CHARIDHAM
Browsing Category

Featured

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ମାଲକାନଗିରି: ପେଡ଼ାକୋଣ୍ଡା ଗାଁରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ିଯାଇ ଦୁଇ ଭଉଣୀଙ୍କର ମୃତ୍ୟୁ । ଜଣେ ୩ ବର୍ଷର ଓ ଅନ୍ୟ ଜଣେ ୫ ବର୍ଷର ସୂଚନା । କାମକୁ ଯାଇଥିବା ବାପା-ମା’ଙ୍କ ପାଖକୁ ଯାଉଥିଲେ ୨ ଶିଶୁ । ପୋଖରୀ ହୁଡ଼ା…

ଆର୍ଯ୍ୟନ୍ ଖାନ୍ ଡ୍ରଗ୍ସ ମାମଲା: NCB କାର୍ଯ୍ୟାଳୟରେ ଶାହରୁଖ୍ ଖାନଙ୍କ ଡ୍ରାଇଭର

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଡ୍ରାଇଭର ଶନିବାର ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ମୁମ୍ବାଇରେ ଜାହାଜ ଡ୍ରଗ୍ସ ପାର୍ଟିି ମାମଲାରେ ଏନସିବି ଶାହାରୁଖଙ୍କ ଡ୍ରାଇଭରକୁ ସମନ ଜାରି କରିଥିଲା ।…

ବିଶ୍ୱର ସବୁଠୁ କ୍ଷୁଦ୍ର ପେଣ୍ଟିଙ୍ଗ, ଛୁଞ୍ଚିରେ ହୋଇପାରୁଛି ଫିଟ୍

ନୂଆଦିଲ୍ଲୀ: ସବୁ କଳାକାର କିଛି ନା କିଛି ନୂଆ କରିବାକୁ ଚାହିଁଥାନ୍ତି । କଳାକାର ସବୁବେଳେ ଚେଷ୍ଟା କରିଥାନ୍ତି କିପରି ତାଙ୍କର ଆର୍ଟ ବା କଳା ସବୁଠାରୁ ଅଲଗା ଏବଂ ଭିନ୍ନ ହେଉ । ଆଉ ଏହିଭଳି କିଛି ଅଲଗା କରିବାର ନିଶାରେ…

ରାଗିଥିବା ସ୍ୱାମୀଙ୍କୁ ଖୋଜିବାକୁ ଆସିଥିଲେ ବିବାହିତା, ରାସ୍ତାରୁ ଜବରଦସ୍ତ ଉଠାଇ ନେଇ ୬ ଦୁର୍ବୃତ୍ତ କଲେ ଧର୍ଷଣ

ବର୍ଦ୍ଧମାନ: ପଶ୍ଚିମବଙ୍ଗର ବର୍ଦ୍ଧମାନ ସହରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୨୫ ବର୍ଷୀୟ ବିବାହିତା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ମହିଳାଙ୍କୁ ରାସ୍ତକଡ଼ରୁ ଏକ ଅଟୋ ରିକ୍ସା…

ଦ୍ୱିତୀୟ ଟି-୨୦: ଲଢେଇ କରି ହାରିଲେ ଭାରତୀୟ ମହିଳା

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ ମୁକାବିଲାକୁ ଜିତି ନେଇଛି ଘରୋଇ ଦଳ । ୧୧୯ ରନ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ୧୯.୧ ଓଭରରେ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ…

ପ୍ରେମର କରୁଣ ପରିଣତି; SGT ୟୁନିଭର୍ସିଟି କ୍ୟାମ୍ପସ ବାହାରେ ଡାକ୍ତରୀ ଛାତ୍ରଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଳୀ: ଜାତୀୟ ରାଜଧାନୀ ନୂଆଦିଲ୍ଳୀରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପ୍ରେମ ବ୍ୟାପାରକୁ ନେଇ ଜଣେ ଡାକ୍ତରୀ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଗୁରୁଗ୍ରାମର ଏକ ଘରୋଇ ମେଡିକାଲ…

୭୮ ବର୍ଷର ବରକୁ ୭୯ ବର୍ଷୀୟା କନିଆ, ଅନଲାଇନରେ ଆରମ୍ଭ ହୋଇଥିଲା ପ୍ରେମ

ପ୍ରେମ ପାଇଁ ନା ଥାଏ ବୟସ, ନା ଥାଏ ରଙ୍ଗ । କେଉଁଠି ନାବାଳିକ, ନାବାଳିକା ନିଜ ଇଛାରେ ବାହା ହେଲେଣି ତ ଆଉ କେଉଁଠି ବୟସର ବାର୍ଦ୍ଧକ୍ୟରେ ଆସି ମଧ୍ୟ ଲୋକ ପ୍ରେମରେ ପଡ଼ି ବାହା ହେଉଛନ୍ତି । ସେହିପରି ୭୮ ବର୍ଷୀୟ ଜିମ…

ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀଙ୍କ ବିବାଦୀୟ ବୟାନ; ବିଜେପି ନେତାଙ୍କ ଭିଣୋଇଙ୍କୁ ଛାଡ଼ିଥିଲା ଏନସିବି

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଶନିବାର ଏନସିବି ଉପରେ ଅଭିଯୋଗ ଆଣିଛନ୍ତି  । ସେ କହିଛନ୍ତି ଏନସିବି ମୁମ୍ବାଇରେ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଜଣେ ବିଜେପି କର୍ମୀଙ୍କ ଭିଣୋଇଙ୍କୁ…

୬୦ ହଜାର ପଏଣ୍ଟ ଛୁଇଁଲା Sensex; ନୂତନ ରେକର୍ଡ କଲା Nifty

ମୁମ୍ବାଇ: ପୁଣି ଥରେ ନିବେଶକଙ୍କୁ ମାଲାମାଲ କରିଛି ଭାରତୀୟ ଶେୟାର ବଜାର । ବିଏସଇ ସୂଚକାଙ୍କ ସେନସେକ୍ସ ପୁଣି ଥରେ ୬୦ ହଜାର ପଏଣ୍ଟ ଛୁଇଁଥିବା ବେଳେ ନୂତନ ରେକର୍ଡ କରିଛି ଏନଏସଇର ନିଫ୍ଟି । ଶୁକ୍ରବାର ସପ୍ତାହର…

୫ ଜିଲ୍ଲା ସାବଧାନ୍! ବିଜୁଳି ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୫ଟି ଜିଲ୍ଲାରେ ବିଜୁଳି ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି । ଏନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ…