Browsing Category
Featured
ନବୀନ ନିବାସ ରାଲି ବେଳେ ପୋଲିସକୁ ହୋଇଛି ଅଣ୍ଡାମାଡ଼: ଡିସିପି
କଟକ(ଓଡ଼ିଶା ଭାସ୍କର): ଛାତ୍ର କଂଗ୍ରେସର ନବୀନ ନିବାସ ରାଲି ବେଳେ ହୋଇଛି ଟମାଟୋ ଓ ଅଣ୍ଡା ମାଡ଼ । ପୋଲିସ ଉପରକୁ ଅଣ୍ଡାମାଡ଼ କରାଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି । ଡିସିପି ନିଜ ପ୍ରତିକ୍ରିୟାରେ…
ୟୁପି ବିଧାନସଭା ଉପରେ ଦିଦିଙ୍କ ନଜର: ପୁଣି ଦେଖିବାକୁ ମିଳିବ BJP-TMC ମେଗା ଫାଇଟ୍
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭାଜପାକୁ ଧୂଳି ଚଟାଇ କ୍ଷମତା ଅକ୍ତିଆର କରିବା ପରେ ମମତା ବାନାର୍ଜୀଙ୍କ ପାଦ ଆଉ ତଳେ ଲାଗୁନାହିଁ । ବଙ୍ଗ ଦଖଲ ପରେ ଆରମ୍ଭ ହୋଇଯାଇଛି ଦିଦିଙ୍କ ଅସଲି ରଙ୍ଗ । ବିଜୟ ପରେ ଆତ୍ମବିଶ୍ୱାସରେ…
ପୁଅ ଆର୍ୟନଙ୍କୁ ମୁକୁଳାଇବା ପାଇଁ ଓକିଲଙ୍କ ଫୌଜକୁ ମଇଦାନକୁ ଓହ୍ଲାଇଲେ ଶାହରୁଖ ଖାନ, ଜାଣନ୍ତୁ କେଉଁ କେଉଁ ଓକିଲ ଲଢିବେ କେସ୍
ମୁମ୍ବାଇ : ଫିଲ୍ମ ଅଭିନେତା ଶାହାରୁଖ ଖାନ ଡ୍ରଗ୍ସ କେସରେ ଫସିଥିବା ନିଜ ପୁଅ ଆର୍ୟନ ଖାନଙ୍କୁ ଜାମିନରେ ମୁକୁଳାଇବା ପାଇଁ ଓକିଲଙ୍କ ପୂରା ଦଳକୁ ମଇଦାନକୁ ଛାଡିଛନ୍ତି । ଏହି କେସରେ ତାଙ୍କ ପକ୍ଷରୁ ପ୍ରଥମେ ଲଢିଥିଲେ…
ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ଟିମ୍ ଇଣ୍ଡିଆର ୩ ବଡ ପରିବର୍ତ୍ତନ ! ପାକିସ୍ତାନ ମ୍ୟାଚରେ ସାମ୍ନାକୁ ଆସିଥିଲା ଦୁର୍ବଳତା
ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ଟି-୨୦ ବିଶ୍ୱ କପ୍ ୨୦୨୧ର ସୁପର ୧୨ ରାଉଣ୍ଡରେ ନିଜର ପ୍ରଥମ ମ୍ୟାଚରେ ପରାଜୟର ମୁହଁ ଦେଖିବାକୁ ପଡିଛି । ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠୁ…
ଆସନ୍ତା ୩୧ ତାରିଖର ଫଳାଫଳ ନିର୍ଦ୍ଧାରଣ କରିବ ଟିମ୍ ଇଣ୍ଡିଆର ଭାଗ୍ୟ : କିୱିକୁ ଚକମା ଦେବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ହାରିବା ପରେ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ିଯାଇଛି । ଆସନ୍ତା ୩୧ ତାରିଖରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି । ଏହି ମ୍ୟାଚ ବିରାଟ…
ହଜାର ହଜାର ଲୋକଙ୍କ ଭିଡରେ ମାତ୍ର ୨୩ ଜଣ ସାକ୍ଷୀ, ଲକ୍ଷ୍ମୀପୁର ଘଟଣାରେ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଉତ୍ତର ପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଅଦାଲତ ପ୍ରଶ୍ନ କରିଛନ୍ତି ଯେ, ଘଟଣାସ୍ଥଳରେ ହଜାର ସଂଖ୍ୟକ ଲୋକ ଥିଲେ କିନ୍ତୁ ଆପଣ…
୩୭୮ OASଙ୍କ ପାଇଁ ଖୁସି ଖବର, ନିଯୁକ୍ତି ବୈଧ କଲେ ହାଇକୋର୍ଟ
କଟକ(ଓଡ଼ିଶା ଭାସ୍କର): ହାଇକୋଟରେ ୨୦୦୬ ଓଏଏସ୍ ନିଯୁକ୍ତ ବିବାଦ ମାମଲାରେ ୩୭୮ ଓଏଏସ୍ ଅଧିକାରୀଙ୍କୁ ମିଳିଛି ଆଶ୍ୱସ୍ତିକର ଖବର । ଏହି ମାମଲାରେ ୩୭୮ ଓଏଏସ ଅଧିକାରୀଙ୍କ ନିଯୁକ୍ତିକୁ ବୈଧ କରିଛନ୍ତି ହାଇକୋର୍ଟ ।…
ଶୀଘ୍ର ସାରନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯାଇପାରେ ଆପଣଙ୍କ ପେନସନ୍; ପଢ଼ନ୍ତୁ ପୂରା ଖବର
ନୂଆଦିଲ୍ଲୀ: ଯଦି ଆପଣ ଚାହୁଁନାହାନ୍ତି ଆପଣଭ୍କ ପେନସନ୍ ବନ୍ଦ ହୋଇଯାଉ ତେବେ ଆପଣ ଖୁବ୍ ଶୀଘ୍ର ଆପଣଙ୍କ ଲାଇଫ୍ ସାର୍ଟିଫିକେଟ୍ ସବମିଯ୍ କରିଦିଅନ୍ତୁ । ଜାଣି ରଖନ୍ତୁ ଯେ, ପେନସନ୍ ପାଇବାକୁ ଏବଂ ତାକୁ ଜାରି ରଖିବାକୁ…
MSRTC ବଢ଼ାଇଲା କର୍ମଚାରୀଙ୍କ ଡିଏ, ଦୀପାବଳୀ ବୋନସ୍ ସହିତ ମିଳିବ ଏହି ଭତ୍ତା
ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ ବା MSRTC ନିଜର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୨%ରୁ ୧୭% ବଢ଼ାଇଦେଇଛି । ଏଥିରେ MSRTCର ପାଖାପାଖି ୯୫,୦୦୦ କର୍ମଚାରୀଙ୍କର ଫାଇଦା ହେବ ।…
ରଜନୀକାନ୍ତ ଲଞ୍ଚ କଲେ ନୂତନ ସୋସିଆଲ୍ ମିଡିଆ ଆପ୍ Hoote, ଜାଣନ୍ତୁ ଏଥିରେ କଣ ରହିଛି ଖାସ୍
ନୂଆଦିଲ୍ଲୀ: ତାମିଲ ସିନେମାର ସୁପରଷ୍ଟାର୍ ରଜନୀକାନ୍ତ ଏକ ନୂତନ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି । ଯାହାର ନାମ ହେଉଛି ହୁଟେ ଆପ୍ (Hoote) । ଏହା ଏକ ଭଏସ୍ ଆଧାରିତ ସୋସିଆଲ ମିଡିଆ ଆପ୍ । ଏହାର ଫାଉଣ୍ଡର୍…