ମେଣ୍ଟ ପିନ୍ଧି ଶୁଟ୍ କରିବା ପଡ଼ିଲା ମହଙ୍ଗା

ମୁମ୍ବାଇ: ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ସବ୍ୟସାଚୀ ନିଜର ଏକ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ଟ୍ରୋଲ୍ ର ଶିକାର ହୋଇଛନ୍ତି । ୟୁନିକ୍ ଆଉଟଫିଟ୍ ଓ ବ୍ରାଇଡଲ୍ କନେକ୍ସନ୍ ପାଇଁ ମଶହୁର୍ ସବ୍ୟସାଚୀଙ୍କର କପଡ଼ା ଓ ଡିଜାଇନ୍ସ,…

ବର୍ଣ୍ଣ ବୈଷମ୍ୟ ବିରୋଧରେ ଆଣ୍ଠୁରେ ବସିବାକୁ ରାଜି ହେଲେ କ୍ୱିଣ୍ଟନ ଡିକକ, ନିଜ ବ୍ୟବହାର ପାଇଁ କ୍ଷମା ମାଗିଲେ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ୱିକେଟ କିପର ବ୍ୟାଟସମ୍ୟାନ କ୍ୱିଣ୍ଟନ ଡିକକ୍ ବ୍ଲାକ୍ ଲାଇଭ୍ସ ମ୍ୟାଟର ବା ବର୍ଣ୍ଣ ବୈଷମ୍ୟ ଅଭିଯାନକୁ ସମର୍ଥନ ଜଣାଇ ଆଣ୍ଠୁରେ ବସିବାକୁ ରାଜି ହୋଇଛନ୍ତି । ଏଥିସହ ୱେଷ୍ଟଇଣ୍ଡିଜ…

ରାହୁଲ ଗାନ୍ଧୀଙ୍କୁ ପିକେଙ୍କ ଉପଦେଶ : ଏହି ଭ୍ରମରେ ରୁହନ୍ତୁ ନାହିଁ ଯେ, ମୋଦୀ ଶୀଘ୍ର କ୍ଷମତାରୁ ବାହାର ହୋଇଯିବେ

ନୂଆଦିଲ୍ଲୀ : ନିର୍ବାଚନୀ ରଣନୀତିକାର ତଥା ଇଣ୍ଡିଆନ ପଲିଟିକଲ ଆକ୍ସନ କମିଟିର ମୁଖ୍ୟ ପ୍ରଶାନ୍ତ କିଶୋରଙ୍କ ଏକ ବୟାନ ଏବେ ଚର୍ଚ୍ଚାରେ । ପ୍ରଶାନ୍ତ କିଶୋର କହିଛନ୍ତି, ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ଦଶନ୍ଧି ଧରି…

ବାଳକର ନାଁ ABCDEF GHIJK Zuzu, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ନିଜ ପୁଅର ନାମ ଢ ସ୍ପ ଇ-୧୨ ଗଙ୍କଗ୍ଦଳ ରଖିଥିଲେ । ଏହା ଏକ ବିଶେଷ ନାମ ଥିଲା । କାରଣ ଏହା ପୂର୍ବରୁ ଏପରି ନାଁ କେହି ବି ରଖିନଥିଲେ । ହେଲେ ଏବେ ଇଣ୍ଡୋନେସିଆର…

ନବୋଦୟ ବିଦ୍ୟାଳୟ ପାଲଟିଲା କରୋନା ହଟସ୍ପଟ୍, ୩୩ ଛାତ୍ର ପଜିଟିଭ୍ ଚିହ୍ନଟ

ବେଙ୍ଗାଲୁରୁ : ବିଦ୍ୟାଳୟ ପାଲଟିଲା ହଟସ୍ପଟ କେନ୍ଦ୍ର । ଜଣେ କି ଦୁଇ ଜଣ ନୁହେଁ ଏକା ଥରକେ ୩୩ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକର କୋଡୁଗୁ ଜିଲ୍ଲାର ନବୋଦୟ ବିଦ୍ୟାଳୟରେ ଏହି କରୋନା ବିସ୍ଫୋରଣ…

ସୀମାବର୍ତ୍ତି ଜିଲ୍ଲାଗୁଡିକରେ ହେବ ଥାନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ସୀମାବର୍ତ୍ତି ଜିଲ୍ଲାଗୁଡିକରେ ଥାନା ପ୍ରତିଷ୍ଠା ନେଇ ଆଲୋଚନା ହୋଇଛିି । ବିଧାନସଭାରେ ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା ହୋଇଛି । ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ…

ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ୍, ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଲେ ଯୋଗୀ ସରକାର

ଲଖନଉ : ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଡିଜେଲ-ପେଟ୍ରୋଲର ଆକାଶ ଛୁଆଁ ଦରୁ କିଛିଟା ଆଶ୍ୱସ୍ତି ମିଳିପାରେ । ଏହି ବିଷୟରେ ନିର୍ଣ୍ଣୟ ନେବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି…

କୋଟିପତି କନଷ୍ଟେବଳ ପ୍ରସନ୍ନଙ୍କ ଘରୁ ବିପୁଳ ସମ୍ପତ୍ତି ଜବତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନୀଷ ହତ୍ୟା ମାମଲାରେ ବହିଷ୍କୃତ କନଷ୍ଟେବଲ ପ୍ରସନ୍ନ ଏବେ ଭିଜିଲାନ୍ସ ଜାଲରେ ଫସିଛନ୍ତି । ରେଡ୍ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଡୁମୁଡୁମାରେ ୨୫୦ ଏକର ଜମିରେ ତିଆରି…

ଟି-୨୦ ବିଶ୍ୱ କପର ଅଜବ ସଂଯୋଗ: ଟସ୍ ଜିତୁଥିବା ଦଳ ଜିତୁଛନ୍ତି ମ୍ୟାଚ୍

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ୨୦୨୧ରେ ଏ ପର୍ଯ୍ୟନ୍ତ ସୁପର ୧୨ରେ ୯ ମ୍ୟାଚ୍ ଖେଳା ଗଲାଣି । ଅକ୍ଟୋବର ୧୭ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ କିଛି ଦଳ ନିଜ ପ୍ରଦର୍ଶନରେ ସଭିଙ୍କୁ ପ୍ରଭାବିତ କରିଥିବା ବେଳେ…